Latest Odisha News

BREAKING NEWS

Yearly Archives

2021

ଗ୍ରାନାଇଟ ବୋଝେଇ ଟ୍ରକରୁ କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ଗଜପତି : ଗଜପତି ଜିଲ୍ଲା ଅଡବା ପୋଲିସକୁ ମିଳିଛି ବଡ଼ ସଫଳତା । ଅଡବା ପୋଲିସ ପେଟ୍ରୋଲିଂ ବେଳେ ମନ୍ଦ୍ରାବାଜୁ ଛକ ନିକଟରୁ ଏକ ଏକ ଟ୍ରକରୁ ଜବତ ହୋଇଛି ବିପୁଳ ପରିମାଣର ଗଞ୍ଜେଇ । ଉତ୍ତରପ୍ରଦେଶ ନମ୍ବର ଥିବା ଏକ ଟ୍ରକକୁ ଚେକିଂ ବେଳେ, ସେଥୁରୁ ଜବତ ହୋଇଛି ୭୦ ବସ୍ତାରେ ଗଞ୍ଜେଇ ।…

ଆର୍ଯ୍ୟନ ଡ୍ରଗ୍ସ କେସ୍‌: ଜୟାଙ୍କୁ ତାଙ୍କ ଡାଇଲଗ ମନେ ପକାଇଦେଲେ କଙ୍ଗନା

ମୁମ୍ବାଇ: ସୁପରଷ୍ଟାର ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ ଡ୍ରଗ କେସରେ ଗିରଫ ହୋଇଛନ୍ତି । ବଲିଉଡ କୁଇନ କଙ୍ଗନା ରାନାୱତ ଏ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ ଜୟା ବଚ୍ଚନଙ୍କୁ ଟାର୍ଗେଟ କରି ଟୁଇଟ କରିଛନ୍ତି । ଶାହାରୁଖଙ୍କ ପୁତ୍ର ଯାହା କଲା ତାହା କଣ ଥାଳିରେ ଛିଦ୍ର କହିବେ କି ନାହିଁ ?…

ଆର ପାରିରେ ନଟୁ କାକା

ମୁମ୍ବାଇ: କମେଡି ସିରିୟଲ ତାରକ ମେହତାଙ୍କ ଉଲଟା ଚଷମାର ଲୋକପ୍ରିୟ କଳାକାର ନଟୁ କାକା ଭୁମିକାରେ ଅଭିନୟ କରିଥିବା ଘନଶ୍ୟାମ ନାୟକଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ଥିଲେ । ତାରକ ମେହେତାଙ୍କ ଉଲଟା…

ସାଇବର ଅପରାଧ ଓ ଦୁଷ୍କର୍ମ ବୃଦ୍ଧିକୁ ନେଇ ଉଦବେଗ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ସାଇବର ଅପରାଧ ଠକେଇ ଓ ଦୁଷ୍କର୍ମ ମାମଲା । ଯାହାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି । ଅକ୍ଟୋବର ମାସ ପ୍ରଥମ ସପ୍ତାହ ପ୍ରଥମ ତିନି ଦିନରେ ଜିଲ୍ଲାର ୭ଟି ଥାନାରେ ୭ଟି ଦୁଷ୍କର୍ମ ମାମଲା ରୁଜୁ କରାଯାଇଥିବା ବେଳେ,…

ପୋଲିସ ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କଲେ ଦୁଇ ମହିଳା ମାଓବାଦୀ

କୋରାପୁଟ: ଆତ୍ମସମର୍ପଣ କଲେ ଦୁଇ ହାର୍ଡକୋର ମହିଳା ମାଓବାଦୀ । ଆଜି କୋରାପୁଟ ଗସ୍ତରେ ଥିବା ଡିଜିପିଙ୍କ ନିକଟରେ ଜଣେ ଏସିଏମ୍ କ୍ୟାଡର୍ ଓ ଅନ୍ୟ ଜଣେ ମିଲିଟାରି ଗ୍ରୁପ ସଦସ୍ୟା ଆତ୍ମସମର୍ପଣ କରିଛନ୍ତି । ଦୁର୍ଦ୍ଦାନ୍ତ ମାଓ ନେତ୍ରୀ ତଥା ଗୁମା ଏରିଆ କମିଟିର ସଦସ୍ୟା ଦେବା ପଡିଆମି ଓରଫ…

ପ୍ଲେ ଅଫ ପ୍ରବେଶ ନିଶ୍ଚିତ କଲା ବାଙ୍ଗାଲୋର

ଶାରଜା: ଚଳିତ ଆଇପିଏଲରେ ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୬ ରନରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରିଛି । ଏଥିସହ ବିରାଟ କୋହଲିଙ୍କ ଟିମ୍ ପ୍ଲେଅଫ ପ୍ରବେଶ ନିଶ୍ଚିତ କରିଛି । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ୨୦ ଓଭରରେ ୭ ଉଇକେଟ ହରାଇ ୧୬୪ ରନ କରିଥିଲା । ଗ୍ଲେନ ମ୍ୟାକ୍ସୱେଲ (୫୭),…

ଆସନ୍ତାକାଲି ଗଜପତି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ବିଏସକେଓ୍ବାଇ ସ୍ମାର୍ଟ କାର୍ଡ

ଭୁବନେଶ୍ବର : ଆସନ୍ତାକାଲି ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗସ୍ତ ଅବସରରେ ଗଜପତି ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଜିଲ୍ଲାର ବିକାଶ ପାଇଁ ୪୯୦ କୋଟି ଟଙ୍କାର…

ଦୀର୍ଘ ସମୟ ପରେ କୂଅରୁ ଉଦ୍ଧାର ହେଲା ହାତୀ

ମୟୂରଭଞ୍ଜ : ଦୀର୍ଘ ସମୟର କସରତ ପରେ କୂଅ ଭିତରୁ ଉଦ୍ଧାର ହେଲା ହାତୀ । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ବ୍ଲକ ଧବଣୀଷୋଳ ପଞ୍ଚାୟତର ଟେମ୍ବଟୋଲା ଗାଁରେ ଥିବା ଏକ ଖୋଲା କୂଅ ଭିତରେ ଖସି ପଡିଥିଲା ହାତୀ । ଏ ସମ୍ପର୍କରେ ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଜେସିବି ମେସିନ ସହାୟତାରେ…

କୃଷକଙ୍କ ଉପରେ ଗାଡି ମଡେଇଦେଲେ ମନ୍ତ୍ରୀଙ୍କ ପୁଅ, ୨ମୃତ

ଲକ୍ଷ୍ନୌ:ଲକ୍ଷ୍ନୌରେ ଜଣେ ମନ୍ତ୍ରୀଙ୍କ ପୁଅ ଆନ୍ଦୋଳନକାରୀ କୃଷକଙ୍କ ଉପରେ ଗାଡି ମଡେଇଦବା ଭଳି ମାରାତ୍ମକ ଅଭିଯୋଗ ସମ୍ମୁଖକୁ ଆସିଛି । ଏହି ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ଜଣ ଆହତ ହୋଇଛନ୍ତି । ଉତରପ୍ରଦେଶର ଳକ୍ଷ୍ମୀପୂୁର ଖେରୀର ତିକୁନିଆ ଅଂଚଳରେ ଏହି ଘଟଣା ଘଟିଛି । ରିପୋର୍ଟ…

ପିପିପି ମୋଡରେ ଭୁବନେଶ୍ବର ଷ୍ଟେସନର ହେବ ବିକାଶ

ଭୁବନେଶ୍ବର : ଭୁବନେଶ୍ବରର ରେଳ ଷ୍ଟେସନର ହେବ ବିକାଶ । ପିପିପି ମୋଡରେ ଭୁବନେଶ୍ବର ରେଳ ଷ୍ଟେସନର ବିକାଶ କରାଯିବ । ଆଗାମୀ ଦିନରେ ଆଉ ଏକ ପ୍ଲାଟଫର୍ମ ଓ ୨ଟି ରେଳ ଟ୍ରାକ୍ ବଢିବ । ରେଳ ଜମିରେ ରେଳ ମନ୍ତ୍ରଣାଳୟ ଓ ପାଖ ଜମିରେ ବିଡିଏ ଷ୍ଟେସନର ବିକାଶ କରିବ । ଓଡ଼ିଶାରେ ଥିବା ବିଭିନ୍ନ ରେଳ…