Latest Odisha News

BREAKING NEWS

Yearly Archives

2021

ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ପ୍ରଭାତ କୁମାର ପାଢ଼ୀଙ୍କ ପରଲୋକ

କଟକ: ପରଲୋକରେ ବିଶିଷ୍ଟ ଭେଷଜ ବିଶେଷଜ୍ଞ ତଥା ଏସସିବି ମେଡିକାଲ କଲେଜ ଓ ହସପିଟାଲର ମେଡିସିନ ବିଭାଗର ପ୍ରଫେସର ଡାକ୍ତର ପ୍ରଭାତ କୁମାର ପାଢ଼ୀ । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ଗତକାଲି ରାତିରେ କଟକ ବଜ୍ରକବାଟୀ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ହଠାତ୍…

କରୋନା ସଂକ୍ରମିତ ଚିହ୍ନଟ ପରେ ଭୁବନେଶ୍ୱର ସବ୍-କଲେକ୍ଟର ଓ ତହସିଲ ଅଫିସ ୫ ଦିନ ବନ୍ଦ

ଭୁବନେଶ୍ୱର: ଭୁବନେଶ୍ୱର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଓ ତହସିଲ ଅଫିସର କିଛି କର୍ମଚାରୀ କୋଭିଡ ସଂକ୍ରମିତ ଚିହ୍ନଟ ପରେ ଉଭୟ କାର୍ଯ୍ୟାଳୟ ବନ୍ଦ । ଏହି ଦୁଇ କାର୍ୟ୍ୟାଳୟରେ ୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାପରେ ଦୁଇଟିଯାକ କାର୍ଯ୍ୟାଳୟକୁ ୫ ଦିନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି ।…

୫ ରାଜ୍ୟରେ ଜ୍ୱର ଆତଙ୍କ; ମଧ୍ୟପ୍ରଦେଶରେ ସର୍ବାଧିକ ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନାର କୋପ ନ ଥମୁଣୁ ଦେଶର ଅନେକ ରାଜ୍ୟରେ ଲୋକେ ଉଚ୍ଚ ଜ୍ୱରରେ ଆକ୍ରାନ୍ତ ଦେଖିବାକୁ ମିଳିଛି। ଗତ ଏକ ମାସ ମଧ୍ୟରେ ଉତ୍ତର ଏବଂ ପୂର୍ବ ଭାରତର ପାଞ୍ଚଟି ରାଜ୍ୟରେ ଅଧିକ ଜ୍ୱର ହେତୁ ପ୍ରାୟ ୧୦୦ ଲୋକଙ୍କର ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶରେ ୩୦୦୦ ଜ୍ୱର ମାମଲା ସାମ୍‌ନାକୁ ଆସିଛି…

୭୧ ବର୍ଷରେ ପଦାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ୭୧ ବର୍ଷରେ ପଦାର୍ପଣ କଲେ ପ୍ରଧାନମନ୍ତ୍ରୀ ମ‌ୋଦୀ। ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, କେନ୍ଦ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ଜନ୍ମଦିନରେ…

ଆଜି ୨୩ ଜିଲ୍ଲାରୁ ୬୨୮ କରୋନା ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ୬୦୦କୁ ଖସିଛି କରୋନାର ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୬୨୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୩୬୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୬୧ଟି । ନୂଆ ଆକ୍ରାନ୍ତଙ୍କ ଭିତରେ ୧୮ ବର୍ଷ ଭିତରେ ଅଛନ୍ତି ୯୬ ଜଣ । ଆଜି ୨୩…

ଟ୍ରକ୍ ମାଲିକ ସଂଘ ପକ୍ଷରୁ ୧୨ ଘଣ୍ଟିଆ ସୁନ୍ଦରଗଡ଼ ସହର ବନ୍ଦ ପାଳନ

ସୁନ୍ଦରଗଡ଼: ବିଭିନ୍ନ ଦାବିରେ ଟ୍ରକ୍ ମାଲିକ ସଂଘ ପକ୍ଷରୁ ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ସହର ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ୧୨ ଘଣ୍ଟିଆ ବନ୍ଦ ପାଳନ ଆରମ୍ଭ ହୋଇଛି । ଫଳରେ ବନ୍ଦ ରହିଛି ଦୋକାନ ବଜାର । ସହରର ରାଣୀବଗିଚା, ଟୋଲ୍‌ଗେଟ୍, କଲେଜ ବାଇପାସ୍ ଅବରୋଧ କରିଛନ୍ତି ଆନ୍ଦୋଳନକାରୀ ।…

ସ୍କୁଟି-ଟ୍ରାକ୍ଟର ଧକ୍କାରେ ଜଣେ ମୃତ, ଜଣେ ଆହତ

ରାୟଗଡ଼ା: ଖାଲଖମା ରାସ୍ତାରେ ଦୁର୍ଘଟଣା ନେଲା ଜଣଙ୍କର ଜୀବନ । ଆଉ ଜଣେ ଆହତ ହୋଇଛନ୍ତି । ୩୨୬ ନମ୍ବର ଜାତୀୟ ରାଜପଥର ରାୟଗଡ଼ା ସହରରେ ଥିବା ଫ୍ଲାଏଓଭର ବ୍ରିଜ ଉପରେ ଏହି ଦୁର୍ଘଟଣା ଘଟିଛି । ସ୍କୁଟି ସହ ଟ୍ରାକ୍ଟରର ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଡି.ମୁନା (୪୫) ଓ…

ଅଜଣା ଗାଡ଼ି ଧକ୍କାରେ ଦୁଇ ମହିଳା ମୃତ

ବ୍ରହ୍ମପୁର: ଅଜଣା ଗାଡ଼ି ଧକ୍କାରେ ଦୁଇ ମହିଳାଙ୍କ ମୃତ୍ୟୁ । ବ୍ରହ୍ମପୁର-ଦିଗପହଣ୍ଡି ରାସ୍ତା ଗୋକର୍ଣ୍ଣପୁର ବ୍ରିଜ୍ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକମାନେ ହେଲେ ତମାଳ ବିନ୍ଧାଣୀ ଓ ଚିନାରୀ ବାଙ୍ଗାରୀ ପାତ୍ର। ଏହି ଘଟଣା ପରେ ଉତ୍ୟକ୍ତ ଲୋକ କ୍ଷତିପୂରଣ ଦାବିରେ ଦିଗପହଣ୍ଡି-ବ୍ରହ୍ମପୁର…

ମାଡ଼ି ଆସୁଛି ମହାନଦୀର ବନ୍ୟା ପାଣି, ହୀରାକୁଦର ୨୮ଟି ଗେଟ୍ ଖୋଲା

କଟକ: ଉପରମୁଣ୍ଡରେ ବର୍ଷା ଓ ହୀରାକୁଦରୁ ପାଣି ଛାଡ଼ିବା ପରେ ମହାନଦୀରେ ଆସୁଛି ବଢ଼ି । ଏବେ ହୀରାକୁଦ ଜଳ ଭଣ୍ଡାରରେ ଯେତିକି ଜଳ ପ୍ରବେଶ କରୁଛି ସେତିକି ନିଷ୍କାସିତ ବି ହେଉଛି । ଏବେ ଡ୍ୟାମ୍ ଭିତରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୪ଲକ୍ଷ ୮୭ ହଜାର ୨୦୩ କ୍ୟୁସେକ୍ ବନ୍ୟା ପାଣି । ସମାନ…

ଫୁଲୁଛି ସୁବର୍ଣ୍ଣରେଖା: ରାଜଘାଟରେ ବିପଦ ସଙ୍କେତ ଟପିଲା

ବାଲେଶ୍ୱର: ଫୁଲୁଛି ସୁବର୍ଣ୍ଣରେଖା । ବାଲେଶ୍ୱର ଜିଲ୍ଲା ରାଜଘାଟରେ ବିପଦ ସଙ୍କେତ ଟପିଛି । ଏବେ ସୁବର୍ଣ୍ଣରେଖାରେ ୧୦.୪୧ ମିଟର ବନ୍ୟା ପାଣି ପ୍ରବାହିତ ହେଉଛି । ସେଠାରେ ବିପଦ ସଙ୍କେତ ରହିଛି ୧୦.୩୬ ମିଟର। ଗାଲୁଡିହ ବ୍ୟାରେଜ୍ ଦେଇ ୬ହଜାର ୧୦୦ କ୍ୟୁସେକ୍ ବନ୍ୟା ପାଣି ନିଷ୍ପାସିତ ହେଉଛି ।…