ଜାଣନ୍ତୁ, କେମିତି କଟିବ ଆଜିର ଦିନ
ଆଜିର ରାଶିଫଳ ତା ୨୦-୮-୨୦୨୧ ଶୁକ୍ରବାର
ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ ମସିହା ଅଗଷ୍ଟ ତା ୨୦ ରିଖ ଶୁକ୍ରବାର ସିଂହ ୪ ଦିନ ଶ୍ରାବଣ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥି ଉତ୍ତରାଷାଢା ନକ୍ଷତ୍ର ମକର ଚନ୍ଦ୍ର
ଘାତ ବାର-: ବିଛା, ଧନୁ, ମୀନ ରାଶିର
ଘାତ ଚନ୍ଦ୍ର-: ସିଂହ ରାଶି ପୁରୁଷଙ୍କର…