Latest Odisha News

BREAKING NEWS

Yearly Archives

2021

ଅବକ୍ଷୟମାନ ମଠ ସଂସ୍କୃତି

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” ଶ୍ରୀଜଗନ୍ନାଥ ଚେତନାର ପ୍ରଚାର ପ୍ରସାର ତଥା ସୁପରିଚାଳନା କ୍ଷେତ୍ରରେ ବହୁ ପୁରାକାଳରୁ ମଠଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଆସିଛନ୍ତି । ଶ୍ରୀମନ୍ଦିର ନିର୍ମାଣ ପୂର୍ବରୁ ଶ୍ରୀକ୍ଷେତ୍ରରେ ଦୁଇଟି ବୈଦିକ ଆଶ୍ରମ ଓ…

ଗାଁରେ ବୁଲୁଛି ଦନ୍ତା, ଆତଙ୍କିତ ଲୋକେ

ବାରିପଦା : କଲେଜ ପରିସରରେ ଦନ୍ତା ହାତୀ ।  ବାରିପଦା ଏମପିସି ଅଟୋନମସ୍ କଲେଜ ପରିସରରେ ଦନ୍ତା ହାତୀ । ଆଜି ସକାଳୁ ଏହି ହାତୀ ବାରିପଦା-ଦେଉଳି ରାସ୍ତା ଆଡୁ ଆସି କଲେଜ ପରିସରରେ ପ୍ରବେଶ କରିଛି ।  ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବାରିପଦା-ତକତପୁର ରାସ୍ତାରେ ଚଳପ୍ରଚଳକୁ ବନ୍ଦ କରିଛି…

ସୁବର୍ଣ୍ଣପୁରରେ ଗୋ ଶ୍ରଦ୍ଧା ଅଭିଯାନ ଆରମ୍ଭ

ସୋନପୁର: ସୁବର୍ଣ୍ଣପୁର ପୌରାଞ୍ଚଳରେ ବୁଲା ଗାଈ ଗୋରୁଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଅନେକ ସମୟରେ ଟ୍ରାଫିକ୍ ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି। ଏନେଇ ଜିଲ୍ଲା ପ୍ରଶାସନ ତଥା ପୌରପାଳିକା ପକ୍ଷରୁ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନକୁ ନେଇ ଆରମ୍ଭ ହୋଇଛି ଗୋ ଶ୍ରଦ୍ଧା ଅଭିଯାନ।…

ଆର୍ୟନଙ୍କ ଗିରଫଦାରୀକୁ ନେଇ ଏମିତି କହିଲେ ତାପସୀ

ନୂଆଦିଲ୍ଲୀ: କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାର ପର୍ଦ୍ଦାଫାସ୍‌ ହେବା ପରେ ବଲିଉଡ୍‌ ଷ୍ଟାର ଶାହାରୁଖ୍‌ଙ୍କ ପୁଅ ଆର୍ୟନଙ୍କ ନାଁ ସାମ୍‌ନାକୁ ଆସିଥିଲା। ଏହାପରେ ଆର୍ୟନଙ୍କ ସମେତ ୭ ଜଣଙ୍କୁ ଏନ୍‌ସିବି ନିଷିଦ୍ଧ ନିଶା ଦ୍ରବ୍ୟ କାରବାର ମାମଲାରେ ଜଡ଼ିତ ଥିବା ଅଭିଯୋଗରେ ଗିରଫ କରିଥିଲା।…

ବିଶ୍ୱପ୍ରାଣ ଉତ୍କଳମଣି 

ଉତ୍କଳମଣିଙ୍କ ଜୟନ୍ତୀ ଉପଲକ୍ଷେ ........ ବିଶ୍ୱହିତେ  ଦୀନ,  ଦୁଃଖୀ,  ରଙ୍କୀର  ଆଖି  ଲୁହ  ଯାହାଙ୍କୁ  ବ୍ୟଥା  ମୂର୍ଚ୍ଛିତ   କରେ,  ଦଧିଚୀ  ଭଳି  ଯେ  ଆତ୍ମବଳୀ  ଦେଇଥିଲେ,  ସେ  ହେଉଛନ୍ତି  ଉତ୍କଳର  ଚଳନ୍ତି  ଦେବତା,  ଦୀନ  ଦରିଦ୍ରର  ବନ୍ଧୁ  ଉତ୍କଳରମଣି ଗୋପବନ୍ଧୁ  ଦାସ  । …

କଳାହାଣ୍ଡିରେ ମାତିଛନ୍ତି ନକଲି ମାଷ୍ଟର, ଧରାପଡିଲେ ୧୨ଜଣ

କଳାହାଣ୍ଡି: ସରିଲା କଳାହାଣ୍ଡି ଜିଲ୍ଲାର୧୩ଟି ବ୍ଲକର ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସାର୍ଟିଫିକେଟ୍ ଯାଂଚ ପ୍ରକ୍ରିୟା । ଓ.ଟି.ଇ.ଟି ସାର୍ଟିଫିକେଟ୍ ଯାଂଚ ସମୟରେ ସାମ୍ନାକୁ ଆସିଲା ଚାଂଚଲ୍ୟକର ତଥ୍ୟ । ଜଣେ କି ଦୁଇଜଣ ନୁହେଁ ବରଂ ନକଲି ମାଷ୍ଟର ଭାବେ ସାମ୍ନାକୁ ଆସିଛି ୧୨ ଜଣ…

ପୁଣି ୨ ଘଣ୍ଟା ପାଇଁ ଅଚଳ ହୋଇଥିଲା; କ୍ଷମା ମାଗିଲା ଫେସବୁକ୍‌

ନୂଆଦିଲ୍ଲୀ: କ୍ଷମା ମାଗିଲା ଫେସବୁକ୍। ଶୁକ୍ରବାର ଦିନ ସେବାରେ ଆଉ ଦୁଇ ଘଣ୍ଟା ବ୍ୟାଘାତ ଯୋଗୁ ଫେସବୁକ ଉପଭୋକ୍ତାଙ୍କୁ କ୍ଷମା ମାଗିଛି। ଏକ ସପ୍ତାହ ମଧ୍ୟରେ ଦୁଇ ଦୁଇ ଥର ଲୋକଙ୍କୁ ସେବା ଯୋଗାଇବାରେ ବ୍ୟାଘାତ ଯୋଗୁ ଫେସବୁକ୍‌ କ୍ଷମା ମାଗିଛି। କମ୍ପାନୀର କହିବାନୁସାରେ, ଏହାର ସୋସିଆଲ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୧)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୧  ବାହାପିଆ ମଣିଷ  ସବୁକରିପାରିବାର ଆସ୍ପର୍ଦ୍ଧା ନେଇ ହେୟଜ୍ଞାନ କରେ ଯାହାକୁ, ତା'କୁଇ ସେ ଖୋଜୁଥାଏ ତମାମ ଜୀବନ। ପାଏ କି ନାହିଁ କେଜାଣି, କହିପାରେନା କାହାକୁ କିଛି, ଏକା ଏକା ଭିତରେ ଭିତରେ ଗୁମୁରୁ ଥାଏ। ଚକ୍ର ଭଳି…

କବିତା : ଜୀବନ

ବଳରାମ ପୂଜାରୀ ଆଞୁଳାଏ ଆୟୁଷରୁ ଉଧାର ଆଣିଥିବା ବୁନ୍ଦାଏ ଅତଏବ, ଗାଁରୁ ମଶାଣୀ ମୁହାଁ ସରୁ ପାଦଚଲା ରାସ୍ତାରୁ ଦୁଇ ପାଦ ଭୂମି , ସବୁ ମୋହମାୟାର ଉର୍ଦ୍ଧ୍ବମୁଖୀ ଅଣଚାଷ ଅବଶୋଷ ମାନେ , ସନ୍ଧାନର ସନ୍ଧିରେ ସମାଧିସ୍ଥ ପାଣି ଫୋଟକା ମାନେ ହିଁ ତ ଜୀବନ ।। ସବୁ ନିର୍ଣ୍ଣୟମାନଙ୍କୁ…

ଲଖିମପୁର ଖେରି ହିଂସା; ଶେଷରେ ପୋଲିସ ସାମ୍‌ନାରେ ହାଜର ହେଲେ ଆଶିଷ

ନୂଆଦିଲ୍ଲୀ: ଲକ୍ଷ୍ମୀପୁର ହିଂସା ଅଭିଯୋଗରେ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ର କ୍ରାଇମ୍‌ବ୍ରାଞ୍ଚ ଅଫିସ୍‌ରେ ହାଜର ହୋଇଥିବା ସୂଚନା ମିଳିଛି। କିଛି ସମୟ ପରେ କ୍ରାଇମ ବ୍ରାଞ୍ଚ ଦଳ ଆଶିଷଙ୍କୁ ପଚରାଉଚରା ଆରମ୍ଭ କରିବ। ସମସ୍ତ ପ୍ରଶ୍ନର ଏକ ତାଲିକା ତାଙ୍କ…