Latest Odisha News

BREAKING NEWS

Yearly Archives

2021

କାନ୍ଦାହାରକୁ କବଜା କଲେ ତାଲିବାନୀ ଆତଙ୍କବାଦୀ

ଆଫଗାନିସ୍ତାନ : ଆପଗାନିସ୍ତାନରେ ଜଟିଳ ରୂପ ନେଉଛି ସ୍ଥିତି । ଆତଙ୍କୀଙ୍କ କବଳକୁ ଯାଉଛି ପୂରା ଆଫଗାନିସ୍ତାନ । ଖୁବଶୀଘ୍ର କାବୁଲକୁ କବ୍‌ଜା କରିପାରେ ତାଲିବାନ୍ । ଦେଶର ଅନ୍ୟତମ ବଡ଼ ସହର ହେରାତକୁ ନିଜ ଅକ୍ତିଆରକୁ ନେଇସାରିଥିବା ବେଳେ, ଆଫଗାନିସ୍ତାନର ଦ୍ବିତୀୟ ବୃହତ୍ତମ ସହର କାନ୍ଦାହାରକୁ…

ମାରାତ୍ମକ ଲାମ୍ବଡା ଭ୍ୟାରିଆଣ୍ଟ ବିରୋଧରେ ଫେଲ୍ ମାରୁଛି ଟିକା

ନୂଆଦିଲ୍ଲୀ : ମାରାତ୍ମକ ହେବ ଲାମ୍ବଡା ଭ୍ୟାରିଆଣ୍ଟ । ଏହା ବିରୋଧରେ ଫେଲ ମାରୁଛି ଟିକା । ଦେଶରେ ଡେଲଟା ପ୍ଲସକୁ ନେଇ ଗମ୍ଭୀର ସ୍ଥିତି ଜାରି ରହିଥିବା ବେଳେ, ଲାମ୍ବଡା ଭ୍ୟାରିଆଣ୍ଟକୁ ନେଇ ଆସିଛି ଚିନ୍ତାଜନକ ତଥ୍ୟ । ଆମେରିକା ସମେତ ଅନ୍ୟ କେତେକ ଦେଶରେ ଲାମ୍ବଡା ଭ୍ୟାରିଆଣ୍ଟ…

ଖରସ୍ରୋତା ପ୍ରକଳ୍ପକୁ ବିରୋଧ ଘଟଣା, ଭଙ୍ଗାରୁଜା କରି ଗିରଫ ହେଲେ ୨୪ ଆନ୍ଦୋଳନକାରୀ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ରାଜକନିକା ଖରସ୍ରୋତା ପ୍ରକଳ୍ପକୁ ବିରୋଧ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ । ଆନ୍ଦୋଳନସ୍ଥଳରେ ଭଙ୍ଗାରୁଜା କରିବା ଘଟଣାରେ ୨୪ ଜଣ ଆନ୍ଦୋଳନକାରୀଙ୍କୁ ପୋଲିସ ଗିରଫ କରିଛି । ସମସ୍ତଙ୍କୁ ଆଳି ଓ ରାଜକନିକା ଗାଁରୁ ପୋଲିସ ଗିରଫ କରିଛି । ଗିରଫ ପରେ…

ପୀଡିତାଙ୍କୁ ମିଳିଲା ନ୍ୟାୟ, ଜେଲରେ ବିବାହ ଉତ୍ସବ

କଟକ : ଶେଷରେ ପୀଡିତାଙ୍କୁ ମିଳିଛି ନ୍ୟାୟ । ବିବାହ କରିଛନ୍ତି ପ୍ରତାରଣାର ଶିକାର ପୀଡିତା । କଟକ ଚୌଦ୍ୱାର ସର୍କଲ ଜେଲରେ ହୋଇଛି ଏହି ବିବାହ ଉତ୍ସବ। ବିବାହ କରି ଅଭିଯୁକ୍ତ ଏବଂ ପୀଡିତାରୁ ପାଲଟିଛନ୍ତି ଉଭୟ ସ୍ୱାମୀ ସ୍ତ୍ରୀ। ସାଲେପୁର ଅଞ୍ଚଳର ଯୁବକ ଜଣକ ନିଶ୍ଚିନ୍ତ କୋଇଲିର ଜଣେ ଯୁବତୀଙ୍କ…

ବିଜେଡିର ବଡ଼ ଘେଷଣା, ୨୭% ପଛୁଆବର୍ଗ ପ୍ରାର୍ଥୀଙ୍କୁ ଟିକେଟ୍ ଦେବ ଦଳ

ଭୁବନେଶ୍ବର : ପଛୁଆ ବର୍ଗଙ୍କ ଲାଗି ବିଜେଡିର ବଡ଼ ଘୋଷଣା । ୨୭ ପ୍ରତିଶତ ପଛୁଆବର୍ଗ ପ୍ରାର୍ଥୀଙ୍କୁ ନିର୍ବାଚନରେ ଟିକେଟ୍ ଦେବ ବିଜେଡି । ଆଗାମୀ ପଞ୍ଚାୟତ ଓ ଅନ୍ୟ ନିର୍ବାଚନରେ ପଛୁଆ ବର୍ଗଙ୍କୁ ଟିକେଟ ଦେବାକୁ ଦଳ ଘୋଷଣା କରିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଦୁଇ ମନ୍ତ୍ରୀ…

ଜଷ୍ଟିସ ଆୟେଶା ମଲିକ ହେବେ ପାକିସ୍ତାନର ପ୍ରଥମ ମହିଳା ପ୍ରଧାନ ବିଚାରପତି

ଇସ୍‌ଲାମ୍‌ବାଦ: ପାକିସ୍ତାନ ଇତିହାସରେ ଏହା ପ୍ରଥମ ଥର ହେବାକୁ ଯାଉଛି। ପାକିସ୍ତାନରେ ପ୍ରଥମ ଥର ପାଇଁ ଜଣେ ମହିଳା ପ୍ରଧାନ ବିଚାରପତି ହେବେ। ଜଷ୍ଟିସ ଆୟେଶା ମଲିକ ପାକିସ୍ତାନର ପ୍ରଥମ ମହିଳା ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି। ସିଜେପି ମୁଶେର ଆଲାମ ଅଗଷ୍ଟ ୧୭ ରେ ଅବସର ନେବାକୁ…

ଟିକାକୃତ ଲୋକମାନେ ଡେଲଟା ପ୍ରଜାତିର ବିସ୍ତାର କରିପାରନ୍ତି; ରିପୋର୍ଟ

ନୂଆଦିଲ୍ଲୀ: ସଂପୂର୍ଣ୍ଣ ଟିକାକରଣ ହୋଇଥିବା ୬୩ ବର୍ଷ ବୟସ୍କା ମହିଳା କରୋନା ଡେଲଟା ପ୍ଲସ୍ ରେ ସଂକ୍ରମିତ ମୃତ୍ୟୁବରଣ କରିଥିବା ଖବର ଆସିବା ପରେ ଅନୁସନ୍ଧାନକାରୀମାନେ ଏହି ଭୂତାଣୁ ଅନ୍ୟମାନଙ୍କୁ ଅତି ସହଜରେ ବ୍ୟାପୁଥିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ତେବେ ଟିକା ନେଇଥିବା ଲୋକ ବି ଅତି…

ତାଲିବାନ ଦଖଲରେ ଆଫ୍‌ଗାନିସ୍ତାନର ଆଉ ଏକ ପ୍ରମୁଖ ଅଞ୍ଚଳ

ନୂଆଦିଲ୍ଲୀ: ତାଲିବାନ ଓ ଆଫ୍‌ଗାନିସ୍ତାନ ବିବାଦ ତେଜିବାରେ ଲାଗିଛି। ଆଫ୍‌ଗାନିସ୍ତାନର ରାଜଧାନୀ କାବୁଲକୁ ଛାଡିଦେଲେ ପ୍ରାୟ ସମସ୍ତ ପ୍ରମୁଖ ଅଞ୍ଚଳଗୁଡିକୁ ଦଖଲ କରିସାରିଲାଣି ତ‌ାଲିବାନ। ତାଲିବାନ ବର୍ତ୍ତମାନ ଦାବି କରିଛି ଯେ ଆଫଗାନିସ୍ତାନର ରାଜଧାନୀ କାବୁଲଠାରୁ ୯୦ କିଲୋମିଟର ଦୂରରେ ଥିବା…

ବଢୁଛି ରାହୁଲଙ୍କ ଅଡୁଆ; ଟ୍ୱିଟର ପରେ ଇନ୍‌ଷ୍ଟା ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଦାବି

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଦଳିତ ନାବାଳିକାର ପରିବାରର ଚିତ୍ର ସେୟାର କରିବା ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ସମସ୍ୟା ବଢିବାରେ ଲାଗିଛି। ଟ୍ୱିଟରରୁ କାର୍ଯ୍ୟାନୁଷ୍ଠାନ ଦାବି କରିବା ପରେ ବର୍ତ୍ତମାନ ଶିଶୁ ସୁରକ୍ଷା ଆୟୋଗ ଫେସବୁକରୁ ତାଙ୍କ…

ବୁଣାକାରଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ବୁଣାକାର ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏକ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ରାଜ୍ୟରେ କୃଷି ପରେ ହସ୍ତତନ୍ତ ହିଁ ଗ୍ରାମାଞ୍ଚଳରେ ସର୍ବାଧିକ ଲୋକଙ୍କୁ ନିଯୁକ୍ତି ଯୋଗାଇଥାଏ। ବର୍ତ୍ତମାନ ରାଜ୍ୟର ଲକ୍ଷାଧିକ ଲୋକ ହସ୍ତତନ୍ତ ଉପରେ ନିର୍ଭର କରୁଛନ୍ତି।…