Latest Odisha News

BREAKING NEWS

Yearly Archives

2021

ଆର୍ୟନଙ୍କ ବେଲ୍ ଅପେକ୍ଷା ସରୁନି: ଆଜି ତୃତୀୟ ଦିନରେ ବମ୍ବେ ହାଇକୋର୍ଟରେ ଶୁଣାଣି

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ କେସରେ ଆର୍ୟନ ଖାନକୁ କେବେ ମିଳିବ ବେଲ୍ ? ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ଭଳି ଦିନ ଗଡୁଛି । ବମ୍ବେ ହାଇକୋର୍ଟ କଣ ନିଷ୍ପତ୍ତି ଶୁଣାଇବେ ତାଉପରେ ନଜର ରହିଛି । ଆଜି ତୃତୀୟ ଦିନ ପାଇଁ ଆର୍ୟନଙ୍କ ବେଲ୍ ଉପରେ ଶୁଣାଣି ହେବ । ଆଜି ପକ୍ଷ ରଖିବ ଏନସିବି । ଦୁଇ ଦିନ ହେବ…

ଆର୍ୟନ ଡ୍ରଗ୍ସ କେସର ସାକ୍ଷୀ କିରଣ ଗୋସାବୀ ଗିରଫ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ କେସରେ ନୂଆ ଟ୍ୱିଷ୍ଟ । କିଙ୍ଗ ଖାନ୍ ଶାହାରୁଖଙ୍କ ପୁଅ ଆର୍ୟନ ଖାନ୍ ଗିରଫ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ସାକ୍ଷୀ କିରଣ ଗୋସାବୀ ଗିରଫ । ତାଙ୍କୁ ଗିରଫ କରିଛି ପୁଣେ ପୋଲିସ । ଗତକାଲି ରାତିରେ ତାକୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି ।…

ମହାରାଷ୍ଟ୍ରରେ ସଡ଼କ ଦୁର୍ଘଟଣା: ପଛକୁ ପଛ ଧକ୍କା ହେଲେ ୭ରୁ ୮ଗାଡ଼ି, ୩ମୃତ

ମୁମ୍ବାଇ: ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମହାରାଷ୍ଟ୍ର ଧୁଲେରେ ଘଟିଛି ଏହିଭଳି ଅଭାବନୀୟ ଘଟଣା। ୭ରୁ ୮ ଗାଡ଼ି ପଛକୁ ପଛ ଧକ୍କା ହୋଇ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ମହାରାଷ୍ଟ୍ର ଦେଇ ଯାଇଥିବା ମୁମ୍ବାଇ-ଆଗ୍ରା ଜାତୀୟ ରାଜପଥ ଧୁଲେ…

ନୂଆପଡ଼ା ଓ ସୁବର୍ଣ୍ଣପୁର ଜିଲ୍ଲାରେ ବିଜେପିର ୧୨ ଘଣ୍ଟିଆ ବନ୍ଦ ପାଳନ

ନୂଆପଡ଼ା/ସୋନପୁର: ମମିତା ମେହେର ହତ୍ୟାକାଣ୍ଡକୁ ନେଇ ବଢୁଛି ପ୍ରତିବାଦ । ବିଜେପି ପକ୍ଷରୁ ଆଜି ନୂଆପଡ଼ା ଓ ସୁବର୍ଣ୍ଣପୁର ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ କରାଯାଉଛି । ସକାଳୁ ସକାଳୁ ବିଜେପି ନେତା ଓ କର୍ମୀ ଆନ୍ଦୋଳନକୁ…

ବେଳହୁଁ ସାବଧାନ

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ ……  ନିକଟରେ ଘଟିଥିବା ମୁମ୍ବାଇ ଅବିଘ୍ନ ପାର୍କ ସୋସାଇଟି ଅଗ୍ନିକାଣ୍ଡ ବେଳେ ସୁଉଚ୍ଚ ଅଟ୍ଟାଳିକାର ଉଣେଇଶ ତମ ମହଲାରୁ ଜଣେ ବ୍ୟକ୍ତି ନିଜ ଜୀବନ ବଞ୍ଚାଇବା ପାଇଁ ଆପ୍ରାଣ ଚେଷ୍ଟା କରୁଥିବା ବେଳେ ତଳେ ଖସି ପଡି ପ୍ରାଣ ହରାଇବାର ଦୃଶ୍ୟ…

ଅନୁବାଦ କବିତା : ଗିଟର

ମୂଳ ରଚନା : ଫ୍ରେଡେରିକା ଗାର୍ସିଆ ଲୋରକା ଗିଟର କାନ୍ଦିବାକୁ ଆରମ୍ଭ କଲା । ସଦ୍ୟ ସକାଳରେ ପିଉଥିବା କପଗୁଡ଼ିକ ଭାଙ୍ଗି ଚୁର୍ଣ୍ଣ ବିଚୂର୍ଣ୍ଣ ହୋଇଗଲେ। ଗିଟର କାନ୍ଦିବାକୁ ଆରମ୍ଭ କଲା ତୁମେ ତାକୁ ବନ୍ଦ କରି ପାରିବ ନାହିଁ । ତାକୁ ଚୁପ କରିବା ଅସମ୍ଭବ ପାଣି ବା ବରଫ ଉପର ଦେଇ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୮୦ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୯ ପାଦ ଘୋଷାରି ଚାଲୁଥିଲି କି, ଘୋଷାରି ହୋଇ ବାହାରି ଯାଉଥିଲି କେଜାଣି।ମୁକ୍ତିକାମୀ  ଖୋଜେ ମୁକ୍ତି  ତା'ର ପ୍ରତି ବାତାୟନ ଦ୍ବାରେ...କହୁଥିଲି ମନକୁ ମନ ।ପଛକୁ ଟାଣେ ତାହାହେଲେ କିଏ ...କିଏ ମ ପିଠିରେ  ହାତମାରି …

ସାଇ ଇଣ୍ଟରନ୍ୟାସନାଲ ସ୍କୁଲକୁ ମିଳିଲା ସ୍କୁଲ ଅଫ୍ ଏମିନେନ୍ସ ଆଓ୍ବାର୍ଡ

ଭୁବନେଶ୍ବର : ସାଇ ଇଣ୍ଟରନ୍ୟାସନାଲ ସ୍କୁଲକୁ ମିଳିଛି ସ୍କୁଲ ଅଫ୍ ଏମିନେନ୍ସ ଆଓ୍ବାର୍ଡ । ଏଜୁକେଶନ ଓ୍ବାର୍ଲଡର ଏ++ ସର୍ବୋଚ୍ଚ ସମ୍ମାନ ‘ସ୍କୁଲ ଅଫ୍ ଏମିନେନ୍ସ ଆଓ୍ବାର୍ଡ ୨୦୨୧-୨୨ ସାଇ ଇଣ୍ଟରନ୍ୟାସନାଲ ସ୍କୁଲକୁ ପ୍ରଦାନ କରାଯାଇଛି । ଦେଶର କୋଣ ଅନୁକୋଣରୁ ୭୧୬ଟି ସ୍କୁଲ ଏହି…

ଅଗ୍ନି-୫ ମିସାଇଲର ସଫଳ ଉତକ୍ଷେପଣ, ଚୀନ-ପାକିସ୍ତାନକୁ ସତର୍କଘଣ୍ଟି

ଭଦ୍ରକ: ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଭାରତକୁ ବଡ଼ ସଫଳତା। ବାଲିଷ୍ଟିକ ମିସାଇଲ ଅଗ୍ନି ୫ର ଆଜି ସଫଳ ପରୀକ୍ଷଣ ହୋଇଛି। ଭଦ୍ରକ ଜିଲ୍ଲା ଧାମରା ଅବଦୁଲ କଲାମ ଦ୍ୱୀପର ୪ ନମ୍ବର ଲଞ୍ଚ ପ୍ୟାଡରୁ ସନ୍ଧ୍ୟା ୭ତ ୫୦ ମିନିଟରେ ଏହାର ଉତକ୍ଷେପଣ କରାଯାଇଥିଲା। ଭାରତୀୟ ପ୍ରତିରକ୍ଷା ଓ ଗବେଷଣା…

ବିପ୍ଲବଙ୍କ ଚମତ୍କାର ଶତକ, କଳାହାଣ୍ଡି କପ ଟାଇଟଲ ଜିତିଲା କଟକ ଏ

କଟକ: ବିପ୍ଲବ ସାମନ୍ତରାୟଙ୍କ ଚମତ୍କାର ଶତକ ସହାୟତାରେ ରେଭେନ୍ସା ୟୁନିଭରସିଟି ଗ୍ରାଉଣ୍ଡରେ ଅନୁଷ୍ଠିତ କଳାହାଣ୍ଡି କପ କ୍ରିକେଟ ଫାଇନାଲରେ ଇଷ୍ଟକୋଷ୍ଟ ରେଲୱେକୁ ପରାସ୍ତ କରି ଟାଇଟଲ ହାସଲ କରିଛି କଟକ ଏ । ୨ ଦିନିକିଆ ଏହି ମ୍ୟାଚରେ ଟସ ଜିତି କଟକ ଏ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି…