Latest Odisha News

BREAKING NEWS

Yearly Archives

2021

କୃତଘ୍ନ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ କଳାପଥର ଗାଁରୁ ଆସି ରାହାସପୁରରେ ଚାକିରି କରୁଥାନ୍ତି ଚନ୍ଦନ ମାଷ୍ଟ୍ରେ । ପୂରା ନାଁ ଚନ୍ଦନ ଜୟପୁରିଆ। ପ୍ରାଥମିକ ବିଦ୍ୟାଳୟରେ ସିନା ଶିକ୍ଷକ, କିନ୍ତୁ ଯୋଗ୍ୟତା ଥିଲା ହାଇସ୍କୁଲ ମାଷ୍ଟ୍ର ହେବାର। ଜୀବନ ତମାମ ସବୁ ଶ୍ରେଣୀରେ ପ୍ରଥମ ।…

ରାଜନୀତିରେ ପ୍ରବେଶ କରିବେ କଙ୍ଗନା!

ମୁମ୍ବାଇ: କଙ୍ଗନା ରାଣାୱତଙ୍କ ଫିଲ୍ମ 'ଥାଲାଇଭି' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। କଙ୍ଗନା ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ସେ ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଭୂମିକା ଗ୍ରହଣ କରିଥିଲେ। ରାଜନୈତିକ ପ୍ରସଙ୍ଗରେ କଙ୍ଗନା ନିଜେ ଏକ ଖୋଲା ମତ ରଖିଛନ୍ତି।…

ଟିମ୍ ଇଣ୍ଡିଆର ସମସ୍ତ ଖେଳାଳିଙ୍କ ରିପୋର୍ଟ ନେଗେଟିଭ, ମ୍ୟାଚ ହେବ

ଲଣ୍ଡନ: କ୍ରିକେଟପ୍ରେମୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ଇଂଲଣ୍ଡ ବିପକ୍ଷ ୫ମ କ୍ରିକେଟ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆର ସମସ୍ତ ଖେଳାଳିଙ୍କ କୋଭିଡ ରିପୋର୍ଟ ନେଗେଟିଭ ଆସିଛି । ମୁଖ୍ୟ କୋଚ ରବି ଶାସ୍ତ୍ରୀ ଏବଂ ଫିଜିଓ ଯୋଗେଶ ପରମାର କରୋନା ସଂକ୍ରମିତ ଜଣାପଡିବା ପରେ ୫ମ ଟେଷ୍ଟ ଆୟୋଜନ ନେଇ…

ରାଜ୍ୟରେ ଦିନକୁ ୩ଲକ୍ଷରୁ ଅଧିକ ଲୋକଙ୍କୁ ଟିକାକରଣ ଲକ୍ଷ୍ୟ

ଭୁବନେଶ୍ୱର: କରୋନା ଟିକାକରଣରେ ଓଡିଶା ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, କରୋନା ବିରୋଧୀ ଲଢେଇରେ ସକ୍ରିୟ ଅଂଶଗ୍ରହଣ କରିଥିବାରୁ ଆମେ ଓଡିଶାର ଲୋକଙ୍କୁ ଧନ୍ୟବାଦ ଦେଉଛୁ। ରାଜ୍ୟରେ ମୋଟ ୨,୫୦,୧୧,୧୩୩ ଡୋଜ ବ୍ୟବହୃତ ହୋଇଥିବାବେଳେ…

୧ ରେ ରିଲିଜ କରିବ ଫିଲ୍ମ ‘ରାବଣ ଲୀଲା’

ନୂଆଦିଲ୍ଲୀ: ସ୍କାମ ୧୯୯୨ ତାରକା ପ୍ରତୀକ ଗାନ୍ଧୀ ହାର୍ଦ୍ଦିକ ରାମ ଲୀଲା ସହ ବଲିଉଡରେ ଡେବ୍ୟୁ କରୁଛନ୍ତି। ଫିଲ୍ମର ଟ୍ରେଲର ସେପ୍ଟେମ୍ବର ୯ ଗୁରୁବାର ଦିନ ମୁକ୍ତିଲାଭ କରିଥିଲା। ରାବଣ ଲୀଳା ଟ୍ରେଲରକୁ ବେଶ୍‌ ପସନ୍ଦ ମଧ୍ୟକ କରାଯାଉଛି। ପ୍ରତୀକ ରାବଣ ଭୂମିକାରେ ଅଭିନୟ କରିଛନ୍ତି। ଗତ…

କରୋନା ଜନିତ ମୃତ୍ୟୁକୁ ରୋକିବାରେ ପ୍ରଥମ ଡୋଜ୍‌ ଟିକା କେତେ ପ୍ରଭାବଶାଳୀ?

ନୂଆଦିଳ୍ଲୀ: କରୋନା ଜନିତ ମୃତ୍ୟୁକୁ ରୋକିବାରେ କରୋନା ଟିକା କେତେ ସୁରକ୍ଷା ଯୋଗାଇଥାଏ ସେ ସମ୍ବନ୍ଧରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ତଥ୍ୟ ଜାରି କରିଛି। ଯେଉଁ ତଥ୍ୟରୁ ଜଣାପଡିଛି ଯେ ଟିକା ର ପ୍ରଥମ ମାତ୍ରା ଭାରତରେ କରୋନା ଜନିତ ମୃତ୍ୟୁକୁ ରୋକିବାରେ ୯୬.୬ ପ୍ରତିଶତ ପ୍ରଭାବଶାଳୀ ଅଟେ।…

ଔଷଧ ବିତରଣ କରିବ ଡ୍ରୋନ୍‌!

ତେଲେଙ୍ଗାନା: ଶନିବାର ଦିନ ବିଶ୍ୱ ଅର୍ଥନୈତିକ ଫୋରମ୍, ଏନଆଇଟି ଆୟୋଗ ଏବଂ ହେଲଥନେଟ୍ ଗ୍ଲୋବାଲ୍ ସହଭାଗିତାରେ ତେଲେଙ୍ଗାନା ସରକାର 'ମେଡିସିନ୍ ଫ୍ରମ୍‌ ଦି ସ୍କାଏ' ଅଭିଯାନ ଆରମ୍ଭ କରିବାର ସମ୍ଭାବନା ରହିଛି। ଟୀକା ଏବଂ ଔଷଧ ବିତରଣ ପାଇଁ ଡ୍ରୋନ୍‌ର ବ୍ୟବହାର କରାଯିବ। ଏହି ପ୍ରକଳ୍ପ…

AIMIM ମୁଖ୍ୟ ଅସାଦୁଦ୍ଦିନଙ୍କ ବିରୋଧରେ ମାମଲା ଦାୟର

ଲକ୍ଷ୍ନୌ: ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଆପତ୍ତିଜନକ ଅଭିଭାଷଣ ଦେଇ ଉତ୍ତେଜିତ କରିବା ଏବଂ ଉତ୍ତରପ୍ରଦେଶର ବାରବାଙ୍କି ଜିଲ୍ଲାର ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ଭଣ୍ଡୁର କରିବା ଅଭିଯୋଗରେ ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ୱାଇସିଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାଖଲ କରାଯାଇଛି।…

୩ ଦିନ ଯାଏ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: ପୁରୀ ଜଗନ୍ନାଥ ମନ୍ଦିର ତିନି ଦିନ ପର୍ଯ୍ୟନ୍ତ ବନ୍ଦ ରହିବ। ଶୁକ୍ରବାର ଗଣେଶ ଚତୁର୍ଥୀ ହୋଇଥିବାରୁ ଆଗାମୀ ୨ ଦିନ ପାଏ ଶ୍ରୀମନ୍ଦିର ଦ୍ବାର ଭକ୍ତଙ୍କ ଲାଗି ବନ୍ଦ ରହିବ ବୋଲି ସୂଚନା ମିଳିଛି। ସେପ୍ଟେମ୍ବର ୯ ରେ SJTA ଦ୍ବାରା ଜାରି ନୂତନ ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ…

ରାଜ୍ୟରେ ୭୪୫ ସଂକ୍ରମିତ ଚିହ୍ନଟ; ୧୧୯ ଛୁଆ ପଜିଟିଭ

ଭୁବନେଶ୍ବର: ରାଜ୍ୟରେ ବଢୁଛି ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୭୪୫ ଜଣ କରୋନା ଆକ୍ରାନ୍ତ। ଆଜି ୦-୧୮ ବର୍ଷ ଭିତରେ ୧୧୯ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନରୁ ୪୩୫ ଜଣ ପଜିଟିଭ ହୋଇଥିବା ବେଳେ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି…