Latest Odisha News

BREAKING NEWS

Yearly Archives

2021

ଦେଶର ପ୍ରଥମ ସ୍ମଗ ଟାୱାର ଉଦ୍‌ଘାଟନ କଲେ ସିଏମ୍‌ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀରେ କନ୍ନାଟ୍ ପ୍ଲେସ୍ ଅଞ୍ଚଳରେ ଥିବା ବାବା ଖରାକ ସିଂ ମାର୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ଦେଶର ପ୍ରଥମ ସ୍ମଗ ଟାୱାରର ଉଦଘାଟନ କରିଛନ୍ତି। ପ୍ରାୟ ୧ କିଲୋମିଟର ବ୍ୟାସାର୍ଦ୍ଧରେ ପରିବ୍ୟାପ୍ତ ଟାୱାରଟି ପ୍ରତି ସେକେଣ୍ଡରେ ୧୦୦୦ ଘନ ମିଟର ବାୟୁକୁ…

୧୦ରେ ବଡ଼ ପରଦାରେ ମୁକ୍ତିଲାଭ କରିବ କଙ୍ଗନାଙ୍କ ‘ଥାଲାଇଭି’

ମୁମ୍ବାଇ: ସେପ୍ଟମ୍ବର ୧୦ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ କଙ୍ଗନାଙ୍କ ଅଭିନୀତ ଚଳଚ୍ଚିତ୍ର 'ଥାଲାଇଭି'। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଏଏଲ ବିଜୟ। ନିର୍ମାତା ଏହାର ନୂଆ ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ମହାମାରୀ କରୋନା ହେତୁ ଫିଲ୍ମର ରିଲିଜ୍ ଦୁଇଥର ସ୍ଥଗିତ ରଖାଯାଇଥିଲା। ଫିଲ୍ମ…

ଦୃଷ୍ଟିହୀନ ଦମ୍ପତ୍ତିଙ୍କୁ ସାହା ହେଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଦୃଷ୍ଟିହୀନ ଦମ୍ପତ୍ତି ଅଶୋକ ନାୟକ ଓ ସୁମିତ୍ରା ନାୟକ । ଦୁହେଁ ନିଜନିଜ ସଂଘର୍ଷମୟ ଜୀବନରେ ସାଥୀ ସାଜିଥିଲେ । ନିଜ ଅନ୍ଧକାରମୟ ଦୁନିଆରେ ଆଲୋକର ରାହା ଖୋଜିବାକୁ ସ୍ୱପ୍ନ ଦେଖିଥିଲେ । ସମୟକ୍ରମେ ଦୁହେଁ ଏକ ଶିଶୁକନ୍ୟାର ପିତାମାତା ହେବା ପରେ ତାଙ୍କ…

ତାଲିବାନ ଶାସନକୁ ଗ୍ରହଣ କରିଛି କିନ୍ତୁ ଏହାର ଅଂଶ ହେବି ନାହିଁ; ହାଶ୍‌ମତ ଘନି

ନୂଆଦିଲ୍ଲୀ: ଆଫଗାନିସ୍ତାନର ଅବସରପ୍ରାପ୍ତ ରାଷ୍ଟ୍ରପତି ଅଶରଫ ଘନିଙ୍କ ଭାଇ ହାସମତ ଘନି ଅହମ୍ମଦଜାଇ କହିଛନ୍ତି ଯେ ରକ୍ତପାତରୁ ରକ୍ଷା ପାଇବା ପାଇଁ ତାଲିବାନର ଦେଶ ଦଖଲକୁ ସେ ସ୍ବୀକୃତି ଦେଇଛନ୍ତି ଏବଂ ଏକ ଅନ୍ତର୍ଭୁକ୍ତ ସରକାର ଗଠନ ପାଇଁ ଆହ୍ବାନ ଦେଇଛନ୍ତି। ଇଣ୍ଡିଆ ଟୁଡେ ସହିତ ଏକ…

ପଶ୍ଚିମବଙ୍ଗ ବିଭାଜନ ପ୍ରସ୍ତାବ ନେଇ ବିଜେପିରେ ଫାଟ !

କୋଲକାତା: ପଶ୍ଚିମବଙ୍ଗ ବିଭାଜନ ପ୍ରସ୍ତାବ ନେଇ ବିଜେପିରେ ଫାଟ ସୃଷ୍ଟି ହୋଇଛି । କେନ୍ଦ୍ରୀୟ ମନ୍ତ୍ରୀ ଜନ ବିର୍ଲା ଉତର ପଶ୍ଚିମବଙ୍ଗକୁ ଅଲଗା ରାଜ୍ୟର ମାନ୍ୟତା ଦେବା ପାଇଁ କରିଥିବା ଦାବିକୁ ବିଜେପି ରାଜ୍ୟ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ସମର୍ଥନ କରିବା ପରେ ଏଠାରେ ପାର୍ଟି ମଧ୍ୟରେ ବିବାଦ ସୃଷ୍ଟି…

ଶାସିତର ସାହିତ୍ୟ କ’ଣ ଆଧୁନିକ ସାହିତ୍ୟ ?

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର… ଆମ ଓଡିଶାରେ ଯେଉଁ ଧରଣର ଧାରା ସାହିତ୍ୟ କ୍ଷେତ୍ରରେ ଦେଖାଦେଉଛି, ସେ ଧାରାକୁ ଆଧୁନିକ ଓ ଉତ୍ତର -ଆଧୁନିକ ବୋଲି ଡିଣ୍ଡିମ ପିଟାଯାଉଛି । ଏ ଡିଣ୍ଡିମ ପିଟୁଛନ୍ତି କେଉଁମାନେ ? ବୁଦ୍ଧିଜୀବୀ ଓ ସାହିତ୍ୟର ସମୀକ୍ଷକ ବୋଲାଉଥିବା ଦଳେ…

ଆମେରିକାକୁ ଧମକ ଦେଲା ତାଲିବାନ

କାବୁଲ: ଆଫଗାନିସ୍ତାନ କବଜା କରିବା ପରେ ସୋମବାର ତାଲିବାନ ଆମେରିକାକୁ ଧମକ ଦେଇଛି । ନାଟୋ ଓ ଆମେରିକା ସେନା ଆଫଗାନିସ୍ତାନ ଛାଡି ସାରିଥିଲେ ମଧ୍ୟ ଦେଶରୁ ସୁରକ୍ଷିତ ଭାବେ ଲୋକମାନଙ୍କୁ ଆଣିବା ପାଇଁ କିଛି ସେନା ଏଠାରେ ରହିଛନ୍ତି । କାବୁଲ ବିମାନ ବନ୍ଦରରେ ଥିବା ଏହି ସେନାମାନଙ୍କୁ ୩୧ ଅଗଷ୍ଟ…

ଫିଲ୍ମ ନିର୍ମାତା ମହେଶ ମଞ୍ଜରେକର କ୍ୟାନ୍‌ସର ପୀଡିତ

ମୁମ୍ବାଇ: ବଲିଉଡ୍‌ ଅଭିନେତା ତଥା ନିର୍ଦ୍ଦେଶକ ମହେଶ ମଞ୍ଜରେକର ୟୁରିନାରୀ ବ୍ଲାଡର କ୍ୟାନ୍‌ସରରେ ପୀଡିତ। ନିକଟରେ ତାଙ୍କର ଅସ୍ତ୍ରୋପଚାର ହୋଇଛି। ମଞ୍ଜରେକରଙ୍କ ଅସ୍ତ୍ରୋପଚାର ମୁମ୍ବାଇର ଏଚ୍.ଏନ୍ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ଅସ୍ତ୍ରୋପଚାର…

ରାଉରକେଲାରେ ଆଜିଠୁ ‌ଟିକାକରଣ ଲାଗି ସ୍ଲଟ୍‌ ବୁକିଂ ଆରମ୍ଭ

ରାଉରକେଲା: ଆଜିଠୁ ଇସ୍ପାତ ସହରରେ ଖୋଲିଲା ଟିକାକରଣ ଲାଗି ସ୍ଲଟ୍‌ ବୁକିଂ। ସହରର ବାସିନ୍ଦାମାନେ ସୋମବାର ଦିନ ଉଭୟ ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍ ପାଇଁ ସ୍ଲଟ୍ ବୁକ୍ କରିପାରିବେ। ୧୮ରୁ ୪୪ ଏବଂ ୪୫ ବର୍ଷ ବୟସରୁ ଅଧିକ ବର୍ଗଙ୍କ ଲାଗି ଅଗଷ୍ଟ ୨୪ ଏବଂ ୨୫ (ମଙ୍ଗଳବାର ଏବଂ ବୁଧବାର) ଟିକାକରଣ…

ସୁନ୍ଦରଗଡ଼ ଜିଲ୍ଲାରେ ହାଇସ୍କୁଲ ରୂପାନ୍ତରଣର ଏକ ନମୁନା କିଞ୍ଜିର୍ମା ହାଇସ୍କୁଲ

ସୁନ୍ଦରଗଡ଼: ନୂଆ ରୂପ ପାଉଛି ହାଇସ୍କୁଲ । ରୂପାନ୍ତରଣ କାର୍ଯ୍ୟକ୍ରମରେ ହାଇସ୍କୁଲର ନବକଳେବର ହେଉଛି । ଚକାଚକ କ୍ଲାସରୁମ୍ । ସ୍କୁଲ ପରିସର ସରସ ସୁନ୍ଦର । ଛାତ୍ରଛାତ୍ରୀଙ୍କ ଭିତରେ ପଢ଼ିବାକୁ ପୂର୍ବ ଅପେକ୍ଷା ଅଧିକ ଆଗ୍ରହ ସୃଷ୍ଟି ହେଉଛି । ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିର୍ମା ସରକାରୀ…