Latest Odisha News

BREAKING NEWS

Yearly Archives

2021

ତାଣ୍ଡବ ରଚିପାରେ ଓମିକ୍ରନ୍‌; ବିଶେଷଜ୍ଞଙ୍କ ଚେତାବନୀ

ନୂଆଦିଲ୍ଲୀ: ଓମିକ୍ରନ୍ ଦୁନିଆର ଅନେକ ଦେଶରେ ବ୍ୟାପିସାରିଲାଣି। ବ୍ରିଟେନ ଏବଂ ଆମେରିକା ଭଳି ଦେଶରେ ଓମିକ୍ରୋନ ତାଣ୍ଡବ ରଚିବା ଆରମ୍ଭ କରିଲାଣି। ବିଶେଷଜ୍ଞମାନେ କହିଛନ୍ତି ଯେ ଡେଲଟା ଭାରିଆଣ୍ଟ ଆମେରିକାରେ ଯେଉଁଭଳି ଭାବରେ ଆତଙ୍କ ସୃଷ୍ଟି କରିଥିଲା ଓମିକ୍ରନ୍ ମଧ୍ୟ ସମାନ ପରିସ୍ଥିତି…

ଓମିକ୍ରନ୍ ନେଇ ଏମ୍ସ ନିର୍ଦ୍ଦେଶକଙ୍କ ପରାମର୍ଶ: ଯେକୌଣସି ସ୍ଥିତି ସାମନା କରିବାକୁ ଦେଶ ପ୍ରସ୍ତୁତ ରହୁ

ନୂଆଦିଲ୍ଲୀ: ଓମିକ୍ରନ୍ ସାରା ବିଶ୍ୱରେ କାୟା ମେଲାଇ ଚାଲିଲାଣି । ପୁଣି ଥରେ ସଂକ୍ରମଣ ଉପରମୁହାଁ ହେଲାଣି । ଭାରତରେ ବି ବଢୁଛି ଓମିକ୍ରନ ଜନିତ ସଂକ୍ରମଣ । ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦେଢ଼ ଶହ ପାର କଲାଣି । ଆଗକୁ ଆହୁରି ବଢ଼ିବ । ଏହାକୁ ଦୃଷ୍ଟିରେ ରଖି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ…

ଆଜି ୧୯ ଜିଲ୍ଲାରୁ ୧୮୬ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣରେର ରହିଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଶହ ଭିତରେ ରହୁଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୮୬ ନୂଆ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୧୦୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୭ । ୧୮ ବର୍ଷ ଭିତରେ ଆଉ…

ଆହୁରି ବଢ଼ିବ ଶୀତ, ଦୁଇ ଦିନରେ ୨ରୁ ୩ ଡ଼ିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିବ

ଭୁବନେଶ୍ୱର: ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା । ଆହୁରି ୪ଦିନ ଯାଏଁ ରାଜ୍ୟରେ ଶୀତ ଅନୁଭୂତ ହେବ । ତାପମାତ୍ରା ୩ଡ଼ିଗ୍ରୀ ପର୍ଯ୍ୟନ୍ତ ଖସିବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତକାଲି ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା ସହରଭାବେ ଜଣାଯାଇଥିଲା । ଗତକାଲି ୯ଟି ସ୍ଥାନରେ…

ଶୀତରେ ଥରୁଛି ଦାରିଙ୍ଗିବାଡ଼ି: ସର୍ବନିମ୍ନ ତାପମାତ୍ରା ୪ଡିଗ୍ରୀ ସେଲସିୟସ୍ ରେକର୍ଡ

ଦାରିଙ୍ଗିବାଡ଼ି: ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରି । ଦକ୍ଷିଣ ଓଡ଼ିଶାରେ ବେଶୀ ଥଣ୍ଡା ଅନୁଭୂତ ହେଉଛି । ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡ଼ିରେ ଜାଡ଼ ହାଡ଼ ଭାଙ୍ଗୁଛି । ସର୍ବନିମ୍ନ ତାପମାତ୍ରା ଖସିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦାରିଙ୍ଗିବାଡ଼ିରେ ସର୍ବନିମ୍ନ…

ସୁମିତ-ତପସ୍ୱିନୀ ଦାମ୍ପତ୍ୟ ବିବାଦରେ ନୂଆ ଭିଡିଓ ଟ୍ୱିଷ୍ଟ

ବ୍ରହ୍ମପୁର: ବହୁଚର୍ଚ୍ଚିତ ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ଭିନ୍ନ ମୋଡ଼ ନେଇଛି । ଶ୍ୱଶୁର ଘର ଆଗରେ ତପସ୍ୱିନୀଙ୍କ ଧାରଣା ଜାରି ରହିଥିବା ବେଳେ ନୂଆ ଭିଡିଓକୁ ନେଇ ଏବେ ଚର୍ଚ୍ଚା । ଭିଡିଓରେ ଉଭୟଙ୍କ ମଧ୍ୟରେ ତିକ୍ତତା ଓ କଥା କଟାକଟି ବି ଶୁଣିବାକୁ ମିଳିଛି । ଏପରିକି ତପସ୍ୱିନୀ…

ଆଜିଠୁ ଚାରିଟି ଜିଲ୍ଲା ପାଇଁ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ଏୟାର ଆମ୍ବୁଲାନ୍ସ ସେବା । ୪ଟି ଜିଲ୍ଲାରେ ଉଡ଼ିବ ଆମ୍ବୁଲାନ୍ସ । ଗରିବ ଜନସାଧାରଣଙ୍କ ସୁବିଧା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଆଜିଠୁ ୪ଟି ଜିଲ୍ଲାରେ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ ହେଉଛି । ଅପହଞ୍ଚ ଅଞ୍ଚଳର ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ମିଳିପାରିବ ।…

ହାଡ଼ର ହିଡ଼ରେ ରକ୍ତର ସିଆର କାଟି ବାଂଲାଦେଶର ଜନ୍ମ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ୧୯୭୧ ମସିହା ଡିସେମ୍ବର ୨୧ ତାରିଖରେ ଓଡ଼ିଶାରୁ ଏହି ଲେଖକ ଜଣେ ସାମ୍ବାଦିକ ଭାବରେ ବଂଗଳାଦେଶକୁ ଯାଇଥିଲେ । ସେଦିନ ମୋ ଦୃଷ୍ଟିରେ ବିକଳ ଭଗ୍ନସ୍ତୁପ ଓ ଭଗ୍ନାବଶେଷ ମଧ୍ୟରୁ ମୁଣ୍ଡ ଟେକିଥିବା ଏସିଆର ସେହି ନୂତନ ରାଷ୍ଟ୍ର ଯେଉଁ ରୂପରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୨ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ନିତ୍ୟା ନିତ୍ୟ ପୁରୁଷ ଶ୍ରୀଜଗନ୍ନାଥ, ଏକଥା କହିବାର ଅଭିପ୍ରାୟ ଏହିକିଯେ ସଚରାଚର ବିଶ୍ୱ ନିତ୍ୟ ପୁରୁଷଙ୍କ ସ୍ଥୁଳ ରୂପ (ସୃଷ୍ଟି ସ୍ୱରୂପ )ଏବଂ ଏହାର ସୃଷ୍ଟିକର୍ତ୍ତା (ସୃଷ୍ଟି ସଂରଚନାର…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଦର୍ପଣରେ ଜହ୍ନ ଗତକାଲି ଜହ୍ନକୁ ପାଖରୁ ଦେଖିଲି । ମନ ତଳେ ଝୁଲୁଥିବା ଗୋଟେ ଜହ୍ନରାତିକୁ କଳ୍ପନାର ରଙ୍ଗରେ ରଙ୍ଗଉଥିବା ଅଭ୍ୟସ୍ତ ଆଖି ଆକାଶକୁ ଜହ୍ନର ଉଜ୍ଜ୍ୱଳତାରେ ଦେଖି ମୁଗ୍ଧ ହେବା ସ୍ୱାଭାବିକ । ହେଲା ବି । ଶିଶିର ସ୍ନାତ ବାୟୁମଣ୍ଡଳରେ ଆଖି ସହ ଯଦିଓ ସାଲିସ କରିପାରୁନଥିଲା ଅସୁସ୍ଥ…