Latest Odisha News

BREAKING NEWS

Yearly Archives

2021

କମିଶନରେଟ ପୋଲିସ ରିମାଣ୍ଡରେ କେବିଏନ୍ ଗ୍ରୁପର ୫ ସଦସ୍ୟ

ଭୁବନେଶ୍ୱର: ଭୁବନେଶ୍ୱରରୁ କେବିଏନ୍ ଗ୍ରୁପର ଗିରଫ ୫ ଜଣଙ୍କୁ ରିମାଣ୍ଡରେ ନେଲା କମିଶନରେଟ ପୋଲିସ । କୋର୍ଟଙ୍କ ଅନୁମତି ପରେ କଡ଼ା ସୁରକ୍ଷାରେ ସେମାନଙ୍କୁ ଝାରପଡ଼ା ଜେଲରୁ ଆଣିଲା ନୟାପଲ୍ଲୀ ଥାନା ପୋଲିସ । ୫ ଅଭିଯୁକ୍ତ ହେଲେ ରାଜେଶ ବେହେରା, ସୁମନ ପରିଡ଼ା, ରାହୁଲ ଜେନା, ସନାତନ ବେହେରା ଓ…

ଦୁନିଆର ୧୦ ପ୍ରଦୂଷିତ ସହର ମଧ୍ୟରେ ଭାରତର ଏହି ୩ ସହର ସାମିଲ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣର ସ୍ତର ବଢିବାରେ ଲାଗିଛି। ଯାହା ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତିକୁ ନେଇ ଚିନ୍ତା ବଢାଇଛି। ଲୋକମାନେ ଘରେ ରହିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ପ୍ରଦୂଷଣ ବର୍ତ୍ତମାନ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି।…

ଚିନ୍ତା ବଢାଇଲାଣି ନୋରୋ ଭାଇରସ୍‌; କେରଳରେ ୧୩ଟି ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଚିନ୍ତା ବଢାଇଲାଣି ନୋରୋ ଭାଇରସ୍‌। ୱାୟାନାଡ ଜିଲ୍ଲାରେ ନୋରୋଭାଇରସ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ କେରଳ ସରକାର ଆହୁରି ସଜାଗ ହୋଇଛନ୍ତି। ଏହି ଭାଇରସରେ ଆକ୍ରାନ୍ତ ହେଉଥିବା ଲୋକମାନଙ୍କଠାରେ ବାନ୍ତି ଏବଂ ଝାଡା ଭଳି ଲକ୍ଷଣ ଦେଖାଯାଉଥିବା ରିପୋର୍ଟ ମିଳିଛି। ଏଥିପ୍ରତି…

ବାତ୍ୟା ପ୍ରବଣ କେନ୍ଦ୍ରାପଡ଼ାରେ ବିଦ୍ୟୁତ ବଣ୍ଟନ ନେଟଓ୍ୱର୍କକୁ ସୁଦୃଢ଼ ପାଇଁ TPCODLର ବିପର୍ଯ୍ୟୟ ପ୍ରତିରୋଧୀ…

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଅଂଚଳରେ ବିଦ୍ୟୁତ ବଣ୍ଟନ ନେଟଓ୍ୱର୍କକୁ ସୁଦୃଢ଼ କରିବାର ପଦକ୍ଷେପ । ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ପୁରୁଣା ଭିତ୍ତିଭୂମିରେ ଉନ୍ନତୀକରଣ ଲାଗି ବିଭିନ୍ନ…

ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ ଗିରଫ

ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ଼ ଜିଲ୍ଲା ଗସ୍ତ ପୂର୍ବରୁ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ ଗିରଫ । ତାଙ୍କୁ ଭଟଲି ଘରୁ ଗିରଫ କରିଛି ପୋଲିସ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବିରୋଧ ପ୍ରଦର୍ଶନ କରିବା ଆଶଙ୍କା ଥିବାରୁ ତାଙ୍କୁ ଆଗୁଆ ଗିରଫ…

BSKY ସ୍ମାର୍ଟ ହେଲଥ କାର୍ଡ ପାଇବ ବରଗଡ଼, ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ବରଗଡ଼: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ପାଇବେ ବରଗଡ଼ ବାସିନ୍ଦା । ଆଜି ବିଜେପୁରରୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ବିଜେପୁର ଷ୍ଟାଡିୟମରେ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ଆୟୋଜନ କରାଯାଇଛି ।…

ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷୁଛି, ୧୧ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ଆଣ୍ଡାମାନ ସାଗରରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର । ଲୋ ପ୍ରେସର ଏରିଆ ଉତ୍ତର ତାମିଲନାଡୁ ଓ ସଂଲଗ୍ନ ଅଞ୍ଚଳରେ ରହିଛି । ଏହି ଲଘୁଚାପ ସହ ଜଡ଼ିତ ଘୂର୍ଣ୍ଣିବଳୟ ମଧ୍ୟ ଦେଇ ଏକ ଟ୍ରଫ୍‌ଲାଇନ୍‌ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରୁ ଉତ୍ତର ଉପକୂଳ ଓଡ଼ିଶା ପର୍ୟ୍ୟନ୍ତ ଲମ୍ବିଛି । ଏହା…

ଉନ୍ମୋଚିତ ହେଲା ‘ଭୋକ’ର ସଙ୍ଗୀତ ଓ ପୋଷ୍ଟର

ଭୁବନେଶ୍ୱର : ଜ୍ୟୋତି ପ୍ରଡକସନ ଆନୁକୂଲ୍ୟରେ ନିର୍ମିତ ଚଳଚ୍ଚିତ୍ର ଭୋକର ସଙ୍ଗୀତ ଓ ପୋଷ୍ଟର , ସ୍ଥାନୀୟ ପାନ୍ଥନିବାସର ସମ୍ମିଳନୀ କକ୍ଷରେ ଉନ୍ମୋଚିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ , ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ମୁଖ୍ୟ ଅତିଥି ଭାବରେ ଯୋଗ…

ଅନୁବାଦ କବିତା : ଅବନୀ ଘରେ ଅଛ?

ମୂଳ ବଙ୍ଗଳା: ଶକ୍ତି ଚଟ୍ଟୋପାଧ୍ୟାୟ  ଅବନୀ ଘରେ ଅଛ? ଅବନୀ ଘରେ ଅଛ? କବାଟ କିଳି ଶୋଇପଡ଼ିଛି ସାରା ପଡ଼ା କେବଳ ଶୁଣେ ରାତିରେ କଡ଼ା ଖଡ଼ଖଡ଼ ‘ଅବନୀ ଘରେ ଅଛ?’ ବର୍ଷା ହୁଏ ଏଠି ବାରମାସ ଏଠି ମେଘ ଗାଈପରି ଚରେ ପରାଙ୍ମୁଖ ସବୁଜ ନାଲିଘାସ ଦୁଆର ଚାପି ଧରେ- ‘ଅବନୀ ଘରେ ଅଛ?’ ଭଗ୍ନ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୯୬)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯୬ ମିସେସ ଧରମହାପାତ୍ର ଭଲ ଆଡକୁ ଯାଉଥିଲେ। ଏମିତି ସମୟରେ ଜବାକୁ ସେଠାରୁ ନଆଣିଥିଲେ ବହୁତ ଭଲ ହୋଇଥାନ୍ତା ... ହାତରେ ଥାଏ କଣ ସବୁ...ଭାବନା ସତ ହବ। ମୁଁ କଣ କରିପାରିବି ଆଉ।ଜବାର ମାଆ ଡାକ, ସେବା ଶୁଶ୍ରୂଷା ..ବୋହୂ…