୨୭ ରିଲିଜ କରିବ ବିଗ୍ ବିଙ୍କ ‘ଚେହ୍ରେ’
ନୂଆଦିଲ୍ଲୀ: କରୋନା କଟକଣା କୋହଳ ହେବା ପରେ ଭାରତୀୟ ଚଳଚ୍ଚିତ୍ର ଜଗତରେ ଭଲ ବ୍ୟବସାୟ ହୋଇପାରେ ବୋଲି ଆଶା କରାଯାଉଛି। ଅମିତାଭ ବଚ୍ଚନ ଏବଂ ଇମ୍ରାନ ହାଶମିଙ୍କ ଅଭିନୀତ ରହସ୍ୟ ଥ୍ରୀଲର ଚେହ୍ରେ ୨୭ ଅଗଷ୍ଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି…