Latest Odisha News

BREAKING NEWS

Yearly Archives

2021

ଭକ୍ତଙ୍କ ଲାଗି ଏହି ଦିନରୁ ଖୋଲିବ ପ୍ରସିଦ୍ଧ ଆଖଣ୍ଡଳମଣି ମନ୍ଦିର

ଭଦ୍ରକ: ପ୍ରାୟ ତିନିମାସ ବ୍ୟବଧାନ ପରେ ଅଗଷ୍ଟ ୨୩ ରେ ଭଦ୍ରକ ଜିଲ୍ଲାର ଆଖଣ୍ଡଳମଣି ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ। ଏହାସହିତ ଜିଲ୍ଲାର ଅନ୍ୟାନ୍ୟ ମନ୍ଦିର ମଧ୍ୟ ଭକ୍ତଙ୍କ ନିମନ୍ତେ ଖୋଲାଯିବ। ଭକ୍ତମାନଙ୍କୁ ଆଖଣ୍ଡଳମଣି ମନ୍ଦିରକୁ ସ୍ପର୍ଶ ପାଇଁ ବାରଣ କରାଯିବ ବୋଲି ଭଦ୍ରକ ଜିଲ୍ଲା…

ଆଫଗାନିସ୍ତାନ ସଙ୍କଟ; ଦେଶରେ ବଢିପାରେ ଡ୍ରାଏଫ୍ରୁଟ୍‌ସର ମୂଲ୍ୟ

ନୂଆଦିଲ୍ଲୀ: ଆଫଗାନିସ୍ତାନ ତାଲିବାନ ଦଖଲକୁ ଗଲା ପରେ ଦେଶରେ ଅସ୍ଥିରତା ଦେଖାଦେଇଛି। ଆଫଗାନିସ୍ତାନର ତାଲିବାନ ଦଖଲ ପରେ ବାଣିଜ୍ୟ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ଆଶଙ୍କା କରାଯାଉଛି।ଆଫ୍‌ଗାନିସ୍ତାନ ଏବେ ସମ୍ପୂର୍ଣ୍ଣ ତାଲିବାନ ନିୟନ୍ତ୍ରଣକୁ ଚାଲିଯାଇଛି। ଏହାପରେ ଭାରତରେ ତାଲିବାନରୁ…

ସୁହାନା ଓ ଅଗସ୍ତ୍ୟଙ୍କ ସହ ବଲିଉଡ୍‌ରେ ଡେବ୍ୟୁ କରିବେ ଖୁସି କପୁର!

ମୁମ୍ବାଇ: ଖବର ମୁତାବକ, ସ୍ୱର୍ଗତ ଅଭିନେତ୍ରୀ ଶ୍ରୀଦେବୀ ଓ ଚଳଚ୍ଚିତ୍ର ନିର୍ମାତା ବୋନି କପୁରଙ୍କ ତନୟା ଖୁସି କପୁର ଖୁବ୍‌ ଶୀଘ୍ର ଚଳଚ୍ଚିତ୍ର ଜଗତରେ ପାଦ ଦେଇପାରନ୍ତି। ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ ଖୁସି କପୁର ଶାହାରୁଖ୍‌ଙ୍କ ଝିଅ ସୁହାନା ଓ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ…

୫୯ ବର୍ଷ ପରେ ପର୍ଯ୍ୟଟକଙ୍କ ଲାଗି ଖୋଲିଲା ଏହି ପ୍ରାଚୀନ ସେତୁ

ଡେରାଡୁନ୍‌: ୫୯ ବର୍ଷ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଉତ୍ତରାଖଣ୍ଡର ପ୍ରାଚୀନ ଗାରଟାଙ୍ଗ ଗାଲି ଉଡେନ୍‌ ସେତୁ। ଏହି ସେତୁ ଉତ୍ତରାଖଣ୍ଡର ଉତ୍ତରାକାଶୀ ଜିଲ୍ଲାର ନିଲୋଙ୍ଗ ଉପତ୍ୟକାରେ ଅବସ୍ଥିତ। ୧୧ ହଜାର ଫୁଟ ଉଚ୍ଚରେ ଅବସ୍ଥିତ ଗାରଟାଙ୍ଗ ଗାଲି ଉଡେନ୍‌ ବ୍ରିଜର ଲମ୍ବ ୧୫୦ ମିଟର। ଏହା…

ଫାଇଜର୍‌ ଓ ଆଷ୍ଟ୍ରା‌ଜେନେକା ଟିକା ଡେଲ୍‌ଟା ପ୍ରଜାତି ବିରୁଦ୍ଧରେ କମ୍‌ ପ୍ରଭାବଶାଳୀ

ନୂଆଦିଲ୍ଲୀ: ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ ଡେଲ୍‌ଟା ପ୍ରଜାତି ବିରୁଦ୍ଧରେ ଫାଇଜର୍‌ ଏବଂ ଆଷ୍ଟ୍ରା‌ଜେନେକା ଟିକା କମ୍‌ ପ୍ରଭାବଶାଳୀ। ଅକ୍ସଫୋର୍ଡ ୟୁନିଭରସିଟିର ଅନୁସନ୍ଧାନକାରୀଙ୍କ ଦ୍ୱାରା ପରିଚାଳିତ ନୂତନ ଅଧ୍ୟୟନରୁ ଏହି ତଥ୍ୟ ପ୍ରକାଶ ପାଇଛି। ଏହି ବିଦେଶୀ ଟିକା ଆଲଫା ଭାରିଆଣ୍ଟ…

ରାଜ୍ୟରେ ୯୮୬ ନୂଆ ଆକ୍ରାନ୍ତ ଚିହ୍ନଟ; ୧୨୮ ଛୁଆ ପଜିଟିଭ୍‌

ଭୁବନେଶ୍ବର: ରାଜ୍ୟରେ ଖସୁଛି କରୋନା ସଂକ୍ରମଣ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୯୮୬ ଜଣ କରୋନା ଆକ୍ରାନ୍ତ। ଆଜି ବି ୦-୧୮ ବର୍ଷ ଭିତରେ ୧୨୮ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନରୁ ୫୭୪ ଜଣ ପଜିଟିଭ ହୋଇଥିବା ବେଳେ ଓ ଲୋକାଲ୍ କଣ୍ଟାକ୍ଟ…

ମାର୍ଚ୍ଚ ସୁଦ୍ଧା ଆରମ୍ଭ ହୋଇପାରେ ପିଲାଙ୍କ ଟିକାକରଣ

ନୂଆଦିଲ୍ଲୀ: ୨୦୨୨ ମାର୍ଚ୍ଚ ସୁଦ୍ଧା ପିଲାଙ୍କ ଲାଗି କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇପାରେ। ଚଳିତ ଡିସେମ୍ବର ସୁଦ୍ଧା ୧୮ ବର୍ଷରୁ କମ୍‌ ବୟସ ବର୍ଗଙ୍କ ପାଇଁ ଏକକାଳୀନ ୩ରୁ ୪ଟି ଟିକା ଅନୁମୋଦନ ହେବାର ସମ୍ଭାବନା ରହିଛି ବୋଲି ସରକାରୀ ସୂତ୍ରରୁ ପ୍ରକାଶ। କରୋନାର ସମ୍ଭାବ୍ୟ ତୃତୀୟ…

ଅଡ଼ୁଆରେ ବାପା-ପୁଅ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ (ପୂର୍ବ ସଂଖ୍ୟାରେ ପ୍ରକାଶିତ “ଧର୍ମ ସଂକଟ”ର ଏହା ପରବର୍ତ୍ତୀ ଭାଗ) ଗାଁ ସଭାରେ ନିଷ୍ପତ୍ତି ଅନୁସାରେ ପରଦିନ ସକାଳୁ ବଂଶ କୁଟୁମ୍ବର ଭାଇ ବନ୍ଧୁ ସବୁ ପହଞ୍ଚିଗଲେ ଦେବବ୍ରତର ଦୁଆର ଆଗରେ । ସେଠାରୁ ସେମାନେ ତୁଠକୁ ଯିବେ । ତା ପରେ…

ବିନା ଭାଷାରେ ହୃଦୟର ସମ୍ପର୍କ

ଚନ୍ଦ୍ରା ମିଶ୍ରଙ୍କ ସ୍ମୃତିର ଫରୁଆରୁ ଅନେକ ବର୍ଷ ବିତିଗଲାଣି । ସେଣ୍ଟ ମେରୀ ମାନର୍ ନରସିଂହୋମର କୋଠରୀ ନମ୍ବର ତିନି ନର୍ଥ ବାଲେସ୍ ଫିଲାଡେଲ୍ଫିଆ ।  ଲୁସିକୁ  ନେଇ ମୋର ସ୍ମୃତି ଭାରି କୁହୁଡ଼ିଆ । ମନେ ହୁଏ ଯେମିତି ଗୋଟିଏ ସ୍ବପ୍ନ ନା ଦୁଃସ୍ୱପ୍ନ ? ସମୟ ସେ ଦୁଃଖଦ ସ୍ମୃତିର ଦାଢୁଆ…

କବିତା : ରାତି

ରମେଶ ରଥ ରାତି ଆସେ                                                                          ରଙ୍ଗୀନ ସ୍ୱପ୍ନରେ ସଜାଇବା ପାଇଁ ଭଙ୍ଗା ହୃଦୟକୁ ଯୋଡିବା ପାଇଁ ତୃଷାର୍ତ୍ତ ହୃଦୟକୁ ଥଣ୍ଡା କରିବା ପାଇଁ ଅବସନ୍ନ ଶରୀରକୁ ବିଶ୍ରାମ ଦେବା ପାଇଁ ଅନେକ ପ୍ରତିଶୃତିକୁ…