Latest Odisha News

BREAKING NEWS

Yearly Archives

2021

ଅବିଶ୍ୱାସ ଲାଗୁଥିଲେ ବି ସତ, ଗୁପ୍‌ଚୁପ୍ ପାଇଁ ଆତ୍ମହତ୍ୟା

ଭୁବନେଶ୍ୱର: ଘରକୁ ଗୁପ୍‌ଚୁପ୍ ଆସିଲା ବୋଲି ଆତ୍ମହତ୍ୟା କଲେ ଜଣେ ୨୩ ବର୍ଷୀୟା ମହିଳା । ଘଟଣାଟା ପଢିବାକୁ ଅବିଶ୍ୱାସ ଲାଗୁଥିଲେ ବି ଶତ ପ୍ରତିଶତ ସତ । ପରିବାରିକ କଳହରେ ସାମାନ୍ୟ ଗୁପ୍‌ଚୁପ୍ ପାଇଁ ଜଣେ ମହିଳା ଆତ୍ମହତ୍ୟା କରିବା ଅନେକଙ୍କୁ ଚକିତ କରିଛି । ୨୦୧୯ରେ ମହାରାଷ୍ଟ୍ର ଅମ୍ବେ…

ଫର୍‌ହା ଖାନ୍‌ କରୋନା ଆକ୍ରାନ୍ତ

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ତଥା କୋରିଓଗ୍ରାଫର ଫର୍‌ହା ଖାନ କରୋନା ସଂକ୍ରମିତ ହୋଇଛନ୍ତି। ବୁଧବାର ସେ ଏହି ଖବର ନିଜ ପ୍ରଶଂସକମାନଙ୍କୁ ଜଣାଇଛନ୍ତି। ସେ ଖୁବ୍‌ ଶୀଘ୍ର ଆରୋଗ୍ୟ ଲାଭ କରିବା ମଧ୍ୟ ଆଶା ବ୍ୟକ୍ତ କରିଛନ୍ତି। ସେ ଉଭୟ ଡୋଜ ଟିକା ମଧ୍ୟ ଗ୍ରହଣ କରିଛନ୍ତି। "ମୈ ହୁନ୍…

ସ୍ମାର୍ଟ ମିରର, ଛାତ୍ରଙ୍କ ନୂଆ ଆବିଷ୍କାର

କଟକ : ଆଇନା ଆଗରେ ଠିଆ ହୋଇ ଆଇନାକୁ ନିର୍ଦ୍ଦେଶ ଦେଲେ ସବୁ ଖବର ମିଳିବ। ଏପରିକି ଫ୍ୟାନ୍,ଏୟାର୍ କଣ୍ଡିସନର୍ ଫ୍ୟାନ୍ ବଲବ ଜଳି ରଙ୍ଗ ମଧ୍ୟ ପରିବର୍ତ୍ତନ ହୋଇପାରିବ।  ଏହାସହ ଆଉ କେତେ କଣ ମାନିଯିବ ଏହି ଆଇନା...ଏପରି ଏକ ସ୍ମାର୍ଟ ମିରରର ନୂତନ ଭାବେ ଆବିଷ୍କାର କରିଛନ୍ତି କଟକ ଭୁବନାନନ୍ଦ…

ପାୟଲଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ବିବାଦ ଅଭିନେତ୍ରୀ ପାୟଲ ରୋହତଗିଙ୍କର ପିଛା ଛାଡୁନି। ଏଥର ସୋସିଆଲ ମିଡିଆରେ ଏକ ଆପତ୍ତିଜନକ ଭିଡିଓ ସେୟାର କରିଥିବାରୁ ତାଙ୍କ ବିରୋଧରେ ଏକ ମାମଲା ଦାୟର କରାଯାଇଛି। ପୁଣେରେ ପାୟଲଙ୍କ ବିରୋଧରେ ଏକ ଏଫଆଇଆର ଦାଖଲ କରାଯାଇଛି। ସୂଚନା ଅନୁଯାୟୀ ଭିଡିଓରେ ସେ ମହାତ୍ମା ଗାନ୍ଧୀ,…

ଆଇସିୟୁରେ ଭର୍ତ୍ତି ହେଲେ ଅଭିନେତ୍ରୀ ସାଏରା ବାନୋ

ମୁମ୍ବାଇ: ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଅଭିନେତ୍ରୀ ସାଏରା ବାନୋ। ତିନି ଦିନ ପୂର୍ବରୁ ରକ୍ତଚାପ ସମ୍ବନ୍ଧୀୟ ପ୍ରସଙ୍ଗରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସାଏରା ବାନୁଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲର ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ସାଏରା ବାନୋ ବର୍ତ୍ତମାନ ମୁମ୍ବାଇର…

ମୃତ ଡଲଫିନ୍ ଉଦ୍ଧାର

ବାଲେଶ୍ୱର : ଗତକାଲି ବାଲେଶ୍ୱର ସମୁଦ୍ରକୂଳରେ ଦେଖାଦେଇଥିବା ଡଲଫିନ୍ ର ମୃତ ଦେହ ଉଦ୍ଧାର ହୋଇଛିା ମୃତ ଡଲଫିନ୍ ଭାସି ଭାସି ଆସି କୂଳରେ ଲାଗିଥିବା ସ୍ଥାନୀୟ ଲୋକ ବନବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଁଚି ମୃତ ଡଲଫିନକୁ ଉଦ୍ଧାର କରିଛନ୍ତି। ବାଲେଶ୍ୱର ଚାନ୍ଦିପୁର…

ଅଜଣା ରୋଗ ନେଲାଣି ପ୍ରାୟ ୩୨ ଶିଶୁଙ୍କ ଜୀବନ

ନୂଆଦିଲ୍ଲୀ: ଅଜଣା ଓ ରହସ୍ୟମୟ ରୋଗରେ ଆକ୍ରାନ୍ତ ହୋଇ ଗତ ୧୦ ଦିନରେ ପ୍ରାୟ ୩୨ ଶିଶୁଙ୍କ ଜୀବନ ଗଲାଣି। ଉତ୍ତରପ୍ରଦେଶର ଫିରୋଜାବାଦରେ ଅତି କମରେ ୩୨ ପିଲାଙ୍କ ଅଜଣା ରୋଗରେ ଜୀବନ ଗଲାଣି। ଏହି ରୋଗର ପ୍ରକୃତ କାରଣ ବି ଏଯାଏ ଜଣାପଡ଼ିନାହିଁ। ଏଭଳି ପରିସ୍ଥିତିରେ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା…

ରାଜଧାନୀରେ ୧୨ ବର୍ଷ ମଧ୍ୟରେ ସର୍ବାଧିକ ବର୍ଷା ରେକର୍ଡ

ନୂଆଦିଲ୍ଲୀ: ବୁଧବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଦିଲ୍ଲୀର କିଛି ଅଂଶରେ ପ୍ରବଳ ବର୍ଷା ଜାରି ରହିଛି। ସେପ୍ଟେମ୍ବରରେ ଅତି କମରେ ୧୨ ବର୍ଷ ମଧ୍ୟରେ ସହରରେ ସର୍ବାଧିକ ଦିନିକିଆ ବୃଷ୍ଟିପାତ ହୋଇଥିବାବେଳେ ୨୪ ଘଣ୍ଟା ମଧ୍ୟରେ ୧୧୨.୧ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ସୂଚନା ମିଳିଛି।…

ଏପର୍ଯ୍ୟନ୍ତ ଭାରତରେ ମିଳିନି C.1.2 ମାମଲା; ରିପୋର୍ଟ

ନୂଆଦିଲ୍ଲୀ: ଦେଶ ପାଇଁ ଏକ ଆଶ୍ବସ୍ତିକର ଖବର। କରୋନାର ନୂଆ ପ୍ରଜାତି C.1.2 ବିଭିନ୍ନ ଦେଶରେ କାୟା ବିସ୍ତାର କରୁଥିବା ବେଳେ ଭାରତରେ ଏଯାଏ ଏହି ନିଦ୍ଦିଷ୍ଟ ପ୍ରଜାତି ଚିହ୍ନଟ ହୋଇନଥିବା ଜଣାପଡ଼ିଛି। ଏହା ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା। ସମ୍ପ୍ରତି ଏହା ବିଭିନ୍ନ ଦେଶରେ…

ଅଧିବେଶନ ଆରମ୍ଭରୁ ବିଧାନସଭା କମ୍ପିଲା: ମରୁଡ଼ି ପ୍ରସଙ୍ଗରେ କଂଗ୍ରେସର ହଟ୍ଟଗୋଳ

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭରୁ ବିଧାନସଭାରେ ତାତି । ଗୃହ କାର୍ୟ୍ୟ ବାଧାପ୍ରାପ୍ତ ହୋଇଛି । ଆଜି ଦିନ ୧୧ଟାରେ ଅଧିବେଶନ ଆରମ୍ଭ ହୋଇଥିଲା । ଏହାର କିଛି ସମୟ ପରେ ବିରୋଧୀ ଆରମ୍ଭ କରିଥିଲେ ହୋହଲ୍ଲା । କଂଗ୍ରେସ ସଦସ୍ୟ ମରୁଡ଼ି ପ୍ରସଙ୍ଗରେ ହଟ୍ଟଗୋଳ ଓ ନାରାବାଜି କରିବାକୁ…