Latest Odisha News

BREAKING NEWS

Yearly Archives

2021

ଏମ୍ସରେ ଭର୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ମନମୋହନ ସିଂଙ୍କୁ ଆଜି ଏମ୍ସରେ ଭର୍ତି କରାଯାଇଛି । ୨ ଦିନ ଜ୍ୱର ହେବା ପରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନ୍ନତି ଘଟିଥିଲା । ଫଳରେ ସନ୍ଧ୍ୟା ୬ଟା ବେଳେ ତାଙ୍କୁ ଏମ୍ସକୁ ନିଆ ଯାଇଥିଲା । ସେଠାରେ…

ଆର୍ଯନଙ୍କୁ ମିଳିଲାନି ଜାମିନ, ଆସନ୍ତାକାଲିକୁ ଘୁଞ୍ଚିଲା ଶୁଣାଣି

ମୁମ୍ବାଇ : ପୁଣି ଥରେ ଘୁଞ୍ଚିଲା ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି । ଆଜି ସେସନ କୋର୍ଟରେ ହୋଇଥିବା ଶୁଣାଣିରେ ଆର୍ୟନଙ୍କୁ ମିଳିପାରିନି ଜାମିନ । ଆର୍ଯନଙ୍କ ଜାମିନ ଶୁଣାଣିକୁ ଆସନ୍ତାକାଲି ଯାଏଁ ଘୁଞ୍ଚାଇ ଦେଇଛନ୍ତି କୋର୍ଟ । ଆର୍ୟନଙ୍କ ଆଇନଜୀବୀ…

ଦାଣ୍ଡିଆ ନାଇଟ ପୂର୍ବରୁ ହୋଟେଲ ସିଲ କଲା ବିଏମସି

ଭୁବନେଶ୍ୱର: ବିନା ଅନୁମତିରେ ଦାଣ୍ଡିଆ ନାଇଟ କରିବା ପଡ଼ିଲା ମହଙ୍ଗା । ନିକୋପାର୍କ ସ୍ଥିତ 9ଥ ଷ୍ଟ୍ରିଟ ବଂକ୍ୱୟେଟ ହୋଟେଲକୁ ସିଲ୍ କଲା ବିଏମସି । ପ୍ରଶାସନର ବିନା ଅନୁମତିରେ ଚାଲିଥିଲା ଦାଣ୍ଡିଆ ନାଇଟ । ବିଏମସି କମିଶନର ଅଂଶୁମାନ ରଥ ନେତ୍ୱତ୍ୱରେ ଏକ ଟିମ୍ ହୋଟେଲକୁ ଯାଇ ଚଢାଉ କରିଥିଲେ ।…

ମହାଷ୍ଟମୀରେ ଭଦ୍ରକ ସନ୍ଥିଆ ନୀଳକଣ୍ଠପୁର ମଣ୍ଡପରେ ନିଆରା ପରମ୍ପରା

ଭଦ୍ରକ: ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା। ମାଆଙ୍କ ପୂଜା ଚଳଚଞ୍ଚଳ ହୋଇପଡ଼ିଛି ସହର। ଚଣ୍ଡିପାଠରେ କମ୍ପୁଛି ମଣ୍ଡପ। ଭଦ୍ରକ ସହରର ସନ୍ଥିଆ ନୀଳକଣ୍ଠପୁର ମଣ୍ଡପରେ ଚାଲିଛି ମାଆ ଦୁର୍ଗାଙ୍କ ମହାଷ୍ଟମୀ ପୂଜା। କରୋନା କଟକଣାକୁ ମାନି ମାଆ ଦୁର୍ଗାଙ୍କ ପୂଜା ଚାଲିଛି। ସକାଳୁ ବଙ୍ଗୀୟ…

ବଙ୍ଗଳାମୁଖୀ ପୀଠରେ ଜଗତଜନନୀଙ୍କ ‘ମହାଗୌରୀ’ ବେଶ

ବାଲେଶ୍ୱର : ବିଭିନ୍ନ ସ୍ଥାନରେ ବିଭିନ୍ନ ରୂପରେ ପୂଜା ପାଉଛନ୍ତି ଜଗତଜନନୀ ମା' ଦୁର୍ଗା । ବାଲେଶ୍ୱରରେ ଶାରଦୀୟ ଦୁର୍ଗାପୂଜା ଅବସରରେ ବଙ୍ଗଳାମୁଖୀ ପୀଠରେ ଅର୍ଚ୍ଚିତ ହେଲେ ମାଆଙ୍କ ଅଷ୍ଟମ ସ୍ୱରୂପ ‘ମହାଗୌରୀ’। ଶକ୍ତିପୀଠରେ ଚାଲିଛି ମା’ ଆଦ୍ୟାଶକ୍ତିଙ୍କର ନବରାତ୍ର ପୂଜା।…

ମଧୁସୂଦନ ଆଇନ୍ କଲେଜକୁ ୟୁଜିସି ମାନ୍ୟତା

କଟକ : ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବା ସହ ବିଶ୍ବବିଦ୍ୟାଳୟ ତାଲିକାରେ ସାମିଲ କରିଛି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି । ବିଶ୍ବବିଦ୍ୟାଳୟ ତାଲିକାରେ ଅନ୍ତର୍ଭୁକ୍ତ ହେବା ପରେ ୟୁଜିସି ଅଧିନିୟମ ୧୯୫୬ ଧାରା ୨(ଏଫ୍) ଅନୁସାରେ କେନ୍ଦ୍ରୀୟ ଅନୁଦାନ ପାଇବ…

ଆସନ୍ତା ମାସରେ ଆସିପାରେ ପିଲାଙ୍କ ଲାଗି ସଞ୍ଜୀବନୀ

ନୂଆଦିଲ୍ଲୀ : ଆସନ୍ତା ମାସରେ ଆସିପାରେ ପିଲାଙ୍କ ଲାଗି ସଞ୍ଜୀବନୀ । ତୃତୀୟ କିମ୍ବା ଚତୁର୍ଥ ସପ୍ତାହ ସୁଦ୍ଧା ଆରମ୍ଭ ହୋଇପାରେ ଅଭିଯାନ । ଗୁରୁତର ଅବସ୍ଥାରେ ଥିବା ଶିଶୁ ତଥା ଦୁରାରୋଗରେ ପୀଡ଼ିତ ପିଲାଙ୍କୁ ପ୍ରଥମେ ଅଗ୍ରାଧିକାର ଦିଆଯିବ ବୋଲି ସୂଚନା ମିଳିଛି । କୋଭାକ୍ସିନକୁ ଡିସିଜିଆଇ…

ଦେଶରେ ଘନଉଛି କୋଇଲା ସଙ୍କଟ, ଆରମ୍ଭ ହେଲା କେନ୍ଦ୍ର ରାଜ୍ୟ ଦୋଷ ଲଦାଲଦି

ନୂଆଦିଲ୍ଲୀ : ଦେଶରେ କୋଇଲା ସଙ୍କଟକୁ ନେଇ ବଢ଼ିଲା ରାଜନୀତି । କୋଇଲା ଅଭାବ ଯୋଗୁ ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟର ପାଓ୍ବାର ପ୍ଲାଣ୍ଟରେ ଅଚଳାବସ୍ଥା ଆଶଙ୍କା ସୃଷ୍ଟି ହୋଇଛି । କେନ୍ଦ୍ର ସଂସ୍ଥା ଗୁଡିକ ଯଦି ନିଜସ୍ବ କ୍ଷମତା ଠାରୁ ଅଧିକ ଉତ୍ପାଦନ ନକରନ୍ତି, ତେବେ ଅଧା ଭାରତ…

ମନୀଷ ଅନୁରାଗ ମୃତ୍ୟୁ ରହସ୍ୟରୁ ହଟୁଛି ପରଦା : ୫ ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା

ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ରହସ୍ୟ ଉପରୁ ହଟୁଛି ଗୋଟିଏ ପରେ ଗୋଟିଏ ପରଦା । ମାମଲାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଘଟଣାରେ ମନୀଷଙ୍କ ଘନିଷ୍ଠ ବନ୍ଧୁ ଅମ୍ରିତ ବିଶ୍ବାଳଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି । ଅମ୍ରିତ ହିଁ ଘଟଣାର ମାଷ୍ଟରମାଇଣ୍ଡ ବୋଲି ସନ୍ଦେହ…

ବିକ୍ରି ହେବ ସିଇଏଲର ଶହେ ପ୍ରତିଶତ ଅଂଶଧନ ଓ ମ୍ୟାନେଜମେଣ୍ଟ କଣ୍ଟ୍ରୋଲ, ପ୍ରକ୍ରିୟା ଆରମ୍ଭ କଲେଣି ସରକାର

ନୂଆଦିଲ୍ଲୀ : ଏୟାର ଇଣ୍ଡିଆ ପରେ ସେଣ୍ଟ୍ରାଲ ଇଲେକ୍ଟ୍ରୋନିକ୍ସ ଲିମିଟେଡ ବା CEL ପାଳି । ସିଇଏଲର ଶହେ ପ୍ରତିଶତ ଅଂଶଧନ ଓ ମ୍ୟାନେଜମେଣ୍ଟ କଣ୍ଟ୍ରୋଲ ବିକ୍ରି କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର । ଏ ନେଇ ଫାଇନାନସିଆଲ ବିଡ୍ ହାସଲ ହୋଇଥିବା ନେଇ ସରକାରଙ୍କୁ ସୂଚନା ଦେଇଛି…