Latest Odisha News

BREAKING NEWS

Yearly Archives

2021

କବିତା : ଶୁନ୍ୟତା

ସ୍ମୃତି ରଂଜନ ତ୍ରିପାଠୀ  ଗୋଟେ ଶୁନ୍ୟତାକୁ ପୂର୍ଣ୍ଣ ନାମ ଦେବା ସେ ଶେଯରେ ଆଉ କୋଉ ଜହ୍ନ ବିଛଣା ପାରୁ କିନ୍ତୁ ସ୍ବପ୍ନ ସବୁକୁ ତୋର ମୋର କହିବା ଡରି ଯିବୁନି ମିତ ସକାଳର ଫର୍ଚ୍ଚା କବାଟ ଶବ୍ଦରେ ବୋଧେ ଅବୋଧ ପ୍ରେମଟେ କିଏ ଅଳସ ଭାଙ୍ଗୁଥିବ।। ହଁ, ଗୋଟେ କବିତା ଲେଖିବା ସବୁ…

ସାହିତ୍ୟିକ ବିଦ୍ୟାଧର ବାରିକଙ୍କ ୭୭ତମ ଜନ୍ମ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଗୋଧୂଳି ସାହିତ୍ୟ ଏବଂ ବିଦ୍ୟାଧର ବାରିକ ସ୍ମୃତି ସଂସଦର ମିଳିତ ସହଯୋଗରେ , ଜାତୀୟ ଅଭିଲେଖାଗାରଠାରେ ବିଶିଷ୍ଟ ସାହିତ୍ୟିକ ବିଦ୍ୟାଧର ବାରିକଙ୍କ ୭୭ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ସୁଚେତା ରାଉତଙ୍କ ସଭାପତିତ୍ୱରେ ସ୍ୱର୍ଗତଃ ବାରିକଙ୍କ ସ୍ମୃତି ଉଦ୍ଦେଶ୍ୟରେ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦୫)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୫ ଦାଦାଭାଇଙ୍କ ପାଖକୁ ଯିବାକୁ ମନ ହେଉଛି । ଅସରନ୍ତି ସ୍ନେହର ଭଣ୍ଡାର... ଅଶେଷ ଜ୍ଞାନର ଅମାର... ଆଃ ! ସବୁ ସମସ୍ୟାର ସମାଧାନ ଖୋଜିବା ଅପେକ୍ଷା କିଛି କରି ଦେଖାଇବାର ବେଳ । ଏ ସମୟ , ତୁ ଅଟକି ଯାଆରେ ଟିକିଏ ... ମୁଁ…

ସଂସ୍କୃତିର ସଙ୍ଗମ କ୍ଷେତ୍ର ଦକ୍ଷିଣ ଓଡ଼ିଶା

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ଦକ୍ଷିଣ ଓଡ଼ିଶା ଦକ୍ଷତାର ଓଡ଼ିଶା , ତୃପ୍ତତାର ଓଡ଼ିଶା ଦୁର୍ଦ୍ଦାନ୍ତତାର ଓଡ଼ିଶା । ଦକ୍ଷିଣ ଓଡ଼ିଶା ଦୁର୍ବାର ଓଡ଼ିଶା । ବନଜଙ୍ଗଲରୁ ଆରମ୍ଭ କରି ପାହାଡ ପର୍ବତର ପ୍ରାଚୁର୍ଯ୍ୟ ଦିନେ ଦକ୍ଷିଣ ଓଡ଼ିଶାକୁ ଦୁର୍ଭେଦ୍ୟ ଦୁର୍ଗର ଦୃଢ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ପ୍ରତିଶ୍ରୁତି ଶବ୍ଦ ନିଅଣ୍ଟ ପଡ଼େ ତୁମ ପାଇଁ ଅଭିବ୍ୟକ୍ତିର ଫର୍ଦ୍ଦ ତିଆରି କଲାବେଳେ । ଭାବର ଉଛୁଳା ପରିପ୍ରକାଶକୁ ଧରି ହୁଏନି ଶବ୍ଦର ଜାଲରେ । ରଙ୍ଗମାନେ ବି କମ୍ ଲୁଚକାଳି ଖେଳନ୍ତିନି ଉକୁଟେଇବା ପାଇଁ ତୁମକୁ କାନ୍ଭାସର ଦେହରେ ।ଇଚ୍ଛା କରେ ଜନ୍ମ ହେଉ ନୂଆ ନୂଆ ଶବ୍ଦ ଆଉ ରଙ୍ଗ…

ଉଗାଣ୍ଡା ଆନ୍ତର୍ଜାତୀୟ ପାରା ବ୍ୟାଡମିଂଟନ: ଓଡିଶାର ପ୍ରମୋଦ ଜିତିଲେ ୩ ରୌପ୍ୟ

ଭୁବନେଶ୍ୱର: ଉଗାଣ୍ଡାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ପାରା ବ୍ୟାଡମିଂଟନ ପ୍ରତିଯୋଗିତାରେ ଓଡିଶାର ପ୍ରମୋଦ ଭଗତ ଚମତ୍କାର ପ୍ରଦର୍ଶନ କରି ୩ଟି ରୌପ୍ୟ ପଦକ ହାସଲ କରିଛନ୍ତି । ବିଶ୍ୱର ଏକ ନମ୍ବର ଏବଂ ଟୋକିଓ ପାରା ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ୩ଟି ଯାକ ଇଭେଂଟରେ ଫାଇନାଲରେ ହାରି…

ରାଜସ୍ଥାନ କ୍ୟାବିନେଟରେ ଶପଥ ନେଲେ ୧୫ ମନ୍ତ୍ରୀ

ଜୟପୁର : ଶପଥ ନେଇଛି ରାଜସ୍ଥାନର ସମ୍ପ୍ରସାରିତ ମନ୍ତ୍ରିମଣ୍ଡଳ । ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ମୋଟ ୧୫ ଜଣ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ କଲରାଜ ମିଶ୍ର । ଶପଥ ନେଇଥିବା ମୋଟ ୧୫ ମନ୍ତ୍ରୀଙ୍କ ମଧ୍ୟରୁ ୧୧ ଜଣ କ୍ୟାବିନେଟ ପାହ୍ୟାର ଥିବା ବେଳେ,…

ଏକାଠି ରିଲିଜ୍ ହେବ ୪ ହାଇ ବଜେଟ୍ ମୁଭି, କିଏ ମାରିବ ବାଜି ?

ମୁମ୍ବାଇ: ବହୁ କଳ୍ପନାଜଳ୍ପନା ପରେ ମିଷ୍ଟର୍ ପରଫେକ୍ସନିଷ୍ଟ ଅମିର ଖାନଙ୍କ ଫିଲ୍ମ ଲାଲ୍ ସିଂ ଚଢା ଆସନ୍ତା ବର୍ଷ ଅପ୍ରେଲ୍ ୧୪ରେ ରିଲିଜ୍ ହେବା ନେଇ ସ୍ଥିର ହୋଇଛି । ହେଲେ ଏହି ରିଲିଜ୍ ଡେଟ୍ ଆମିରଙ୍କୁ ସାମାନ୍ୟ ଚିନ୍ତାରେ ପକାଇଛି । କାହିଁକି ନା ଠିକ୍ ସେହି ଦିନ ଦୁଇଟି ସାଉଥ୍ ଫିଲ୍ମ ସହ…

କୋଟିଆ ପରେ ଦେଓମାଳି ଉପରେ ଆନ୍ଧ୍ରର ନଜର

କୋରାପୁଟ : କୋଟିଆ ପରେ ଦେଓମାଳି ଉପରେ ରହିଛି ଆନ୍ଧ୍ରର ନଜର । ଆନ୍ଧ୍ର ଅଧିକାରୀଙ୍କ ଏକ ଟିମ୍ କୋଟିଆ ଗସ୍ତ କରିବା ପରେ ଏଭଳି ସନ୍ଦେହ ଘନୀଭୂତ ହୋଇଛି । ବିଜୟନଗରମ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ, ପାର୍ବତୀପୁରମ ପିଏ ଆଇଟିଡିଏ, ସାଲୁର ମଣ୍ଡଳର ଅଧିକାରୀମାନେ କୋଟିଆ ଗସ୍ତ କରିଛନ୍ତି ।…

ଅଯୋଧ୍ୟାରେ ୧୦୦ କୋଟି ବ୍ୟୟରେ ନିର୍ମିତ ହେବ ଭଗବାନ ଆଦିନାଥଙ୍କ ମନ୍ଦିର

ଅଯୋଧ୍ୟା: ଭଗବାନ ଋଷଭ ଦେବଙ୍କ ଜନ୍ମସ୍ଥଳୀ ଅଯୋଧ୍ୟାରେ ୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଯାଉଛି ଭବ୍ୟ ଭଗବାନ ଆଦିନାଥଙ୍କ ମନ୍ଦିର । ଲକ୍ଷ୍ନୌର ଆର୍କିଟେକ୍ଟ ଏହାର ନକ୍ସା ପ୍ରସ୍ତୁତ କରି ସାରିଛନ୍ତି । ଭଗବାନ ଶ୍ରୀରାମ ମନ୍ଦିରଠାରୁ ଏକ କିଲୋମିଟର ଦୂରରେ ଏହା ନିର୍ମିତ ହେବ ବୋଲି…