Latest Odisha News

BREAKING NEWS

Yearly Archives

2021

ପୋଖରୀରେ ଭାସୁଛି ମୃତଦେହ ,ପୋଲିସର ତଦନ୍ତ ଜାରି

କୋରାପୁଟ : ପୋଖରୀରେ ଭାସୁଛି ମୃତଦେହ । କୋରାପୁଟ ଜିଲ୍ଲା କୋଟପାଡ ଅନ୍ତର୍ଗତ କୁର୍ମାକୋଟା ଗାଁ ପୋଖରୀରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗତ କାଲି ଦିନ ୩ ଟା ବେଳଠାରୁ ମୃତଦେହ ପୋଖରିରେ ଭାସୁଛି । ମୃତ ବ୍ୟକ୍ତିଜଣକ ଲକ୍ଷଣ ଗୌଡ ବୋଲି ଜଣାପଡ଼ିଛି ।ସେ ୬ ତାରିଖ ଦିନ ସନ୍ଧ୍ୟାରୁ…

କ୍ରିଷ୍ଣାଙ୍କ ଉପରେ ବର୍ଷିଲେ ଗୋବିନ୍ଦାଙ୍କ ପତ୍ନୀ ସୁନୀତା; କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ଭଣଜା କ୍ରିଷ୍ଣା ଅଭିଷେକଙ୍କ ବେଶ୍‌ ଜଣାଶୁଣା। ତେବେ ଉଭୟଙ୍କ ସମ୍ପର୍କରେ ଏବେ ଫାଟ ପଡ଼ିସାରିଛି। ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଯୋଗୁ ମତାନ୍ତର ଚାଲିଛି। ନିକଟରେ ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନୀତା ଅହୁଜା ଦି କପିଲ ଶର୍ମା ଶୋ’ରେ…

ଗହଣା ଚୋର ଗ୍ୟାଙ୍ଗକୁ ଧରିଲା ପୋଲିସ ,ବିପୁଳ ପରିମାଣର ସୁନା,ରୂପା ଜବତ

ଭଦ୍ରକ : ଆନ୍ତଜିଲ୍ଲା ଗହଣା ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ୫ ଜଣ ସିନ୍ଧିଚୋର ଓ ୪ ରିସିଭରଙ୍କୁ ଗିରଫ କଲା ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ଅଭିଯୁକ୍ତ ମାନଙ୍କ ଠାରୁ ୩୧୨ ଗ୍ରାମ ସୁନା , ୪ କେଜିରୁ ଅଧିକ ରୂପା ଜବତ କରିବା ସହ ,୩ଟି ବାଇକ,ମୋବାଇଲ ,ଖେଳନା…

ଚାଷୀଙ୍କ ଜୀବନ ନେଉଛି ଋଣ ଭାର, ଏଥର ଯାଜପୁରରେ

ଯାଜପୁର: ଦେଶର ମେରୁଦଣ୍ଡ ବୋଲାଉଥିବା ଚାଷୀକୂଳ ଏବେ ଆତ୍ମହତ୍ୟା ପନ୍ଥାକୁ ଶ୍ରେୟସ୍କର ମଣୁଛନ୍ତି । ସରକାରଙ୍କ ବହୁମୁଖୀ ଯୋଜନାର ବିଫଳତା ଓ ଋଣ ଭାର ସେମାନଙ୍କ ପାଇଁ କାଳ ପାଲଟିଛି । ଯାଜପୁର ଜିଲ୍ଲାରେ ଋଣ ଭାର ସହିନପାରି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ବରୀ କୋଦୁଆ…

ଭୁଶୁଡିଲା ୧୦୦ ବର୍ଷ ପୁରୁଣା ପୋଲ; ସମ୍ବଲପୁର

ସମ୍ବଲପୁର: ଭୁଶୁଡିଲା ୧୦୦ ବର୍ଷ ପୁରୁଣା ପୋଲ। ସମ୍ବଲପୁର ସହରକୁ କୁଚିଣ୍ଡା ସହର ସହିତ ସଂଯୋଗ କରୁଥିବା ୧୦୦ ବର୍ଷ ପୁରୁଣା ବ୍ରିଜ୍‌ ଗୁରୁବାର ବିଳମ୍ବିତ ରାତିରେ ଭୁଶୁଡି ପଡିଛି। ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। କିନ୍ତୁ ସୂଚନା ମୁତାବକ ସେତେବେଳେ ବ୍ରିଜ ପାର ହେଉଥିବା…

ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଭକ୍ତମାନଙ୍କୁ ନକଲି ଆର୍‌ଟିପିସିଆର୍‌ ରିପୋର୍ଟ ବିକ୍ରି କରୁଥିବା ଅଭିଯୋଗରେ ୧୦ ଗିରଫ

ପୁରୀ: ଜଗନ୍ନାଥ ମନ୍ଦିରରେ ପ୍ରବେଶ ପାଇଁ ଭକ୍ତମାନଙ୍କୁ ନକଲି କୋଭିଡ୍‌ ଆର୍‌ଟିପିସିଆର୍‌ ନେଗେଟିଭ ରିପୋର୍ଟ ବିକ୍ରି କରୁଥିବା ଅଭିଯୋଗରେ ପୋଲିସ ଶୁକ୍ରବାର ଦିନ ଏକ ୧୦ ଜଣିଆ ଗ୍ୟାଙ୍ଗକୁ ଠାବ କରିଛି। ପୋଲିସ ସୂତ୍ର ଅନୁଯାୟୀ, ନକଲି ଆର୍‌ଟିପିସିଆର୍‌ ନେଗେଟିଭ ରିପୋର୍ଟ ପାଇଁ…

ବେଳାଭୂମିରେ କଉଡି ଗଣେଶ

ପୁରୀ : ବାଲୁକା କଳାରେ କଉଡି ଗଣେଶ । ଗଣେଶ ପୂଜା ଅବସରରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ସନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେ ଦେଶବାସୀଙ୍କୁ ଗଣେଶ ପୂଜାର ଅଭିନନ୍ଦନ ଜଣାଇଛନ୍ତି । ପୁରୀ ବେଳେ ଭୂମିରେ ଏକ ସୁନ୍ଦର ଗଣେଶ ତିଆରି କରିଛନ୍ତି । ଏହି ଗଣେଶ ତିଆରି କରିବା ପାଇଁ ୭…

ମାଡି ଆସୁଛି ବିପଦ; ସଙ୍କଟରେ ଆଫଗାନିସ୍ତାନର ଅର୍ଥ ବ୍ୟବସ୍ଥା!

ନୂଆଦିଲ୍ଲୀ: ଆଫଗାନିସ୍ତାନର ଅର୍ଥ ବ୍ୟବସ୍ଥା ଏବଂ ସମାଜ ସମ୍ପୂର୍ଣ୍ଣ ନଷ୍ଟ ହୋଇପାରେ। ଯଦି ଆଫଗାନିସ୍ତାନ ଅର୍ଥ ବ୍ୟବସ୍ଥାରେ ପୁଞ୍ଜି ବିନିଯୋଗ ନ କରାଯାଏ ତେବେ ଦେଶର ଲକ୍ଷ ଲକ୍ଷ ଲୋକ ଦାରିଦ୍ର ତଥା କ୍ଷୁଧା ମଧ୍ୟରେ ଫସି ରହିପାରନ୍ତି। ଏ ନେଇ ଜାତିସଂଘର ସ୍ୱତନ୍ତ୍ର କୂଟନୀତିଜ୍ଞ ଦେବରାହ…

ଭବାନୀପୁରରେ ମମତା-ପ୍ରିୟଙ୍କା ମୁକାବିଲା

କୋଲକାତା: ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ଉପ-ନିର୍ବାଚନରେ ଟିଏମସି ପରେ ବିଜେପି ଆଜି ପ୍ରାର୍ଥୀ ଘୋଷଣା କରିଛି । ପୂର୍ବ ନିର୍ଦ୍ଧାରିତ ଅନୁସାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁରର ଟିଏମସି ପ୍ରାର୍ଥୀ ହେବେ । ତାଙ୍କୁ କଡା ଟକ୍କର ଦେବା ପାଇଁ ବିଜେପି ପ୍ରିୟଙ୍କା…

ଚର୍ଚ୍ଚାରେ ଦିଆସିଲ କାଠିରେ ତିଆରି ଗଣେଶ

ପୁରୀ : ଗଣେଶ ପୂଜା ଅବସରରେ ପୁରୀ ଯୁବଶିଳ୍ପୀଙ୍କ ନିଆରା କଳାକୃତି । ପୁରୀ କୁମ୍ଭାରପଡ଼ା ସାହିର ଶାଶ୍ୱତ ରଞ୍ଜନ ସାହୁ ଦିଆସିଲ କାଠି ସାହାର୍ଯ୍ୟରେ ଗଣେଶ ପ୍ରତିମୂର୍ତ୍ତି ତିଆରି କରି ସମସ୍ତଙ୍କୁ ଶୁଭେଚ୍ଛାର ବାର୍ତ୍ତା ଦେଇଛନ୍ତି । ଏହି ପ୍ରତିମୂର୍ତିଟି ୫ ହଜାର ଛଅଶହ ଏକୋଇଶି ଟି ଦିଆସିଲ୍…