Latest Odisha News

BREAKING NEWS

Yearly Archives

2021

ହାଇକୋର୍ଟ ଗଲା ମମିତା ହତ୍ୟା ମାମଲା ,ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ସହ ସିବିଆଇ ତଦନ୍ତ ଦାବି

କଟକ:ଓଡ଼ିଶା ହାଇକୋର୍ଟରେ ପହଁଚିଲା ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା। ଘଟଣାରେ ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ମାମଲା ରୁଜୁ କଲା ଭାରତୀୟ ବିକାଶ ପରିଷଦ। ସିବିଆଇ କିମ୍ବା ଅନ୍ୟ କୌଣସି ସ୍ୱାଧିନ ତଦନ୍ତ କାରୀ ସଂସ୍ଥା ଦ୍ୱାରା ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ…

ଜୋର ଧରିଲା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି

ଭଦ୍ରକ:ଭଦ୍ରକରେ ଜୋର ଧରିଲା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି। କଳାହାଣ୍ଡି ଜିଲ୍ଲା ମହାଲିଙ୍ଗି ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ କୁଶପୁତ୍ତଳିକା ଦାହ କଲା ଭଦ୍ରକ ବିଜେପି ମହିଳା ମୋର୍ଚ୍ଚା। ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ପ୍ରଥମେ ଅପହରଣ…

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ

କଟକ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ । ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ। ତଦନ୍ତରେ ସହଯୋଗ କରିବା ଓ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ । ତେବେ ନିମ୍ନ ଅଦାଲତ ଜାମିନର ସର୍ତ୍ତ ଧାର୍ଯ୍ୟ କରିବେ ବୋଲି କୋର୍ଟ…

[ଭିଡ଼ିଓ ] ଗୁଣି ସନ୍ଦେହରେ ହତ୍ୟା ମାମଲା, ୯ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ରାୟଗଡା : ରାୟଗଡ଼ାରେ ଗୁଣିଆ ସନ୍ଦେହରେ ହତ୍ୟା ମାମଲା । ଗୁଣି ଗାରେଡି ସନ୍ଦେହ କରି ୩ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣାରେ ସମ୍ପୃକ୍ତି ନେଇ ୯ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଜିଲ୍ଲା ଦୌରାଜଜ୍ । ଏବେ ବି ସେହି ୯ଜଣଙ୍କର ଫାଶୀ ଦଣ୍ଡାଦେଶ କାଏମ ରହିଛି। ରାୟଗଡା…

ଆଜିଠୁ ଏକାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ, ସ୍କୁଲ ଆସିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: କରୋନା ମହାମାରୀ ଭିତରେ ଆଜିଠୁ ଆରମ୍ଭ ହେଲା ଏକାଦଶ ଶ୍ରେଣୀ ପାଠପଢ଼ା । ୧୮ମାସ ପରେ ସ୍କୁଲ ଆସିଲେ ଛାତ୍ରଛାତ୍ରୀ। କୋଭିଡ଼ କଟକଣାରେ ସକାଳ ୧୦ଟାରୁ ଦିନ ୧ଟା ୩୦ ଯାଏଁ ପାଠପଢ଼ା ହୋଇଥିଲା। ଶ୍ରେଣୀ ଗୃହରେ ଚୌକି, ବେଞ୍ଚ, ଲାଇବ୍ରେରୀ, ଲାବ୍ରୋଟୋରୀ, ଶୌଚାଳୟ ଆଦିକୁ ବିଶୋଧନ…

ମୟୂରଭଞ୍ଜରେ ପୋଲିସ ସହିଦ ଦିବସ ପାଳିତ

ମୟୂରଭଞ୍ଜ : ଆଜି ପୋଲିସ ସହିଦ ଦିବସ । ୬୨ ତମ ଓଡ଼ିଶା ପୋଲିସ ସହିଦ ଦିବସ ମୟୂରଭଞ୍ଜ ଜିଲ୍ଲା ପୋଲିସ ପକ୍ଷରୁ ସ୍ଥାନୀୟ ରିଜର୍ଭ ପୋଲିସ ପଡ଼ିଆଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍କୃତି ପ୍ୟାରେଡ ସମାରୋହର ଆୟୋଜନ ହୋଇଥିବା ବେଳେ ସହିଦଙ୍କ ଅମର ଆତ୍ମାର ସତଗତି ପାଇଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ…

ଅଷ୍ଟ୍ରେଲିଆର ହ୍ୟାରିସନ ଗୋଟିଏ ଓଭରରେ ମାରିଲେ ୮ ଛକା

ସିଡନୀ: କ୍ରିକେଟରେ ଗୋଟିଏ ଓଭରରେ ୬ଟି ଛକା କେତେଜଣ ବ୍ୟାଟ୍ସମ୍ୟାନ ମାରି ସାରିଛନ୍ତି । ତେବେ ଗୋଟିଏ ଓଭରରେ ୮ଟି ଛକା ମାରି ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି ଅଷ୍ଟ୍ରେଲିଆର ସ୍ୟାମ ହ୍ୟାରିସନ । ଏକ କ୍ଲବ କ୍ରିକେଟ ମୁକାବିଲାରେ ସୋରାଂଟା ଡନକ୍ରେଗ ସିନିୟର ଟିମ ପକ୍ଷରୁ ଖେଳୁଥିବା…

ଶାହାରୁଖ, ଅନନ୍ୟାଙ୍କ ଘରେ ଏନସିବି ଚଢ଼ାଉ

ମୁମ୍ବାଇ: ନାର୍କୋଟିସ କଂଟ୍ରୋଲ ବ୍ୟୁରୋ (ଏନସିବି) ଆଜି ବଲିଉଡ ଅଭିନେତା ଶାହାରୁଖ ଖାଁ ଓ ଅନନ୍ୟା ପାଣ୍ଡେଙ୍କ ଘରେ ଚଢ଼ାଉ କରିଛି । ଏହା ପରେ ଅପରାହ୍ନ ୨ଟା ବେଳେ ଏନସିବି ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟାଙ୍କୁ ପଚରାଉଚରା ପାଇଁ ଡକାଇଛି । ସୂଚନାଯୋଗ୍ୟ, ବୁଧବାର ଡ୍ରଗ୍ସ କେସରେ ଜାମିନ ଅବେଦନ…

୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ: କୋରାପୁଟ ପୁଲିସକୁ ମିଳିଲା ବଡ଼ ସଫଳତା । ପୁଣି ଜବତ ହୋଇଛି ଗଞ୍ଜେଇ ।  ପୋଲିସ ଖଡାପୁଟ ଗ୍ରାମ ନିକଟ ଜଲାପୁଟ ଜଳଭଣ୍ଡାର ନିକଟରେ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ପ୍ରସ୍ତୁତ ହେଉଥିବା ଖବର ପାଇ ଚଢାଉ କରି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି । ଅନ୍ଧାରର ସୁଯୋଗ ନେଇ…

୩୨୪ବୋତଲ କୋଡ଼ିନ ମିଶ୍ରିତ କଫ୍ ସିରଫ ଜବତ

ବରଗଡ଼: ବିପୁଳ ପରିମାଣରେ କୋଡ଼ିନ ମିଶ୍ରିତ କଫ୍ ସିରଫ ଜବତ। ବରଗଡ଼ ଜିଲ୍ଲା ଅମ୍ବାଭନା ବ୍ଲକ ଭୁକ୍ତା ଅଞ୍ଚଳରୁ ୩୨୪ବୋତଲ କୋଡ଼ିନ ମିଶ୍ରିତ କଫ୍ ସିରଫ ଜବତ ହୋଇଛିି। ଅବକାରୀ ଗୁଇନ୍ଦା ସଂସ୍ଥା, ସମ୍ବଲପୁର ଓ ଭଟଲି ଅବକାରୀ ବିଭାଗ ମିଳିତଭାବେ ଚଢ଼ାଉ କରିଥିଲେ। କୌଣସି ସୂତ୍ରରୁ ଖବର ମିଳିବା ପରେ…