Latest Odisha News

BREAKING NEWS

Yearly Archives

2021

ଜାଭେଦ ଅଖତର୍‌ଙ୍କ ବିରୋଧରେ ମାମଲା ରୁଜୁ କଲା ପୋଲିସ

ନୂଆଦିଲ୍ଲୀ: ସୂଚନା ଅନୁଯାୟୀ ରାଷ୍ଟ୍ରୀୟ ସ୍ବୟଂସେବାକ ସଂଗଠନ (ଆରଏସଏସ) ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ନେଇ ମୁମ୍ବାଇ ପୋଲିସ ସୋମବାର ଗୀତିକାର ଜାଭେଦ ଅଖତରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି। ଓକିଲ ସନ୍ତୋଷ ଦୁବେଙ୍କ ଦ୍ୱାରା ଦାଖଲ କରାଯାଇଥିବା…

ସେଲଫି ହେଲା କାଳ, ନାଗାବଳୀରେ ନିଖୋଜ ଯୁବକ

ରାୟଗଡା: ସେଲଫି ହେଲା କାଳ। ସେଲଫି ନେଉଥିବା ବେଳେ ନାଗାବଳୀ ନଦୀରେ ଖସିପଡିଲେ ଯୁବକ । ରାୟଗଡାର ନାଗାବଳୀ ନଦୀର ଝୁଲାପୋଲ ନିକଟରେ ସେଲଫି ନେବା ବେଳେ ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ଯୁବକ ଜଣକ ହେଉଛନ୍ତି ବିଲାଲ ଅନସାରି ଓ ସେ ଉତ୍ତରପ୍ରଦେଶ ସାମଳି ଲିଲ୍ଲା ଝିଂଜାନା ଗ୍ରାମର ।…

ଯୁବକଙ୍କ ରହସ୍ୟଜନକ ମୃତ୍ୟୁ , ଆତ୍ମହତ୍ୟା ନା ହତ୍ୟା ?

ଖୋର୍ଦ୍ଧା:ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଚିଲିକା ରୋଡରେ ଏପରି ଅଭାବନୀୟ ଘଟଣା ଘଟିଛି। ମୃତ ଯୁବକ ଜଣକ ବାଲୁଗାଁ ଥାନା ଅନ୍ତର୍ଗତ କୋଦାପୁର ଗାଁ ର ଅମିନ ପ୍ରଧାନଙ୍କ ପୁ୍ଅ ପାଣ୍ଡବ ପ୍ରଧାନ ବୋଲି ଜଣାପଡ଼ିଛିା ବାଲୁଗାଁ ପୋଲିସ ଘଟଣା…

ଜାୟଡସ କାଡିଲା ଟିକା; ଡୋଜ୍‌ ପିଛା ଦାମ୍‌ ୩୦୦ ଟଙ୍କା!

ନୂଆଦିଲ୍ଲୀ: କୋଭିଡ୍-୧୯ ବିରୋଧୀ ଟିକା ZyCov-D ର ମୂଲ୍ୟ ନିର୍ଣ୍ଣୟ ଉପରେ କେନ୍ଦ୍ର ଏବଂ ଜାୟଡସ୍ କ୍ୟାଡିଲା ମଧ୍ୟରେ ଆଲୋଚନା ଚାଲିଛି। ଏହାରି ଭିତରେ ସରକାରୀ ସୂତ୍ରରୁ ପ୍ରକାଶ ଯେ ଏହି ଟିକାର ମୂଲ୍ୟ ପ୍ରତି ଡୋଜ ପିଛା ୩୦୦ ଟଙ୍କା ରହିପାରେ। ଏହି ଟିକା ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କ…

ଲକ୍ଷ୍ମୀପୁର ହିଂସା: ମୃତକଙ୍କ ପରିବାରକୁ ୪୫ ଲକ୍ଷ ଟଙ୍କା କ୍ଷତିପୂରଣ ସହ ମିଳିବ ସରକାରୀ ଚାକିରି

ଲକ୍ଷ୍ମୀପୁର: ରବିବାର ଦିନ ଲକ୍ଷ୍ମୀପୁର ଖେରୀରେ ଘଟିଥିବା ହିଂସା ସମଗ୍ର ରାଜ୍ୟରେ ଏକ ଅଡୁଆ ସୃଷ୍ଟି କରିଛି। ଲକ୍ଷ୍ମୀପୁର ହିଂସା ସମ୍ପର୍କରେ କୃଷକ ଏବଂ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ପରେ ଏକ ଚୁକ୍ତିନାମା ହୋଇଛି। ସରକାର ଏବଂ କୃଷକଙ୍କ ମଧ୍ୟରେ ଷଷ୍ଠ ପର୍ଯ୍ୟାୟ ଆଲୋଚନା ପରେ ସହମତି ପ୍ରକାଶ…

ଅଗ୍ନିକାଣ୍ଡରେ ଚାରି ଗୋରୁ ଜୀବନ୍ତ ଦଗ୍ଧ

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ନେରଡ଼ା ପଞ୍ଚାୟତର ପୁରିପଡ଼ା ଗ୍ରାମରେ ଅଘଟଣ। ଗ୍ରାମର କୈଳାସ ରାଉତଙ୍କ ବାସଗୃହ ସମେତ ଗୁହାଳଘରେ ଅଗ୍ନିକାଣ୍ଡ ଘଟି ଚାରିଗୋରୁ ଜୀବନ୍ତ ଦଗ୍ଧ। ପୁରିପଡ଼ା ଗ୍ରାମର କୈଳାସ ରାଉତ ରାତିରେ ଗୁହାଳ ଘରେ ମଶା ଧୁଆଁଦେଇଥିଲେ। ଖାଇସାରି ଶୋଇଥିବା ସମୟରେ…

ପୁଣି ବର୍ଷିବ ଜୋର୍, ୧୮ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ପୁଣି ବର୍ଷା ସମ୍ଭାବନା । ଏ ନେଇ ୧୮ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜସ୍ଥାନ ଦେଇ ମୌସୁମୀ ବାୟୁ ଭୂଭାଗରୁ ବିଦାୟ ନେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ଆସନ୍ତା ୬ରୁ ମୌସୁମୀ ଅପସାରଣ ନେଇ ପାଣିପାଗ ଅନୁକୂଳ ହେବାର ଲାଗିଛି । ଉତ୍ତର ପଟୁ ପବନ…

ଚାକିରୀ ଦେବା ନାଁ ରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ,୫ ଅଟକ

କଳାହାଣ୍ଡି : ଚାକିରୀ ଦେବା ନାଁ ରେ ଠକେଇ । ଭବାନୀପାଟଣାର ଚୁଡିହରିପଡା ଠାରେ ଚାକିରୀ ଦେବା ବାହାନା କରି ପ୍ରାୟ ୬୦ ଜଣ ଯୁବକଙ୍କୁ ଠକିବା ଅଭିଯୋଗରେ ବେନାମୀ କମ୍ପାନୀ ଉପରେ ଚଢ଼ାଉ କରି ଟାଉନ ଥାନା ପୋଲିସ ୫ଜଣକୁ ଅଟକ ରଖି ପଚରା ଉଚରା କରୁଛି । ସୂଚନା ଅନୁସାରେ ଅଭିଯୁକ୍ତମାନେ…

ଥମୁନି ହାତୀ ଆତଙ୍କ, ଆକ୍ରମଣରେ ଚାଷୀ ମୃତ

ମୟୁରଭଞ୍ଜ  : ଥମୁନି ହାତୀ ଆତଙ୍କ । ବିଭିନ୍ନ ଗାଁରେ ହାତୀ ପଶି ଆତଙ୍କ ଖେଳାଇ ଚାଲିଛନ୍ତି । ଆଜି ପୁଣି ଜଣେ ବୃଦ୍ଧ ହାତୀ ଆକ୍ରମଣର ଶିକାର ହୋଇଛନ୍ତି ।ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଭଦୁଆଷୋଳ ଗାଁରେ ଅଘଟଣ ।  ହାତୀ ଆକ୍ରମଣରେ ଭଦୁଆଷୋଳ ଗାଁର ଅର୍ଜୁନ ହାଁସଦା ନାମକ ଜଣେ ବୃଦ୍ଧ…

ଭଦ୍ରକ କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତିଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ

ଭଦ୍ରକ: ଭଦ୍ରକ କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତିଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ଭୁବନେଶ୍ୱରରେ ଏକ ଭଡ଼ା ଘରେ ସେ ରହୁଥିବା ସମୟରେ ଘର ମାଲିକକୁ ଭଡ଼ା ନଦେଇ ଜୋରଜବରଦସ୍ତ ରହିବା ଏବଂ ତାଙ୍କୁ ଧମକ ଦେଉଥିବା ଅଭିଯୋଗ ଆଣିଛି ଭଦ୍ରକ ସ୍ୱାଭିମାନ ମଞ୍ଚ । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ…