Latest Odisha News

BREAKING NEWS

Yearly Archives

2021

ଜାପାନରେ ବୃଦ୍ଧି ପାଉଛି ମହିଳାଙ୍କ ଆତ୍ମହତ୍ୟା ମାମଲା

ଟୋକିଓ: ଗତ ବର୍ଷ ଜାପାନୀରେ ଆତ୍ମହତ୍ୟା ମାମଲାରେ ଅଧିକ ମହିଳା ଶ୍ରମିକ ଏବଂ ଛାତ୍ରମାନେ କୋଭିଡ ମହାମାରୀ ସମୟରେ ନିଜ ଜୀବନ ନେଇଥିବା କାଇଡୋ ନ୍ୟୁଜ୍ ରିପୋର୍ଟରେ ତଥ୍ୟ ପ୍ରକାଶ ପାଇଛି। ନଭେମ୍ବରରେ ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି। ମହାମାରୀ…

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ , ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ବଙ୍ଗୋପସାଗରରେ ଆଜି ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି । ଆସନ୍ତା ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା କରାଇବ । ଏହି ତିନି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାଦ୍ୱାରା ବୁଢ଼ାବଳଙ୍ଗ ଓ…

ଡ୍ରୋନ୍‌ ଉଡାଇବାକୁ ନେଇ ଆମେରିକାକୁ ତାଲିବାନର ଧମକ; କଥା ନ ମାନିଲେ ପରିଣାମ ଭୋଗିବ

ନୂଆଦିଲ୍ଲୀ: ୨୦ ବର୍ଷ ପରେ ଆଫଗାନିସ୍ତାନରେ କ୍ଷମତାକୁ ଫେରିଥିବା ତାଲିବାନ ବର୍ତ୍ତମାନ ଆମେରିକା ଆଡକୁ ମୁହାଁଇଛି। ଆଫଗାନିସ୍ତାନ ଆକାଶରେ ଡ୍ରୋନ୍ ଚଳାଇବା ବିରୋଧରେ ଆମେରିକାକୁ ଚେତାବନୀ ଦେଇଛି ତାଲିବାନ। ଏହାର ପରିଣାମ ସାମ୍ନା କରିବାକୁ ପ୍ରସ୍ତୁତ ହେବାକୁ ଧମକ ‌ବି ଦେଇଛି। ତାଲିବାନ…

ବିରଜାଙ୍କ ପୀଠରେ ଷୋଡଶ ଉପଚାର ପୂଜା

ଯାଜପୁର: ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ପ୍ରତ୍ୟେକ ଶକ୍ତିପୀଠରେ ଚଳଚଂଚଳ ପରିବେଶ । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ଏହି ପୂଜା ଆଗାମୀ ୧୬ ଦିନ ଧରି ହେବାର ପରମ୍ପରା ରହିଥିବା ବେଳେ ଚଳିତ ବର୍ଷ ତିଥିକ୍ଷୟ ପାଇଁ…

ବିଗ୍‌ ବସ୍‌ ୧୫; ସପ୍ତାହକୁ ୩୫ ଲକ୍ଷ ନେବେ ରିୟା!

ମୁମ୍ବାଇ: ଗତ ବର୍ଷ ବହୁଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ରିୟା ଚକ୍ରବର୍ତ୍ତୀଙ୍କୁ ଚର୍ଚ୍ଚା ଲାଗିରହିଛି। ରିୟାଙ୍କୁ ନେଇ ଆଉ ଏକ ଗୁଜବ ମଧ୍ୟ ଶୁଣିବାକୁ ମିଳୁଛି। ରିୟା ସଲ୍‌ମାନଙ୍କ ଶୋ ବିଗ୍ ବସ୍ ୧୫ ରେ ଏଣ୍ଟ୍ରି କରିପାରନ୍ତି। ରିପୋର୍ଟ ଅନୁଯାୟୀ ବିଗ୍‌ ବସ୍‌…

ଚର୍ଚ୍ଚାରେ ଶେହ୍‌ନାଜଙ୍କ ‘ହୋଁସ୍‌ଲା ରଖ୍‌’; ୨ ଦିନରେ ୧୩ ମିଲିୟନ ଭ୍ୟୁ

ନୂଆଦିଲ୍ଲୀ: ଲୋକପ୍ରିୟ ଅଭିନେତ୍ରୀ ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ ପରେ ତାଙ୍କ ବାନ୍ଧବୀ ‌ଶେହ୍‌ନାଜ ଗିଲ୍‌ ଓ ଦିଲଜିତ ଦୋସାଞ୍ଜଙ୍କ ଅଭିନୀତ ଚଳଚ୍ଚିତ୍ର ହୋଁସ୍‌ଲା ରଖ୍‌ ପ୍ରଥମ ପୋଷ୍ଟର ରିଲିଜ କରିଥିଲା।  ଏହାକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଏହାପରେ ସେପ୍ଟେମ୍ବର ୨୭ରେ ଫିଲ୍ମର…

ଦାବି ଶୁଣିଲାନି ପ୍ରଶାସନ, ୧୪୯ ନମ୍ୱର ଜାତୀୟ ରାଜପଥ ବନ୍ଦ କଲେ ଗାଁ ଲୋକ

ଢେଙ୍କାନାଳ: ବାରମ୍ବାର ଗୁହାରି ସତ୍ତ୍ୱେ ଦାବି ଶୁଣାଲାନି ପ୍ରଶାସନ । ସମସ୍ୟାର ସମାଧାନ ନହେବାରୁ ରାଜରାସ୍ତାକୁ ଓହ୍ଲାଇଲେ ଗାଁ ଲୋକ । ଜାତୀୟ ରାଜପଥ ଅବରୋଧ କଲେ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଭେଜିଆ ଗାଁ ଛକ ନିକଟରେ ୧୪୯ ନମ୍ୱର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ବିରିବୋଲେଇ…

ପଞ୍ଜାବ ପିସିସି ସଭାପତି ପଦରୁ ଇସ୍ତଫା ପରେ ସିଦ୍ଧୁଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: ପଞ୍ଜାବରେ ସରୁନି ରାଜନୈତିକ ହାଇଡ୍ରାମା । ଗତକାଲି ପିସିସି ସଭାପତି ପଦରୁ ଇସ୍ତଫା ଦେବା ପରେ ଆଜି ପ୍ରଥମ ଥର ବୟାନ ରଖିଛନ୍ତି ନଭଜୋତ୍ ସିଂହ ସିଦ୍ଧୁ । ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ସେ କହିଛନ୍ତି, ହକ୍ ଓ ସତ ପାଇଁ ଶେଷ ନିଃଶ୍ୱାସ ଯାଏ ଲଢ଼େଇ ଜାରି ରଖିବେ । ନିଜ…

ଓଟିଟିରେ ରିଲିଜ କରିବ ‘ଅତ୍‌ରଙ୍ଗୀ ରେ’!

ମୁମ୍ବାଇ: ମହାରାଷ୍ଟ୍ର ପ୍ରେକ୍ଷାଳୟ ଖୋଲିବାକୁ ସରକାର ଘୋଷଣା କରିବା ମାତ୍ରେ ନିର୍ମାତାମାନେ ସେମାନଙ୍କ ଚଳଚ୍ଚିତ୍ରର ରିଲିଜ୍ ତାରିଖ ପ୍ରକାଶ କରିବାରେ ଲାଗିପଡ଼ିଛନ୍ତି। ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର - ସୂର୍ଯ୍ୟବଂଶୀ, ପୃଥୀରାଜ, ବଚ୍ଚନ ପାଣ୍ଡେ, ରକ୍ଷାବନ୍ଧନ ଏବଂ ରାମସେତୁ…

ଭୁଶୁଡୁଛି ଲାଲଗଡ଼, ସଂଗଠନ ଛାଡ଼ିଲେ ୨୪ ମାଓବାଦୀ

ମାଲକାନଗିରି: ଲାଲବାହିନୀ ଉପରୁ ତୁଟୁଛି ଭରସା । ଭୁଶୁଡୁଛି ଲାଲଗଡ଼ । ମୁଖ୍ୟସ୍ରୋତକୁ ଫେରୁଛନ୍ତି ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ୨୪ ଜଣ ମାଓବାଦୀ ଆଜି ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ୭ ଜଣ ମହିଳା ମାଓବାଦୀ । କିସ୍ତାରାମଠାରେ ଥିବା…