Latest Odisha News

BREAKING NEWS

Yearly Archives

2021

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୧ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପ୍ରାଣ ହିଁ ଜଗନ୍ନାଥ। ବିଭିନ୍ନ ପ୍ରକାର ଶରୀର (ଦେହ )ମାନଙ୍କ ମଧ୍ୟରେ ଆତ୍ମା ନିତ୍ୟ ବସ୍ତୁ ହିସାବରେ ବିରାଜମାନ କରିଥାଏ । ଏହି ପ୍ରାଣ (ଆତ୍ମା), ଆମର ଜଡ଼ ଦେହକୁ ଜୀବନ ପ୍ରଦାନ କରି…

୫୬ତମ ପୋଲିସ ମହାନିର୍ଦ୍ଦେଶକ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆସନ୍ତା ୨୦ ଓ ୨୧ ତାରିଖରେ ଲକ୍ଷ୍ନୌରେ ଅନୁଷ୍ଠିତ ହେଉଛି ପୋଲିସ ମହାନିର୍ଦ୍ଦେଶକଙ୍କ ୫୬ତମ ସମ୍ମିଳନୀ । ଲକ୍ଷ୍ନୌର ପୋଲିସ ସଦର କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ ବିଭିନ୍ନ ପୋଲିସ ବାହିନୀର…

କରନ ଜୋହରଙ୍କ ପାଇଁ ଯୋଦ୍ଧା ସାଜିଲେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା

ମୁମ୍ବାଇ: ସବୁବେଳେ ଫ୍ୟାମିଲି ଡ୍ରାମା ଓ ଲଭ ରୋମାଣ୍ଟିକ୍ ମୁଭି ପ୍ରସ୍ତୁତ କରୁଥିବା କରନ ଜୋହର ଏବେ ଆକ୍ସନ୍ ମୁହାଁ ହୋଇଛନ୍ତି । ଆଗାମୀ ଦିନରେ ଖୁବଶୀଘ୍ର କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ ବ୍ୟାନର ତଳେ ରିଲିଜ ହେବାକୁ ଯାଉଛି ଆକ୍ସନ ପ୍ୟାକ୍‌ଡ ମୁଭି ୟୋଦ୍ଧା । କରନଙ୍କ ଫିଲ୍ମରେ ଯୋଦ୍ଧା…

ଭୁବନେଶ୍ବର ରେଳ ଷ୍ଟେସନରେ ଉଦ୍ଧାର କାର୍ଯ୍ୟର ମକ୍ ଡ୍ରିଲ୍

ଭୁବନେଶ୍ବର : ରେଳ ଷ୍ଟେସନରେ ଆତଙ୍କବାଦୀ ଆକ୍ରମଣ ହେଲେ କେମିତି ହେବ ମୁକାବିଲା ? କେମିତି ଲୋକଙ୍କୁ କରାଯିବ ଉଦ୍ଧାର ? ସେନେଇ ଭୁବନେଶ୍ବର ରେଳ ଷ୍ଟେସନରେ ମକ୍ ଡ୍ରିଲ କରିଛି ରେଳବାଇ ପୋଲିସ ଓ ଜିଆରପି । ଏଭଳି ଏକ କଠିନ ସମୟରେ କିଭଳି ଏହି ସ୍ଥିତିର ମୁକାବିଲା କରାଯିବ ସେନେଇ ଏକ କାଉଣ୍ଟର…

ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡମିଂଟନ: ଅଲିମ୍ପିକ ଚାମ୍ପିୟନକୁ ହରାଇଲେ ପ୍ରଣୟ

ନୂଆଦିଲ୍ଲୀ: ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟରେ ଭାରତର ଏଚଏସ ପ୍ରଣୟ ଅଲିମ୍ପିକ ଚାମ୍ପିୟନ ଡେନମାର୍କର ଭିକ୍ଟର ଆକ୍ସଲେସନଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିବା ସହ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରି କ୍ୱାର୍ଟରରେ ପ୍ରଣୟ ୧୪-୨୧, ୨୧-୧୯ ଓ ୨୧-୧୬ ପଂଏଟରେ…

[ଭିଡିଓ] ଜେସିବି ଚଢାଇ ମହିଳାଙ୍କୁ ହତ୍ୟା ଉଦ୍ୟମ

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଯେଉଁଥିରେ ଜେସିବି ଚାଳକ ଜଣେ ମହିଳାଙ୍କୁ ମାରିବାକୁ ଉଦ୍ୟମ କରିଥିଲା । ହେଲେ ସୌଭାଗ୍ୟବଶତଃ ମହିଳା ଜଣକ ବର୍ତ୍ତିଯାଇଥିଲେ । ତେବେ ପରେ ସେ ପ୍ରତି ଆକ୍ରମଣ କରିବାକୁ ପଛାଇନଥିଲେ । ରାଜସ୍ଥାନ ବର୍ମେରରୁ…

ଖଲୀଙ୍କୁ ନିର୍ବାଚନ ରଣାଙ୍ଗନରେ ଓହ୍ଲାଇବେ କି ଅରବିନ୍ଦ କେଜ୍ରିୱାଲ !

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ ୱାର୍ଲ୍ଡ ରେସଲିଂ ଏଂଟରଟେନମେଂଟ ଷ୍ଟାର ଦି ଗ୍ରେଟ ଖଲୀ (ଦିଲୀପ ସିଂ ରାଣା)ଙ୍କ ସାକ୍ଷାତ ରାଜନୀତି ମହଲକୁ ସରଗରମ କରିଛି । ଖଲୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକଳାପକୁ ପ୍ରଶଂସା କରିଛନ୍ତି ।…

୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଗିରଫ

ମୋହନା : ବିପୁଳ ପରିମାଣର ଗଞ୍ଜେଇ ଜବତ । ଗଜପତି ଜିଲ୍ଲା ଅଡବା ଓ ମୋହନା ପୋଲିସ ପକ୍ଷରୁ ଚଢ଼ଉ କରାଯାଇ ଗାଡି ସହ ୪ କୁଇଣ୍ଟାଲ ୫୦ କେଜି ଗଞ୍ଜେଇ ଜବତ କରାଯାଇଛି । ଗୁରୁବାର ଅଡବା ପୋଲିସ ଡୁମିଗୁଡା ଅଞ୍ଚଳରେ ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ଏକ ବୋଲେରୋ ଗାଡିକୁ ପୋଲିସ ଯାଞ୍ଚ କରିଥିଲା…

୫ଟି ଜିଲ୍ଲାର ୧୫୮ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ଜାରି ରହିଛି ସ୍କୁଲ ରୂପାନ୍ତର ପର୍ବ । 5T ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ଚତୁର୍ଥ ଦିବସରେ ୫ଟି ଜିଲ୍ଲାର ୧୫୮ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମାଲକାନଗିରିର ୬ଟି ସ୍କୁଲ, ଝାରସୁଗୁଡାର ୨୫ଟି, କଳାହାଣ୍ଡିର…

ପୋଲିସ ପଞ୍ଝାରେ ନକଲି ଡାକ୍ତର ,ବ୍ୟାଙ୍କରୁ ଋଣ ନେଇ ଧରାପଡିଲେ

କଟକ : ପୋଲିସ ହାତରେ ଧରାପଡିଲା ହାଇ ପ୍ରୋଫାଇଲ ଠକ । କଟକ ବାଦାମବାଡି ଅଞ୍ଚଳରୁ ଏହି ଠକକୁ ଗିରଫ କରିଛି ପୋଲିସ । ନିଜକୁ ଡାକ୍ତର କହି ଏହି ଠକ ଜଣକ ବିଭିନ୍ନ ବ୍ୟାଙ୍କରୁ କାର ଲୋନ ନେଇଥିଲେ ବୋଲି ଜଣାପଡିଛି । ଗିରଫ ହୋଇଥିବା ଅଭିଯୁକ୍ତ କଟକ ଗୋପାଳପୁର ଅଞ୍ଚଳର ସିଦ୍ଧାନ୍ତ ସାର୍ଥକ ।…