Latest Odisha News

BREAKING NEWS

Yearly Archives

2021

ପୁନର୍ମୂଲ୍ୟାୟନର ସମୟ

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ ……  ଧୂଳିଆ ବାବା ଓରଫ ବାନ୍ଦର ଦାସ ମହନ୍ତ ମହାରାଜଙ୍କ ବିଷୟରେ ଫକୀରମୋହନ ଲେଖିଛନ୍ତି, "ଦିପହର ଧୂପରେ ଠାକୁରଙ୍କ କତିରେ ଭୋଗ ଲାଗେ। ମହନ୍ତ ମହାରାଜ ତେତିକି ସେବା କରନ୍ତି। ଆଉ ତୋଳାଏ ଆପୁ; ପାଏ ଗଞ୍ଜେଇ ଖଞ୍ଜା। ଦିନ ରାତି ଗଞ୍ଜେଇ…

ବଲିଉଡ ସୁନ୍ଦରୀ ନୋରା ଫତେହୀ ଓ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ଇଡିର ସମନ୍

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ନୋରା ଫତେହୀ ଓ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ୍ । ୨୦୦ କୋଟିର ଆର୍ଥିକ ଅନିୟମିତତା ମାମଲାରେ ସମନ୍ ଜାରି ହୋଇଛି । ଆଜି ହାଜର ହେବାକୁ ନୋରାଙ୍କୁ ନିର୍ଦ୍ଦେଶ ରହିଛି । ତାଙ୍କୁ ମନି ଲଣ୍ଡିଂରେ କେସରେ ପଚରାଉଚରା ସହ ବୟାନ…

ମନମୋହନ ସିଂହଙ୍କ ଦ୍ରୁତ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦ୍ରୁତ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ କରି ଉତ୍ତମ ସ୍ୱାସ୍ଥ୍ୟ ଓ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ଜ୍ୱର ଓ ଦୁର୍ବଳ ଅନୁଭବ କରିବା ପରେ ଗତକାଲି ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି ମନମୋହନ…

ପରପାରିରେ କବୀ ପ୍ରମିଳା ଶତପଥୀ

ବାଲେଶ୍ୱର : ଆଧୁନିକ ଓଡ଼ିଆ ପଦ୍ୟ ସାହିତ୍ୟର ଯଶସ୍ବୀ ପ୍ରତିଭା , ୨୯ ଖଣ୍ଡ କବିତା ସଙ୍କଳନର ସ୍ରଷ୍ଟା କବୀ ପ୍ରମିଳା ଶତପଥୀଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା । କିଛିଦିନ ପୂର୍ବେ ସେ କରୋନାରେ ସଂକ୍ରମିତ ହୋଇଥି ଚିକିତ୍ସିତ ହେଉଥିଲେ ଏବଂ ଚିକିତ୍ସାଧୀନ…

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲା: NCB ସାକ୍ଷୀ ନାଁରେ ପୁଣେ ପୋଲିସର ଲୁକଆଉଟ୍ ନୋଟିସ୍

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଏନସିବିର ସାକ୍ଷୀ ନାଁରେ ଲୁକଆଉଟ୍ ନୋଟିସ୍ । ପୁଣେ ସିଟି ପୋଲିସ ସାକ୍ଷୀ କେ.ପି. ଗୋସାବୀଙ୍କ ନାଁରେ ନୋଟିସ୍ ଜାରି କରିଛି । ତାଙ୍କୁ ଡ୍ରଗ୍ସ କେସ୍ ମାମଲାରେ ସାକ୍ଷୀ କରିଛି ଏନସିବି । ଶାହାରୁଖ ଖାନଙ୍କ ପୁଅ ଗିରଫ ହେବା ଦିନ ଆର୍ୟନଙ୍କ ସହ ସେଲଫି ନେଇ…

ଗାଁକୁ ଫେରିଲା ଦାଦନର ମୃତ ଦେହ

କଳାହାଣ୍ଡି : ଶେଷରେ ଗାଁକୁ ଫେରିଲା ଦାଦନର ମୃତ ଦେହ । କିଛି ମାସ ତଳେ କାମ ଖୋଜି ବାହାରକୁ ଯାଇଥିଲେ । ମୃତକ ଜଣକ ହେଉଛନ୍ତି କଳାହାଣ୍ଡି କାଦୋପଦରର ବନ ମାଝୀ । ହାଇଦ୍ରାବଦାକୁ ଦାଦନ ଖଟିବାକୁ ଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପରିବାର ଲୋକଙ୍କ ଅନୁରୋଧ ଅନୁଦସାରେ…

କୁଆଖାଇ ନଦୀରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ବାରଙ୍ଗ: କୁଆଖାଇ ନଦୀରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର  । କଟକ ଜିଲ୍ଲା ବାରଙ୍ଗ ନରଣପୁର ନିକଟସ୍ଥ  କୁଆଖାଇ ନଦୀରୁ  ଏହି ମୃତ ଦେହ ଉଦ୍ଧାର ହୋଇଛି । କିଛି ଦିନ ହେଲା ବୃଦ୍ଧ ଜଣକ ନିଖୋଜ କୁଆଡେ ନିଖୋଜ ହୋଇଯାଇଥିବା ବେଳେ ତାଙ୍କର କୌଣସି ପତ୍ତା ମିଳୁନଥିଲା ମୃତ ବ୍ୟକ୍ତି ହେଲେ ୬୫…

IPL ଫାଇନାଲରେ କେବେ ହାରିନି କେକେଆର୍, ଚେନ୍ନାଇ ପାଇଁ ଚ୍ୟାଲେଞ୍ଜ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଆଇପିଏଲ୍ ଫାଇନାଲ୍ ଚୂଡ଼ାନ୍ତ ହୋଇଛି । ଆସନ୍ତାକାଲି ଟ୍ରଫି ପାଇଁ ଲଢ଼ିବେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ୍ ରାଇଡର୍ସ । ୩ ଥର ଚାମ୍ପିଅନ୍ ବନାମ ୨ ଥର ଚାମ୍ପିଅନ୍ ମଧ୍ୟରେ କଡ଼ା ମୁକାବିଲା ହେବ । କୋଲକାତା ବିପକ୍ଷରେ ଫାଇନାଲ୍ ମୁକାବିଲା…

ଉପର ତଳ କରୋନା ଗ୍ରାଫ୍: ଆଜି ରାଜ୍ୟରୁ ୫୨୧ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ ଉପର ତଳ ହେଉଛି । କେବେ ୫୦୦ ତ କେବେ ୬୦୦ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି . ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୫୨୧ ଜଣ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ଅଛନ୍ତି ୬୫ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ଆଜି ସାମାନ୍ୟ କମିଛି ସଂକ୍ରମଣ…

ଆର୍ୟନଙ୍କୁ ବେଲ୍ ମିଳିବ କି ନାହିଁ, ଆଜି ପୁଣି ଶୁଣାଣି

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ କେସରେ ଜୁନିଅନର କିଙ୍ଗ ଖାନଙ୍କ ଜାମିନ ମିଳିବ କି ନାହିଁ ? ଆଉ କେତେ ଦିନ ଶାହାରୁଖଙ୍କ ପୁଅକୁ ଅପେକ୍ଷା କରିବାକୁ ପଡ଼ିବ ? ଗତକାଲିର ଅସମାପ୍ତ ଶୁଣାଣି ଆଜି ପୁଣି ଥରେ ମୁମ୍ବାଇର ସ୍ୱତନ୍ତ୍ର ଏନସିପିଏସ୍ କୋର୍ଟରେ ହେବ । ଗତକାଲିର ଶୁଣାଣିକୁ ଆଜି ଯାଏ ଘୁଞ୍ଚାଇ…