Latest Odisha News

BREAKING NEWS

Yearly Archives

2021

ଗଜପତି ଜିଲ୍ଲାରେ BSKY ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ଭେଟିଦେଲେ ୮୨୦ କୋଟିର ପ୍ରକଳ୍ପ

ପାରଳାଖେମୁଣ୍ଡି: ଦିନିକଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ଗଜପତି ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଜପତି ଜିଲ୍ଲାରେ ୧ଲକ୍ଷ ୩୬ ହଜାର ପରିବାରକୁ BSKY ସ୍ମାର୍ଟକାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।…

ଫିଲ୍ମ ରାମାୟଣରେ ରାମ ହେବେ ରଣବୀର ଆଉ ରାବଣ ହ୍ରିତିକ୍‌ !

ନୂଆଦିଲ୍ଲୀ: ଶନିବାର ଜ୍ୟାକି ଭାଗ୍ନାନୀଙ୍କ କାର୍ଯ୍ୟାଳୟ ଥିବା ବିଲ୍ଡିଂରେ ରଣବୀର କପୁର ଏବଂ ହ୍ରିତିକ ରୋଶନଙ୍କୁ ଦେଖିବା ପରେ ଏକାଧିକ କଳ୍ପନାଜଳ୍ପନା ଚାଲିଛି। ଖବର ମୁତାବକ ରଣବୀର କପୁର ଏବଂ ହ୍ରିତିକ ରୋଶନ ନୀତେଶ ତିୱାରୀଙ୍କ ରାମାୟଣରେ ରାମ ଓ ରାବଣର ଭୂମିକାରେ ଅବତୀର୍ଣ୍ଣ…

ଗାଁରେ ଇଣ୍ଟରନେଟ୍ ସେବା ବାଧାପ୍ରାପ୍ତ ,ପାହାଡ ଉପରେ ଟିକା ନେଲେ ଲୋକମାନେ

କେନ୍ଦୁଝର : ନେଟୱାର୍କ ନଆସିବାରୁ ପାହାଡ ଉପରେ ଟିକା ନେଲେ ଲୋକମାନେ । କେନ୍ଦୁଝର ଯୋଡା ବ୍ଲକ କାଲିମାଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ପିଢ ପୋଖରୀ ଗାଁ ରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଇଣ୍ଟରନେଟ ଅଭାବରୁ ଗ୍ରାମବାସୀ ପାହଡ ଉପରେ ଟିକା ନେବାକୁ ବାଧ୍ୟ ହୋଇଛନ୍ତି। ଚାରିଆଡେ…

ଭୀମଭୋଇଙ୍କ ଭୁବନବିଖ୍ୟାତ ଭାବୋଚ୍ଛ୍ୱାସ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁଦେଖୁ କେବା ସହୁ । ମୋ ଜୀବନ ପଛେ ନର୍କେ ପଡିଥାଉ; ଜଗତ ଉଦ୍ଧାର ହେଉ ।” ଏଇଭଳି ପଦେ କବିତା ପୃଥିବୀରେ ଆଉ କିଏ କେଉଁଠି ଲେଖିଛନ୍ତି ? ଏପର୍ଯ୍ୟନ୍ତ, ବିଶେଷକରି ମୋ ଦୃଷ୍ଟିକୁ ଆସିନାହିଁ ।…

୨୦ ଫୁଟ୍ ଲମ୍ବ ସାର୍କର ମୃତଦେହ ଉଦ୍ଧାର

ଜଗତସିଂହପୁର: ବିରାଟକାୟ ସାର୍କ ଜବତ । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ପଦ୍ମପୁର ପଞ୍ଚାୟତ ରାମତରା ବେଳାଭୂମି ନିକଟରୁ ସାର୍କର ମୃତଦେହ ଉଦ୍ଧାର ହୋଇଛି । ଏହାର ଓଜନ ୮ କିଣ୍ଟାଲ୍ ହେବ । ସମୁଦ୍ର ବାଲିରେ ସାର୍କର ମୃତଦେହ ଅଧା ପୋତି ହୋଇ ରହିଥିଲା । ସ୍ଥାନୀୟ ଲୋକ ଦେଖି ବାଲିକୁ ଖୋଳିଥିଲେ…

କେନ୍ଦ୍ରର ଯୋଜନାକୁ ସୁପ୍ରିମକୋର୍ଟଙ୍କ ଅନୁମତି: କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରଙ୍କୁ ୩୦ ଦିନରେ ମିଳିବ…

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ଯୋଗୁଁ ମୃତ୍ୟୁବରଣ କରିଥିବା ସମସ୍ତ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ୫୦,୦୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବା ନେଇ କେନ୍ଦ୍ରର ଯୋଜନାକୁ ସୁପ୍ରିମକୋର୍ଟ ଅନୁମୋଦନ କରିଛନ୍ତି। କୋଭିଡ-୧୯ ପୀଡିତଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ…

ପୋଲିସ ଅଟକ ରଖିଥିବା ରୁମକୁ ଝାଡୁ ମାରି ସଫା କଲେ ପ୍ରିୟଙ୍କା ଗାନ୍ଧି

ଲକ୍ଷ୍ନୌ: ଘର ଝାଡୁ କଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । ହାତରେ ଜାଡୁ ଧରି ରୁମ୍ ସଫା କରୁଥିବା ନଜର ଆସିଛି । ଉତ୍ତରପ୍ରଦେଶ ପୋଲିସ ଯେଉଁ ଘରେ ତାଙ୍କୁ ଗୃହବନ୍ଦୀ କରି ରଖିଛି ସେହି ଘରକୁ ସେ ଝାଡୁ ମାରି ସଫା କରୁଥିବା ଦେଖିବାକୁ ମିଳିଛି । ଝାଡୁ ମାରିବା ପରେ ଚଟାଣରେ ବସିଥିବା…

ୱେବ୍‌ ସୋ ‘ଇନ୍‌ଭିଜିବଲ୍‌ ଓମେନ୍‌’ରେ ନାୟକ ସାଜିବେ ସୁନୀଲ

ନୂଆଦିଲ୍ଲୀ: ଆକ୍ସୋନ ଏବଂ ଚମନ ବାହାର ଭଳି ଚଳଚ୍ଚିତ୍ର ନିର୍ମାଣ କରିଥିବା ସାରେଗାମା ଇଣ୍ଡିଆର ଏକ ଡିଭିଜନ୍ ୟୁଡଲି ଫିଲ୍ମସ୍ ଏହାର ପ୍ରଥମ ୱେବ୍ ସୋ ଘୋଷଣା କରିଛି। ଯାହାର ଟାଇଟଲ ରହିଛି 'ଇନ୍‌ଭିଜିବଲ୍‌ ଓମେନ୍‌'। ଯେଉଁଥିରେ ସୁନୀଲ ଶେଟ୍ଟୀ ମୁଖ୍ୟ ଭୂମିକାରେ ଅଭିନୟ କରିବେ ବୋଲି…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ସ୍ୱପ୍ନପୁରୀ ତତେ କିଏ କାନ୍ଥ ବାଡର ଅନୁଷ୍ଠାନ କହିପାରେ , କେଉଁ ଦପ୍ତରରେ ଫାଇଲ ଭିତରେ ପଡିଥିବା କାଗଜ ଦେହର ନାଁ । କେତେ ଏକର ଜାଗାରେ କେତେଟା ଶ୍ରେଣୀଗୃହ , ଯାନବାହନ କି ଶିକ୍ଷକ ଶିକ୍ଷାର୍ଥୀଙ୍କୁ ନେଇ ତୋର ପରିଚୟ କାହା ପାଇଁ ତିଆରି ହୋଇ ଥାଇପାରେ ତ କାହା ପାଇଁ ତୁ ଆଶ୍ରୟସ୍ଥଳୀ ।…

୩ ରେ ପ୍ରେକ୍ଷାଳୟକୁ ଆସିବ ଅଜୟ ଦେବଗନଙ୍କ ‘ମୈଦାନ’

ନୂଆଦିଲ୍ଲୀ: ଅଜୟ ଦେବଗନଙ୍କ କ୍ରୀଡା ଡ୍ରାମା ଚଳଚ୍ଚିତ୍ର ମୈଦାନ ୩ ଜୁନ୍ ୨୦୨୨ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏ ନେଇ ଫିଲ୍ମ ନିର୍ମାତାମାନେ ନିଶ୍ଚିତ କରିଛନ୍ତି। ଫିଲ୍ମ ତାମିଲ, ତେଲୁଗୁ ଏବଂ ମାଲାୟାଲମ୍ ଭାଷାରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନଙ୍କ ସମେତ…