Latest Odisha News

BREAKING NEWS

Yearly Archives

2021

ଏନକାଉଣ୍ଟରରେ ଟଳିଲେ ୨ ଆତଙ୍କୀ

କଶ୍ମୀର: ଜମ୍ମୁ କଶ୍ମୀରର ସୋପିଆନରେ ଏନକାଉଣ୍ଟର । ସୁରକ୍ଷାକର୍ମୀ ଗୁଳିରେ ଟଳିଲେ ଦୁଇ ଜଣ ଆତଙ୍କବାଦୀ । ସୋପିଆନର ଚୌଗାମ୍ ଅଞ୍ଚଳରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ବେଶ୍ କିଛି ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଚାଲିଥିଲା ଗୁଳି ବିନିମୟ । ନିହତ ଦୁଇ ଆତଙ୍କୀଙ୍କ ପରିଚୟ…

ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୧୫, ସୁସ୍ଥ ହେଲେଣି ୧୧୫

ନୂଆଦିଲ୍ଲୀ: ଦେଶରେ ମାଡୁଛି ଓମିକ୍ରନ୍ । ସଂକ୍ରମିତଙ୍କ ସଂଖ୍ୟା ବଢଛି । ବର୍ତ୍ତମାନ ସୁଦ୍ଧା ୧୭ ରାଜ୍ୟରୁ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେଲେଣି । ଦେଶରେ ନୂଆ ଭାରିଆଣ୍ଟ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ୪୧୫କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା…

ଓମିକ୍ରନ୍‌ ଭୟ; କଡାକଡି ହେଲା କଟକଣା; ଟିକାକରଣ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ରାଜ୍ୟରେ ବଢୁଥିବା କୋଭିଡ-୧୯ ମାମଲାକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର ଟିକାକରଣକୁ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ବ୍ୟତୀତ ରାତ୍ରି କର୍ଫ୍ୟୁ ଏବଂ ମାସ୍କିଂ ନିୟମକୁ କଡାକଡି ପାଳନ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି। ୧୬୨ ଦିନ ପରେ,…

କଟକଣା ଭିତରେ ପାଳିତ ହେଉଛି ବଡ଼ଦିନ

ନୂଆଦିଲ୍ଲୀ: ଆଜି ବଡ଼ଦିନ। ଧରାପୃଷ୍ଠରେ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ। ତେବେ ଏଥର ପୂର୍ବପରି ଆଡମ୍ବର ସହ ଖ୍ରୀଷ୍ଟମାସ ପର୍ବ ପାଳନ କରାଯାଉନଥିବା ଜଣାପଡ଼ିଛି। ଓମିକ୍ରନ୍‌ ଭୟ ମଧ୍ୟରେ ସମଗ୍ର ବିଶ୍ବରେ କଡା କଟକଣା ଭିତରେ ପାଳନ ହେଉଛି ଖ୍ରୀଷ୍ଟମାସ ପର୍ବ। କେତେକ ସ୍ଥାନରେ ଥିବା…

କୁଳାଙ୍ଗାର ଉବାଚ : ଈଶ୍ୱରଙ୍କ ପାଇଁ ଏକତରଫା କବିତା

ଦେବାଳୟରେ କାହିଁକି କେବଳ ପୁରୁଷ ପୂଜକ ମହିଳା ଜଣେ ବି ନାହାନ୍ତି ? କାରଣ , ଈଶ୍ୱର କେବଳ ଭକ୍ତର ଆଖିରେ ନିଜ ଆକର୍ଷଣ ଚାହାନ୍ତି! ସବୁ ପ୍ରସାଦ ମଧୁର କୋଉଟା ବି ରାଗ କଷା କି ପିତା ନୁହେଁ; ଖାନାପିନାରୁ ଲାଗେ ଇଶ୍ବର ସବୁବେଳେ ସୁଖରେ ମସଗୁଲ୍ ରହିଥାନ୍ତି ବୋଧହୁଏ ! ନଚେତ୍…

ଶ୍ରୀକ୍ଷେତ୍ରରେ ବାନାମ୍ବର ଉପାସନା

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” ଶ୍ରୀକ୍ଷେତ୍ରରେ ବୈଷ୍ଣବ, ଶାକ୍ତ, ଶୈବ, ସୌର ଓ ଗାଣପତ୍ୟାଦି ଉପାସନାର ସମନ୍ୱିତ ପରମ୍ପରା ଏକଧାରାରେ ପ୍ରଚଳିତ । ଶଙ୍ଖକ୍ଷେତ୍ର ନାମରେ ଚିହ୍ନିତ ବିଶାଳ ଅଞ୍ଚଳରେ ଏହି ସବୁ ଉପାସନାର ନିଦର୍ଶନ ସ୍ୱରୂପ ସମ୍ପୃକ୍ତ ଦେବ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୭ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପୁରୁଷୋତ୍ତମ ଜଗନ୍ନାଥଙ୍କ କ୍ଷେତ୍ରରେ ବାର ମାସରେ ତେର ଯାତ୍ରା ହୁଏ ବୋଲି ଲୋକମୁଖରେ ପ୍ରଚଳିତ ପ୍ରବାଦରୁ ଜଣାଯାଏ । ପ୍ରାଚୀନ ଗ୍ରନ୍ଥ ନୀଳାଦ୍ରି ମହୋଦୟ, ଯାତ୍ରା ଭାଗବତ ଇତ୍ୟାଦିରେ ଏ…

ଗଳ୍ପ : ଦେଖି ନଥିବା ଚିତ୍ର

ବିଷ୍ଣୁପ୍ରିୟା କରସୁଧା ପଟ୍ଟନାୟକ  ବହୁତ ଦିନ ପରେ ମନ କଥା ପୂର୍ଣ୍ଣ ହେବାକୁ ଯାଉଥିଲା ସଂଗ୍ରାମର । କେତେ ଉତ୍ସାହ ଉଦ୍ଦୀପନା ରେ ଧାଇଁ ଯାଉଥିଲା ମନ । ଯେମିତି ଶୁଣିଲା ନିଜ ସମ୍ପର୍କୀୟଙ୍କ ପାଖରୁ ..ଜଣେ ଅଛି ଯାହାର ମୁହଁ ଅବିକଳ ସେ ଖୋଜୁଥିବା ସବୁଠୁ ପ୍ରିୟ ମଣିଷଙ୍କ ପରି ।…

ଧାରାବାହିକ ଉପନ୍ୟାସ : ଦେବୀ (୨୪)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୨୪ କେଜାଣି କାହିଁକି ପିଲାଟି ଦିନରୁ ହିଁ ଦେବୀକୁ ଭଲ ଲାଗେ ଦେବଭାଇ। ଧୂଳି ଖେଳରୁ ହିଁ ଦେବୀର ଚେତନା ଭିତରେ ଦେବ ଭାଇ ବାସ କରେ। ଦେବ ଭାଇର ହସ ଖୁବ୍ ଭଲ ଲାଗେ। ଆହୁରି ଭଲ ଲାଗେ ତା ଚଞ୍ଚଳପଣ। କଥାର ଯାଦୁଗରୀ ମାୟାରେ ସେ…

କବିତାରେ ହିଁ ବଞ୍ଚୁଥିଲେ କବି ଚକ୍ରଧର

ଭୁବନେଶ୍ୱର : ଚକ୍ରଧର -ସ୍ୱର୍ଣ୍ଣଲତା ମେମୋରିଆଲ ଫାଉଣ୍ଡେସନ ପକ୍ଷରୁ ବିଶିଷ୍ଟ କବି ଚକ୍ରଧର ରାଉତଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ,…