Latest Odisha News

BREAKING NEWS

Yearly Archives

2021

ପଇସାର ଖେଳ

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସମ୍ଭ "ଏଇ କଥାକୁ" …… ପ୍ରାୟ ଦୁଇ ହଜାର ପାଞ୍ଚ ଶହ ବର୍ଷ ତଳର କଥା। ପ୍ରାଚୀନ ଗ୍ରୀସର ସାମରିକ ବାହିନୀ, ଆକ୍ରମଣକାରୀ ପାରସ୍ୟ ସେନା ସହିତ ମାରାଥନ ନାମକ ସ୍ଥାନରେ ଘମାଘୋଟ ଲଢେଇ କରୁଥାନ୍ତି। ଶେଷରେ ଆକ୍ରମଣକୁ ପ୍ରତିହତ କରି ଗ୍ରୀକ ସେନା ବିଜୟୀ…

ଆବୁଧାବିରେ ପରିବାର ସହ ଅଛନ୍ତି ଅଶ୍ରଫ ଘନି

ଭୁବନେଶ୍ବର: ଆଫଗାନିସ୍ତାନରୁ ପଳାଇ ଯାଇଥିବା ରାଷ୍ଟ୍ରପତି ଅଶ୍ରଫ ଘନିଙ୍କ ଠିକଣା ସାମନାକୁ ଆସିଛି। ସେ ଏବେ ୟୁଏଇରେ ଅଛନ୍ତି। ତାଙ୍କ ସହ ତାଙ୍କ ପରିବାର ବି ସେଠାରେ ଅଛନ୍ତି। ଅଶ୍ରଫ୍ ଘନି ଏବେ ଆବୁଧାବିରେ ରହୁଥିବା ଜଣା ପଡ଼ିଛି। ତାଙ୍କୁ ମାନବିକତା ଆଧାରରେ ଶରଣ ଦେଇଛି ୟୁଏଇ ।…

କଂଗ୍ରେସ ଛାଡ଼ିବାକୁ ଧମକ ଦେଲେ ତାରା ବାହିନୀପତିଙ୍କ ପତ୍ନୀ ମୀନାକ୍ଷୀ

କୋରାପୁଟ : କୋରାପୁଟ କଂଗ୍ରେସରେ କନ୍ଦଳ । ପିସିସିଙ୍କ ବିରୋରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ମୀନାକ୍ଷୀ ବାହିନୀପତି । ବ୍ରବହାରରେ କ୍ଷୁବ୍ଧ ହୋଇ ସମର୍ଥକଙ୍କ ସହ ଦଳ ଛାଡିବାକୁ ଧମକ ଧମକ ଦେଇଛନ୍ତି ମୀନାକ୍ଷୀ ବାହିନୀପତି । ସେ କହିଛନ୍ତି, ଜିଲ୍ଲା…

ସେପ୍ଟେମ୍ବର ପହିଲାରୁ ଖୋଲିବ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ବର : ସେପ୍ଟେମ୍ବର ପହିଲାରେ ଖୋଲିବ ଲିଙ୍ଗରାଜଙ୍କ ମନ୍ଦିର । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ବିଏମସିର କୋଭିଡ ଗାଇଡଲାଇନ୍ ଅନୁସାରେ ଲିଙ୍ଗରାଜ ମନ୍ଦିର ଖୋଲିବାକୁ ନିଷ୍ପତ୍ତ ନିଆଯାଇଛି । ବୈଠକରେ…

ସଦା ବାହାର ଗୁଲଜାର.. . .

ଭୁବନେଶ୍ୱର: ତୁଝସେ ନାରାଜ ନେହିଁ ଜିନ୍ଦେଗୀ ହେରାନ୍ ହୁଁ ମୈ...ହେଉ କି ୟେ ଇସ୍କ ମୋହବତ୍ କି ରିବାୟତ ଭି ଅଜୀବ ହେ’...ତାଙ୍କର ଏହି ଦୁଇ ଧାଡି ଲେଖା ବି ବହୁତ କିଛି କହେ । ସେ ହେଉଛନ୍ତି ସଦା ବାହାର ଗୁଲଜାର୍ । ତାଙ୍କ ଲେଖନୀ ନିଃସୃତ ପ୍ରତିଟି ଧାଡି ରୋମାଞ୍ଚିତ କରିଦିଏ । ଲେଖାରେ ଗୋଟି…

ଭୂବିଜ୍ଞାନ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଓ ଆମେରିକା ମଧ୍ୟରେ ସ୍ବାକ୍ଷରିତ ବୁଝାମଣାପତ୍ରକୁ କେନ୍ଦ୍ର କ୍ୟାବିନେଟ୍‌ର…

ନୂଆଦିଲ୍ଲୀ : ଭାରତୀୟ ଭୂତାତ୍ତ୍ବିକ ସର୍ଭେ ଓ ଆମେରିକାର ଫ୍ଲୋରିଡା ଆନ୍ତର୍ଜାତିକ ବିଶ୍ବବିଦ୍ୟାଳୟ ମଧ୍ୟରେ ଭୂବିଜ୍ଞାନ ସମ୍ପର୍କୀତ ସହଯୋଗ ନେଇ ହୋଇଥିବା ସ୍ବାକ୍ଷରିତ ବୁଝାମଣାପତ୍ରକୁ ମିଳିଛି ଅନୁମୋଦନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର…

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ତହସିଲଦାରଙ୍କୁ କ୍ରାଇମବ୍ରାଞ୍ଚର ଜେରା

ଗଜପତି : ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ କରୁଛି ଖୋଳତାଡ । ଗତକାଲି ଜଗୁଆଳି ଓ ମାଳିଙ୍କୁ ଜେରା ହୋଇଥିବା ବେଳେ, ଆଜି ଚିକିତ୍ସା କରୁଥିବା ଡାକ୍ତରଙ୍କୁ ମାରାଥନ ପଚରାଉଚରା କରିଛି ତଦନ୍ତକାରୀ ଟିମ୍ । ସେହିପରି ଘଟଣା ଦିନ ମୃତ୍ୟୁକାଳୀନ ଜମାନବନ୍ଦୀ ନେଇଥିବା…

ତାଲିବାନ ସମର୍ଥନରେ ସମାଜବାଦୀ ପାର୍ଟି ସାଂସଦ, ଦାଏର ହେଲା ଦେଶଦ୍ରୋହ ମାମଲା

ଲକ୍ଷ୍ନୌ : ଆଫଗାନିସ୍ତାନକୁ ଦଖଲ କରିବା ପରେ ଏବେ ଆତଙ୍କରାଜ ଆରମ୍ଭ କଲାଣି ତାଲିବାନ୍ । ବନ୍ଧୁକ ମୁନରେ ବିରେଧୀଙ୍କ ସ୍ବରକୁ ଚାପିବାକୁ ପ୍ରୟାସ କଲାଣି । ସରିଆ ଆଇନ ବଳରେ ଏବେ ସରକାର ଚଳାଇବାକୁ ଦାବି କରୁଛି ତାଲିବାନ । କାବୁଲ କବଜା କରିବା ପରେ ତାଲିବାନର ଏଭଳି କାର୍ଯ୍ୟକୁ ବିଶ୍ବବ୍ୟାପୀ…

ଜୁନିୟର ଏନଟିଆର କିଣିଲେ ଦେଶର ପ୍ରଥମ ଲ୍ୟାମବୋର୍ଗିନୀ ଉର୍ସ ଗ୍ରାଫାଇଟ କ୍ୟାପସୁଲ କାର

ହାଇଦ୍ରାବାଦ: ଦକ୍ଷିଣ ଭାରତର ସୁପରଷ୍ଟାର ଜୁନିୟର ଏନଟିଆର ଦେଶର ପ୍ରଥମ ବ୍ୟକ୍ତି ଭାବେ ଲ୍ୟାମବୋର୍ଗିନୀ ଉର୍ସ ଗ୍ରାଫାଇଟ କ୍ୟାପସୁଲ କାର କିଣିଛନ୍ତି । ଜୁନିୟର ଏନଟିଆରଙ୍କ କାର ପ୍ରତି ଅହେତୁକ ଦୁର୍ବଳତା ରହିଛି । ସମସ୍ତ ପ୍ରକାରର ଆଧୁନିକ କାର ସେ ତାଙ୍କ ଘରେ ରଖିଛନ୍ତି । ବାଙ୍ଗାଲୋର ଶୋ…

ବ୍ୟାସକବି ଫକୀରମୋହନଙ୍କ ଆତ୍ମଜୀବନୀ ପ୍ରକାଶନ ଉପରେ ରୋକ ଲଗାଇଲେ କୋର୍ଟ

କଟକ : ବ୍ୟାସକବି ଫକୀରମୋହନଙ୍କ ଆତ୍ମଜୀବନୀ ପ୍ରକାଶନ ଉପରେ କୋର୍ଟଙ୍କ ଶୁଣାଣୀ । ଫକୀରମୋହନଙ୍କ ଆତ୍ମଜୀବନୀ ପ୍ରକାଶନ ଉପରେ ରୋକ ଲଗାଇଛନ୍ତି କୋର୍ଟ । ମାମଲାର ରାୟ ନ ଆସିବା ପର୍ଯ୍ୟନ୍ତ ଆତ୍ମଜୀବନୀ ପ୍ରକାଶ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କଟକର କମର୍ସିଆଲ କୋର୍ଟ । ଫକୀରମୋହନଙ୍କ…