Latest Odisha News

BREAKING NEWS

Yearly Archives

2021

ଆଜି ୧୪୩ଟି ସ୍ମାର୍ଟ ବିଦ୍ୟାଳୟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୫ଟି ଏବଂ ମୋ ସରକାରଙ୍କ ଅଧୀନରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ୬୭ଟି ସରକାରୀ ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟ ଶେଷ ହୋଇଛି। ବଦଳିଛି ସରକାରୀ ହାଇସ୍କୁଲର ରୂପରେଖ। ହାଇଟେକ ହେଉଛି ହାଇସ୍କୁଲ ଓ ନୂଆ ରୂପ ନେଇଛି ଶ୍ରେଣୀ ଗୃହ। ଆଜି…

ପିଟିଦେଲା ଅଜଣା ଗାଡ଼ି: ସାନ ଭାଇ ମୃତ, ବଡ଼ ଭାଇ ଗୁରୁତର

ଖଡ଼ିଆଳ: ଦୁର୍ଘଟଣା ନେଲା ସାନ ଭାଇର ଜୀବନ । ବଡ଼ ଭାଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ସାନ ବୁହେଲ ଛକରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଲେ ଲଛିପୁର ଗାଁର କୁନାଲ ଦୀପ । ତାଙ୍କ ବଡ଼ ଭାଇ ଗୋବିନ୍ଦ ଦୀପ ଗୁରୁତର ଅଛନ୍ତି ।…

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଟଙ୍କା ଲୁଟ୍

ବାରିପଦା: ତେଲ ପକାଇବା ବାହାନାରେ ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଲୁଟ୍ । ମୟୂରଭଞ୍ ଜିଲ୍ଲା ବୈଶିଙ୍ଗା ଥାନା ମାଣତ୍ରୀ ପେଟ୍ରୋଲ ପମ୍ପରୁ ବିଳମ୍ବିତ ରାତିରେ ଏହି ଲୁଟ୍ ହୋଇଛି । କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୪୦ ହଜାରରୁ ଅଧିକ ଟଙ୍କା ଧରି ଛୁ ମାରିଛନ୍ତି ଦୁଇ ଜଣ ଦୁର୍ବୃତ୍ତ ।…

ବଙ୍ଗୋପସାଗରରେ ଅବପାତ: ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଅବପାତ ସକ୍ରିୟ ରହିଛି । ଏହା ଆଜି ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ । ଏହାର ପ୍ରଭାବରେ ତାମିଲନାଡୁ ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ତାମିଲାନଡୁର ୫ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ…

ବାଘ ଛାଲ ଡିଲ୍ ବେଳେ ମାଡ଼ି ବସିଲା ବନ ବିଭାଗ, ୨ ଗିରଫ

ଦେବଗଡ଼: ବାଘଛାଲ ବିକ୍ରି ପାଇଁ ଡିଲ ହେଉଥିବା ବେଳେ ବନ ବିଭାଗର ଚଢଉ । ଦେବଗଡ଼ ବନଖଣ୍ଡ ରିଆମାଳ ଫରେଷ୍ଟରେଞ୍ଜ ବ୍ରାହ୍ମଣିପାଲ ଗାଁ ନିକଟରୁ ବାଘ ଛାଲ ଜବତ ହୋଇଛି । କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ଡିଲ ଚାଲିଥିବା ବେଳେ ବନ ବିଭାଗ ଚଢଉ କରିଥିଲା । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ…

T20 ବିଶ୍ୱକପ୍: ଇଂଲଣ୍ଡକୁ ୫ ଓ୍ୱିକେଟରେ ହରାଇ ଫାଇନାଲରେ ନ୍ୟୁଜିଲାଣ୍ଡ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଟି-ଟ୍ୱେଣ୍ଟି ବିଶ୍ୱକପର ପ୍ରଥମ ଫାଇନାଲିଷ୍ଟ ହୋଇଛି ନ୍ୟୁଜିଲାଣ୍ଡ । ପ୍ରଥମ ସେମି ଫାଇନାଲରେ ଇଂଲଣ୍ଡକୁ ୫ ଓ୍ୱିକେଟରେ ପରାସ୍ତ କରି ଫାଇନାଲ୍ ଟିକେଟ ହାତେଇଛି କିଓ୍ୱି ବାହିନୀ । ରୋମାଞ୍ଚକର ମୁକାବିଲାରେ ହାରିବାକୁ ଥିବା ମ୍ୟାଚର ଶେଷ ଓଭରରେ ବାଜି…

କୁକୁର ଚରା

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ …… ପଡୋଶୀଙ୍କ ଘରେ କେବଳ ତାଙ୍କର ସ୍କୁଲ ପଢୁଆ ସାନ ପୁଅ ବ୍ୟତୀତ ବାକି ସମସ୍ତେ ଏକା ସାଙ୍ଗରେ କୋଭିଡ ଆକ୍ରାନ୍ତ ଜଣା ପଡିବା ପରେ ନିଜ ସ୍ୱାସ୍ଥ୍ୟକୁକୁ ନେଇ ଯେତିକି ନୁହେଁ, ସେମାନେ ତା'ଠୁ ଅଧିକ ବିଚଳିତ ହୋଇ ଉଠିଥିଲେ ପୋଷା କୁକୁରକୁ…

ଅନୁବାଦ କବିତା : ମୋ ସଙ୍ଗୀତ

ମୂଳ ରଚନା : ଗ୍ରାବ୍ରିଏଲା ମିସ୍ରାଲ ବ୍ୟଥିତ ଶିଶୁଙ୍କ ପାଇଁ ମୁଁ ଯେଉଁ ଗୀତ ଗାଇଛି ଆଜିଥରେ ଦୟାକରି ମୋ ପାଇଁ ସେଇ ଗୀତ ଗାଅ । ଗୁଣୁ ଗୁଣୁ ହୋଇ ତୁମ ଲାଗି ଯେ ଗୀତ ଗାଇଛି ହେ ବେଦନାକ୍ତ ଶିଶୁଗଣ ମୋ ପାଇଁ ଆଜି ସେଇ ଗୀତ ଗାଅ । ମୁଁ ବି ଆଜି ଆହତ । ଏ ନିଷ୍ଠୁର ଆଲୋକ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୯୪)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯୪ ଲତା ଗୁଡେଇଗଲାକି ଗଛ ଦେହରେ.. । ଆଉଜି ପଡିଲେ କେତେ ସୁନ୍ଦର ଆଣ୍ଟି। ଭରସି ପଚାରି ପାରିବିନି କିଛି, ଖାଲି ଅନୁଭବକଲି ସେ ଯେମିତି ଆପଣେଇବାକୁ ଚେଷ୍ଟିତ ...। ମାଆ ଗାଉଥିବା ମଧୁରାଷ୍ଟକମ୍ ଆପେ ଆପେ ଝରିଗଲା...।…

ଅନୁଗୁଳ ଓ ଢେଙ୍କାନାଳରେ ଶିଳ୍ପାୟନ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

ଅନୁଗୁଳ : ଅନୁଗୁଳ ଓ ଢେଙ୍କାନାଳରେ ଶିଳ୍ପାୟନ ନେଇ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ । ଉଭୟ ଜିଲ୍ଲାରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଉଭୟ ଜିଲ୍ଲାରେ ଚାଷ ଓ ଶିଳ୍ପ ପାଇଁ ଅନେକ ସମ୍ଭାବନା…