Latest Odisha News

BREAKING NEWS

Yearly Archives

2021

ସୁନ୍ଦରଗଡ଼ରେ ‘ସ୍ୱାଧୀନତାର ଅମୃତ ମହୋତ୍ସବ’

ସୁନ୍ଦରଗଡ଼ : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ , ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ 'ସ୍ଵାଧୀନତାର ଅମୃତ-ମହୋତ୍ସବ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ହୋଇଥିବା…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୩୯)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୯ ଗପୁଡା  ପ୍ରତୀକ ପହଞ୍ଚିବା କ୍ଷଣି  ପଚାରିଲା, 'କ'ଣ ହେଲା ହୋ ' ତା' ନିଜ ଜାଗାରେ, ନିଜ କଥିତ ଭାଷାରେ ପରମ ଉତ୍ସାହର ସହିତ । 'ମୋତେ ଏ ରାଜପ୍ରାସାଦ ବୁଲେଇ ଦେଖେଇବ, କହିବ କି ରାଜା ଓ ରାଣୀଙ୍କ ବାବଦରେ କିଛି' ,…

ପୋଖରୀ ମାଛ ପୋଖରୀ କି ଯା

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ ..... ତେଲଲୁଣର ସଂସାରରେ ସଂଘର୍ଷରତ ସାଧାରଣ ମଣିଷଟିଏ ବି ନିଜର ବ୍ୟକ୍ତିଗତ ସଂକଳ୍ପ , ବିଚାର ଶକ୍ତି ଓ କାର୍ଯ୍ୟ କରିବାର ନିଆରା ଢଙ୍ଗଦ୍ୱାର ପରବର୍ତ୍ତୀ ପିଢ଼ି ପାଇଁ ଆଦର୍ଶ ବନି ଯାଇପାରେ। ଇତିହାସ ସେମାନଙ୍କ କଥା ଲିପିବଦ୍ଧ କରୁ କି ନକରୁ…

କବିତା : କେନ୍ଦରା

ଗଦାଧର ସାହୁ  କେନ୍ଦରାର ସ୍ଵରେ ବନ୍ଧା ସଂସାର କରୁଣ ସ୍ଵର ନାଥପୁଅ ଗାଇ ଗାଇ ବୁଲୁଥାଏ ନିତିଦିନ ପ୍ରତି ଦାଣ୍ଡଦ୍ଵାର  । ଜୀବନର ଶେଷକଥା ଆରମ୍ଭ କାହାଣୀ.... ଗାଇ ଗାଇ ସରେ ନାହିଁ ବେଳ ଯାଏ ଗଡି  । ଜନ୍ମ ମୃତ୍ୟୁ ମଧ୍ୟେ ଥାଏ ଯେତେକ ଯନ୍ତ୍ରଣା ମାତା ପୁତ୍ର, ପତି-ପତ୍ନୀ…

ଗୋଟିଏ ରୁମରେ ୧୧ ବର୍ଷ ପ୍ରେମିକାକୁ ଲୁଚାଇ ରଖିବା ପରେ…

ପାଲକଡ: କେରଳର ପାଲକଡ ଅଂଚଳରେ ରହେମାନ ନାମକ ଜଣେ ଯୁବକ ସାଜିଥା ନାମକ ଝିଅକୁ ଭଲ ପାଉଥିଲେ । ଉଭୟଙ୍କ ପ୍ରେମ ନିବୀଡ ଥିଲା । ତେବେ ପରିବାର ଲୋକ ରାଜି ହେବେନି ବୋଲି ସେମାନେ ଭଲ ଭାବେ ଜାଣିଥିଲେ । ସାଜିଥାଙ୍କୁ ଯେତେବେଳେ ୧୮ ବର୍ଷ ବୟସ ହେଲା ରହେମାନ ତାଙ୍କୁ ନିଜ ରୁମରେ ରଖିଥିଲା । ଉଭୟ…

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନାବାର୍ଡ ଅଧ୍ୟକ୍ଷ

ଭୁବନେଶ୍ବର : ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ନାବାର୍ଡ ଅଧ୍ୟକ୍ଷ ଡକ୍ଟର ଜି.ଆର୍. ଚିନ୍ତାଲା । ଗ୍ରାମୀଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ନାବାର୍ଡ ଅଧ୍ୟକ୍ଷ । ବାରମ୍ବାର ପ୍ରାକୃତିକ ଦୁର୍ବିପାକର ସାମ୍ନା କରୁଛି ଓଡ଼ିଶା ।…

ଅନୁଗୁଳରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ଘଟଣା : ଦୃତ ଗତିରେ ଚାଲିଛି ମରାମତି କାର୍ଯ୍ୟ

ଭୁବନେଶ୍ବର : ଦୃତ ଗତିରେ ଚାଲିଛି ଅନୁଗୁଳରେ ଲାଇନଚ୍ୟୁତ୍ ହୋଇଥିବା ମାଲବାହୀ ଟ୍ରେନର ବଗି କଢ଼ା କାର୍ଯ୍ୟ । ସମସ୍ତ ଓ୍ବାଗନ ଗୁଡିକୁ ରେଳ ଧାରଣା ଓ ବ୍ରିଜ୍ ଉପରୁ କଢ଼ା ଯାଇଥିବା ବେଳେ, ଆଜି ଇଞ୍ଜିନକୁ ମଧ୍ୟ ରେଳ ଧାରଣା ଓ ବ୍ରିଜ ଉପରୁ କଢ଼ାଯାଇଛି । ଏନେଇ ସୂଚନା ଦେଇଛି ରେଳବାଇ ।…

ଏନସିସି କମିଟିର ଅଧ୍ୟକ୍ଷ ହେଲେ ବୈଜୟନ୍ତ ପଣ୍ଡା

ନୂଆଦିଲ୍ଲୀ : ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମିଳିଛି ବଡ଼ ଦାୟିତ୍ୱ । ବୈଜୟନ୍ତ ପଣ୍ଡାଙ୍କୁ ଜାତୀୟ କ୍ୟାଡେଟ୍ କର୍ପସ୍ ବା ଏନସିସି କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ । ଏନସିସିକୁ ଅଧିକ ପ୍ରାସଙ୍ଗିକ କରିବା…

ମାଆ ହେବେ କାଜଲ ଅଗ୍ରୱାଲ !

ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ କାଜଲ ଅଗ୍ରୱାଲ ମାଆ ହେବାକୁ ଯାଉଛନ୍ତି । ଗତବର୍ଷ ଅକ୍ଟୋବରରେ ସେ ବ୍ୟବସାୟୀ ଗୌତମ କିଚଲୁଙ୍କୁ ବିବାହ କରିଥିଲେ । ଉଭୟଙ୍କ କେମେଷ୍ଟ୍ରି ସୋସିଆଲ ସାଇଟରେ ମଧ୍ୟ ଆଦୃତ ହେଉଛି । ତେବେ କାଜଲ-ଗୌତମ କିମ୍ବା ସେମାନଙ୍କ ପରିବାର ପକ୍ଷରୁ ଏ ନେଇ କୌଣସି ମନ୍ତବ୍ୟ…

ମହଙ୍ଗା ପଡ଼ିଲା ମିଛ ଅପହରଣ ନାଟକ, ଗିରଫ ହେଲା ପତିତପାବନ

ଭୁବନେଶ୍ବର : ମହଙ୍ଗା ପଡିଲା ମିଛ ଅପହରଣ ନାଟକ । ଶେଷରେ ପୋଲିସ ହାତରେ ଧରାପଡିବା ପରେ ଗିରଫ ହେଲା ନିଜକୁ ଡେଲିଭରୀ ବୟ କହୁଥିବା ପତିତପାବନ ଓରଫ ଚିକୁନ୍ । ଆଜି ପତିତପାବନକୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି । ପୋଲିସର ସୂଚନା ଅନୁସାରେ, ସେ ଡେଲିଭରି ବୟ…