Latest Odisha News

BREAKING NEWS

Yearly Archives

2021

ଅନୁବାଦ ଗଳ୍ପ : ଧୀରେନ୍ଦୁ ମଜୁମଦାରର ମା’

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨ ମୂଳ ମାଲୟାଲମ୍‌ : ଲଳିତାମ୍ବିକା ଅନ୍ତର୍ଜାନମ୍‌  ଆପଣ ଜାଣନ୍ତି ମୁଁ କିଏ ? ମୋ ନାଁ ଶାନ୍ତି ମଜୁମଦାର । ମୋର ବୟସ ନବେ ବର୍ଷ । ପୂର୍ବ ବଙ୍ଗର ଗୋଟିଏ ଅଖ୍ୟାତ ପଲ୍ଲୀରେ ମୋର ଜନ୍ମ ଓ ସେଇଠି ମୁଁ ବଢ଼ିଥିଲି । ବାହା ସାହା ହୋଇ ନଅଟି…

ନିରାଶ କଲେ କଙ୍ଗନା

ନୂଆଦିଲ୍ଲୀ: ମଲ୍ଟିପ୍ଲେକ୍ସ ଚେନ୍ PVR ସିନେମାଗୁଡିକ କଙ୍ଗନା ରାଣାୱତଙ୍କ ଅଭିନୀତ ଚଳଚ୍ଚିତ୍ର 'ଥାଲାଇଭି' ଦଳକୁ ନିବେଦନ କରିଛନ୍ତି ଯେ ଚଳଚ୍ଚିତ୍ରର ହିନ୍ଦୀ ସଂସ୍କରଣ ପାଇଁ ପ୍ରେକ୍ଷାଳୟ ଏବଂ ଡିଜିଟାଲ୍ ପ୍ରିମିୟର୍ ମଧ୍ୟରେ ଅବଧିକୁ ଦୁଇରୁ ଚାରି ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ। ତାମିଲ…

ଦ୍ୱିତୀୟ ଓପନର ଭାବେ ଦ୍ରୁତ ୧୧୦୦୦ ରନ କଲେ ରୋହିତ

ନୂଆଦିଲ୍ଲୀ: ହିଟମ୍ୟାନ ରୋହିତ ଶର୍ମା ଆନ୍ତର୍ଜାତୀୟ କ୍ରିକେଟରେ ଦ୍ୱିତୀୟ ଓପନର ଭାବେ ଦ୍ରୁତ ୧୧୦୦୦ ରନ ପୂର୍ଣ୍ଣ କରିବା ଗୌରବ ଅର୍ଜନ କରିଛନ୍ତି । ଇନିଂସ ଆଧାରରେ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପଛକୁ ରହିଛନ୍ତି । ସଚିନ ୨୪୧ ଇନିଂସରେ ଏହି କୀର୍ତିମାନ କରିଥିବା ବେଳେ ରୋହିତ…

କାର୍ ଧକ୍କାରେ ଗଲା କନଷ୍ଟେବଳଙ୍କ ଜୀବନ

କଟକ: ମର୍ଣ୍ଣଂ ଓ୍ୱାକରେ ଯିବା ବେଳେ ଧକ୍କା ଦେଲା କାର୍ । ଦୁର୍ଘଟଣା ନେଲା କନଷ୍ଟେବଳଙ୍କ ଜୀବନ । କଟକ ଜିଲ୍ଲା ବାଙ୍କୀ ଥାନା କଇଁମୁଣ୍ଡି ଚାରିଘରିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକ ହେଲେ କଇଁମୁଣ୍ଡି ଫାଣ୍ଡିର କନେଷ୍ଟବଳ ରମେଶ ଚନ୍ଦ୍ର ପରିଡ଼ା । ମର୍ଣ୍ଣିଂ ଓ୍ୱାକରେ ଯିବା ବେଳେ…

କିପରି ଚିହ୍ନିବେ ନକଲି କୋଭିଡ୍‌-୧୯ ଟିକା

ନୂଆଦିଲ୍ଲୀ: ନକଲି କୋଭିଡ-୧୯ ଟିକା ଚିହ୍ନଟ କରିବା ଏବଂ ଏହା ଭାରତରେ ବ୍ୟବହୃତ ନହେବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ଜାରି କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହୁ ଦକ୍ଷିଣ-ପୂର୍ବ ଏସିଆ ଏବଂ ଆଫ୍ରିକାରେ କୋଭିଶିଲ୍ଡର ନକଲି ସଂସ୍କରଣ ଚିହ୍ନଟ କରିଥିବା ପ୍ରାୟ ଦୁଇ…

ଘର ଭିତରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ: ଘର ଭିତରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର । ତଳେ ଚଟାଣରେ ସ୍ତ୍ରୀର ମୃତ୍ୟଦେହ ପଡ଼ିଥିବା ବେଳେ ଝୁଲନ୍ତା ଅବସ୍ଥାରେ ସ୍ୱାମୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଗଞ୍ଜାମ ଜିଲ୍ଲା ପୋଲସରା ଅନ୍ତର୍ଗତ ସୋଡ଼କ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସ୍ତ୍ରୀକୁ…

ସେକ୍ସ ରାକେଟ୍ ଧରାପଡ଼ିବା ପରେ ଭରତପୁର କଳିଙ୍ଗନଗରରେ ହିମାବତୀ ପ୍ୟାଲେସ୍‌ ସିଲ୍‌

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ସେକ୍ସ ରାକେଟ କାବରା । ଧରାପଡ଼ିବା ପରେ ହୋଟେଲ୍ ସିଲ୍ ହେଲା । ଭୁବନେଶ୍ୱର ଭରତପୁର କଳିଙ୍ଗନଗରରେ ହିମାବତୀ ପ୍ୟାଲେସକୁ ସିଲ୍ କରିଛି କମିଶନରେଟ ପୋଲିସ । ହୋଟେଲ ମାଲିକ ଫେରାର ଅଛନ୍ତି । ତାଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା କହିଛି ପୋଲିସ ।…

ଗ୍ଲୋବାଲ ଲିଡର ଆପ୍ରୁଭାଲ ରେଟିଂରେ ମୋଦି ଶୀର୍ଷରେ

ନୂଆଦିଲ୍ଲୀ:ଗ୍ଲୋବାଲ ଆପ୍ରୁଭାଲ ରେଟିଂରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୦ ପ୍ରତିଶତ ରେଟିଂ ସହିତ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଜର୍ମାନୀ ଚ୍ୟାନ୍ସେଲର ଆଞ୍ଜେଲା ମୋର୍କେଲ, ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନଶନ ଓ ଫ୍ରାନ୍ସ…

ଗୁରୁଦିସରେ ଓଡ଼ିଶାର ୨ଜଣଙ୍କ ସମେତ ୪୪ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ପୁରସ୍କାର ପ୍ରଦାନ

ନୂଆଦିଲ୍ଲୀ: ଆଜି ହେଉଛି ଗୁରୁ ଦିବସ । ଏହି ଅବସରରେ ଓଡ଼ିଶାର ୨ଜଣ ଶିକ୍ଷକଙ୍କ ସମେତ ଦେଶର ୪୪ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର-୨୦୨୧ରେ ସମ୍ମାନିତ କରାଯାଇଛି । ରାଷ୍ଚ୍ରପତି ରାମନାଥ କୋବିନ୍ଦ ସେମାନଙ୍କୁ ଭିଡିଓ କନଫରେନ୍ସିଂରେ ସମ୍ମାନିତ କରିଛନ୍ତି । ରାଷ୍ଟ୍ରୀୟ ଶିକ୍ଷକ…

ସରିଲା ‘କମାଣ୍ଡୋ’ ଫେମ୍‌ ବିଦ୍ୟୁତ ଜାମୱାଲଙ୍କ ନିର୍ବନ୍ଧ; ଖୁବ୍‌ ଶୀଘ୍ର ବିବାହ!

ମୁମ୍ବାଇ: ଅଭିନେତା ତଥା 'କମାଣ୍ଡୋ' ଫେମ୍‌ ବିଦ୍ୟୁତ ଜାମୱାଲ ଏବଂ ଫ୍ୟାଶନ ଡିଜାଇନର୍ ନନ୍ଦିତା ମହତାନୀଙ୍କ ଗୁପ୍ତ ଭାବେ ନିର୍ବନ୍ଧ କରିଥିବା ଖବର ସାମ୍‌ନାକୁ ଆସିଛି। ଖୁବ୍‌ ଶୀଘ୍ର ବିବାହ କରିବେ ବୋଲି ମଧ୍ୟ ଆଲୋଚନା ହେଉଛି। ଏକାଠି ଉଭୟଙ୍କ ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ସେମାନେ…