Latest Odisha News

BREAKING NEWS

Yearly Archives

2021

୬୦ ଛାତ୍ରଛାତ୍ରୀ କରୋନା ପଜିଟିଭ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ଏକ ଆବାସିକ ବୋର୍ଡିଂ ସ୍କୁଲର ୬୦ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। "୪୮୦ ଜଣ ଛାତ୍ରଙ୍କ ମଧ୍ୟରୁ ୬୦ ଜଣ ଛାତ୍ର କରୋନା ସଂକ୍ରମିତ ହୋଇଛନ୍ତି। ଦୁଇ ଜଣ ଛାତ୍ରଙ୍କର ସାମାନ୍ୟ ଲକ୍ଷଣ…

ହୀରାକୁଦ ଡ୍ୟାମ୍ ଭର୍ତ୍ତି: କ୍ଷମତା ଯେତିକି ଏବେ ପାଣି ଅଛି ସେତିକି

ସମ୍ୱଲପୁର: ହୀରାକୁଦ ଜଳଭଣ୍ଡାର ଫୁଲ୍ । ଯେତିକି ଜଳ ଧାରଣ କ୍ଷମତା ଏବେ ଡ୍ୟାମରେ ସେତିକି ପରିମାଣର ଜଳ ରହିଛି । ହୀରାକୁଦ ଡ୍ୟାମର ବିପଦ ସଙ୍କେତ ୬୩୦ ଫୁଟ୍ । ଏବେ ଜଳଭଣ୍ଡାରରେ ସମାନ ପରିମାଣର ଜଳସ୍ତର ରହିଛି । ଏବେ ଦୁଇଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ବର୍ତ୍ତମାନ ଜଳଭଣ୍ଡାରରେ…

ଓଜନ ହ୍ରାସ ଦ୍ବାରା ହୃଦ୍‌ରୋଗର ଆଶଙ୍କା ମଧ୍ୟ କମ୍‌ ହୋଇପାରେ

ନୂଆଦିଲ୍ଲୀ: ଅଧ୍ୟୟନ ଅନୁଯାୟୀ ଶରୀରର ଓଜନ ପ୍ରାୟ ସମସ୍ତ ହୃଦ୍‌ରୋଗର ବିପଦ ସହିତ ସିଧାସଳଖ ଜଡିତ। ଶରୀରର ଓଜନ ସହ ରକ୍ତଚାପ, ନିମ୍ନ-ସାନ୍ଦ୍ରତା ଲିପୋପ୍ରୋଟେନ୍, କୋଲେଷ୍ଟ୍ରଲ, ଅନ୍ୟାନ୍ୟ ଅସ୍ୱାଭାବିକ ଚର୍ବି, ରକ୍ତ ଶର୍କରାରେ ମଧ୍ୟ ବୃଦ୍ଧି ଘଟିବା ଆଶଙ୍କା ରହିଥାଏ। ଏହି ପରିବର୍ତ୍ତନଗୁଡ଼ିକ…

ଯୁବକଙ୍କ ତଣ୍ଟିକାଟି ହତ୍ୟା, ବ୍ରିଜ ନିକଟରୁ ମୃତଦେହ ଉଦ୍ଧାର

ବରଗଡ଼: ତଣ୍ଟି କାଟି ଯୁବକଙ୍କୁ ହତ୍ୟା । ନିର୍ମମ ଭାବରେ ହତ୍ୟା କରିବା ପରେ ମୃତଦେହକୁ ଫିଙ୍ଗି ଦେଲେ ଦୁର୍ବୃତ୍ତ । ବରଗଡ଼ ସହରର ଅମ୍ବାପାଲି ବନଜାରି ବ୍ରିଜ ନିକଟସ୍ଥ ପଡିଆରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି । ଯୁବକଙ୍କ ଶରୀରର ବିଭିନ୍ନ ସ୍ଥାନରେ ରହିଛି ଗଭୀର କ୍ଷତ…

ଗର୍ଭପାତ ବଟିକା ଖାଇ ମହିଳାଙ୍କ ମୃତ୍ୟୁ

ଚେନ୍ନାଇ: ଚେନ୍ନାଇର ଜଣେ ୮ ମାସର ଗର୍ଭବତୀ ମହିଳା ଗର୍ଭପାତର ବଟିକା ଖାଇବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କାରଣ ସେ ପ୍ରସବ ସମ୍ବନ୍ଧୀୟ ଜଟିଳତାକୁ ଭୟ କରୁଥିବା ପୋଲିସ କହିଛି। ମୃତ ମହିଳାଙ୍କ ବୟସ ୨୩ ବର୍ଷ। ସେ ତାଙ୍କ ସ୍ୱାମୀ ଏବଂ ଭାଣିଜୀଙ୍କ ସହ ଚେନ୍ନାଇରେ ରହୁଥିଲେ।…

ରାଜ୍ୟରେ ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ: ୩ କୋଟି ଡୋଜ୍ ଭ୍ୟାକସିନ୍ ଦିଆଗଲାଣି

ଭୁବନେଶ୍ୱର: ରାଜ୍ୟରେ ଦ୍ରୁତ ଚାଲିଛି କୋଭିଡ୍ ଟିକାକରଣ । କରୋନା ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ଓଡ଼ିଶା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ କୋଟି ଡୋଜ୍ କୋଭିଡ୍ ଭ୍ୟାକସିନ୍ ଦିଆଗଲାଣି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କୋଭିଡ୍ ଟିକାକରଣରେ…

ଅନୁଗୁଳରୁ ୧୨ ଫୁଟର ଅହିରାଜ ସାପ ଉଦ୍ଧାର

ଅନୁଗୁଳ: ବିରାଟକାୟ ଅହିରାଜ ସାପ ଉଦ୍ଧାର । ଅନୁଗୁଳ ଜିଲ୍ଲା ଗଡତରାସ ଗାରୁ ୧୨ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର ହୋଇଛି । ଶିବ ମନ୍ଦିର ନିକଟ ଏକ ଜଳାଶୟ ପାଖରେ ଏକ ବଡ଼ ସାପକୁ ଗାଁର କିଛି ଲୋକ ଦେଖି ଭୟଭୀୟ ହୋଇଯାଇଥିଲେ । ତୁରନ୍ତ ଗ୍ରାମ ସଭାପତି ସୁବର୍ଣ୍ଣୀ ପ୍ରଧାନ ଏସମ୍ପର୍କରେ ଅନୁଗୁଳର…

ମା’ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା

ଯାଜପୁର: ଧରାପୃଷ୍ଠକୁ ଅବତରଣ କରିବେ ମା’ । ଏଥିପାଇଁ ଶକ୍ତିପୀଠ ଚଳଚଞ୍ଚଳ ହେଲାଣି । ମା’ଙ୍କ ଆଗମନ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ଏହି ପୂଜା ଆଗାମୀ ୧୬ ଦିନ ଧରି ହେବାର ପରମ୍ପରା ରହିଥିବା ବେଳେ…

ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ, ଆଜି ପ୍ରବଳ ବର୍ଷିବ

ଭୁବନେଶ୍ୱର: ଉତ୍ତର ପଶ୍ଚିମ ତଥା ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ଓ୍ୱେଲ୍ ମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଓଡ଼ିଶା ଜିଲ୍ଲାରେ ବର୍ଷା ପରିମାଣ ଅଧିକ ରହିବ । ଆଜି ପାଇଁ…

କରୋନା ବଦଳରେ ନର୍ସ ଫୋଡ଼ି ଦେଲେ ରେବିଜ୍ ଟିକା

ମୁମ୍ୱାଇ: କୋଭିଡ୍ ଟିକାକରଣରେ ବଡ଼ ଧରଣର ଖାମଖିଆଲି । କୋଭିଡ୍ ଟିକା ବଦଳରେ ନର୍ସ ଜଣେ ବ୍ୟକ୍ତଙ୍କୁ ଫୋଡ଼ି ଦେଲେ ରେବିଜ୍ ଟିକା (କୁକୁର କାମୁଡ଼ିଲେ ଦିଆଯାଉଥିବା ଟିକା) । ମହାରାଷ୍ଟ୍ରର ଥାନେ ଅନ୍ତର୍ଗତ କଲଓ୍ୱାର ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଘଟଣା ଘଟିଛି । ଏଭଳି ଅବହେଳା ପାଇଁ ଜଣେ…