Latest Odisha News

BREAKING NEWS

Yearly Archives

2021

ବିବାହରେ ବାଧ୍ୟତାମୂଳକ ଯୌନ ସମ୍ପର୍କ ବେଆଇନ ନୁହେଁ!

ମୁମ୍ବାଇ: ଏଣିକି ବିବାହ ପରେ ବାଧ୍ୟତାମୂଳକ ଯୌନ ସମ୍ପର୍କକୁ ବେଆଇନ କୁହାଯାଇପାରିବ ନାହିଁ। ମୁମ୍ବାଇ ହାଇକୋର୍ଟ ଶୁକ୍ରବାର ଏ ବାବଦରେ ଟିପ୍ପଣୀ ଦେଇଛନ୍ତି। ସ୍ୱାମୀଙ୍କ ଦ୍ୱାରା ଜବରଦସ୍ତ ଯୌନ ଶୋଷଣର ଶିକାର ହୋଇଥିବା ଜଣେ ମହିଳାଙ୍କ ଅଭିଯୋଗ ଶୁଣିବାବେଳେ ମୁମ୍ବାଇର ଅତିରିକ୍ତ ସେସନ୍ସ…

ଅନୁବାଦ କବିତା : ଏକ‌ ‌ଉଦ୍ଭଟ‌ ‌କଳ୍ପନା‌

ମୂଳ‌ ‌ଇଂରାଜୀ‌ ‌:‌ ‌ଲୁଇଜ‌ ‌ଗ୍ଲୁକ‌ ‌ ‌ ଅନୁବାଦ‌ ‌:‌ ‌ସରଳ‌ ‌କୁମାର‌ ‌ଦାସ‌ ‌ ‌ ମୁଁ‌ ‌ତମକୁ‌ ‌କିଛି‌ ‌କହିବି‌ ‌:‌ ‌ପ୍ରତି‌ ଦିନ‌ ‌ ଲୋକମାନେ‌ ‌ମରୁଛନ୍ତି‌ ‌।‌ ‌ଆଉ‌ ‌ତାହା‌ ‌ଆରମ୍ଭ‌ ‌ହିଁ‌ ‌ମାତ୍ର‌‌…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୫ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫ ଅମୃତା ସବୁଦିନ ଭଳି ନିୟମିତ ଭାବରେ ଘରଭିତରକୁ ଗଲା। ହଲରେ ଲେମନସ୍ପ୍ରେର ବାସ୍ନା।ବହୁତ ଭଲ ଲାଗୁଥିଲା ତା'କୁ। କିଆ,କି ଗୋଲାପକୁ ସେ ସହି ପାରେନା।କେବେକେବେ ତିଥି ସେସବୁ ସ୍ପ୍ରେ କରେ। ଭାରି କଷ୍ଟ ହୁଏ। ସବୁଦିନ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୧୪-୮-୨୦୨୧ ଶନିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଅଗଷ୍ଟ ତା୧୪ ରିଖ ଶନିବାର କର୍କଟ ୩୦ ଦିନ ଶ୍ରାବଣ ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର ଘାତ ବାର-: ବୃଷ ,ସିଂହ ଓ କନ୍ୟା ରାଶିର ନିଷେଧ ଖାଦ୍ୟ-ପିତା ଦ୍ରବ୍ୟ ମେଷ: ଆଜି…

ଅନନ୍ୟ ଶଙ୍ଖକ୍ଷେତ୍ର

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ " ଅନନ୍ୟ ଶଙ୍ଖକ୍ଷେତ୍ର " ବିଷ୍ଣୁ ଧର୍ମୋତ୍ତର ପୁରାଣ ଅନୁସାରେ ମହାବିଷ୍ଣୁଙ୍କର ଚାରି ହାତରେ ରହିଥିବା ଚାରି ଆୟୁଧ ଯଥା ଶଙ୍ଖ, ଚକ୍ର, ଗଦା, ପଦ୍ମକୁ ନେଇ ପବିତ୍ର ଓଡ଼ିଶା ମାଟିର ଚାରିଗୋଟି ସ୍ଥାନର ମହତ୍ୱ ସୃଷ୍ଟି ହୋଇଛି । ସେଥି ମଧ୍ୟରୁ…

ସେପ୍ଟେମ୍ୱର ୬ରୁ ଆରମ୍ଭ ଓଜେଇଇ

ଭୁବନେଶ୍ବର : ଆସନ୍ତା ସେପ୍ଟେମ୍ବର ୬ ତାରିଖରୁ ଆରମ୍ଭ ହେବ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ । ପରୀକ୍ଷା ସେପ୍ଟେମ୍ବର ୬ ତାରିଖରୁ ଆରମ୍ଭ ହୋଇ ୧୮ ତାରିଖରେ ଶେଷ ହେବ । ପ୍ରତିଦିନ ତିନିଟି ସିଫ୍ଟରେ ପରୀକ୍ଷା କରାଯିବ । ଏନେଇ ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ ସୁଦୀପ ଚାନ୍ଦ ।…

ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ ଜରିଆରେ ୨୧୫ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହାରି ଭିତରେ ୧୧ଟି ପ୍ରକଳ୍ପର ଶୁଭ ଉଦଘାଟନ ରହିଥିବା…

ଘରୋଇ କଳିରୁ ଦାଦାକୁ ପିଟି ପିଟି ମାରିଦେଲେ ୩ ପୁତୁରା

ଅନୁଗୁଳ : ଅନୁଗୁଳ ହଣ୍ଡପା ଥାନା ପ୍ରତାପପୁର ଗାଁରେ ଅଭାବନୀୟ ଘଟଣା । ଘରୋଇ କଳିରୁ ଦାଦାକୁ ପିଟି ପିଟି ମାରିଦେଲେ ୩ ଜଣ ପୁତୁରା । ମୃତକ ହେଲେ ଗଙ୍ଗା ନାଗ । ଦାଦାକୁ ହତ୍ୟା କରିବା ପରେ ଅଭିଯୁକ୍ତ ପୁତୁରା ଫେରାର ହୋଇଯାଇଛନ୍ତି । ତେବେ ଅଭିଯୁକ୍ତଙ୍କ ନାମ ପ୍ରକାଶ କରିନାହିଁ ପୋଲିସ ।…

ରାୟଗଡାରେ ଆମ୍ବୁଲାନ୍ସ ଓ ଟ୍ୟାଙ୍କର ମୁହାଁମୁହିଁ ଧକ୍କା, ୪ ମୃତ, ୨ ଗୁରୁତର

ରାୟଗଡ଼ା : ରାୟଗଡା ଅମ୍ବାଦଳା ଥାନା ମଞ୍ଜୁରୁକୁପା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଘରୋଇ ଆମ୍ବୁଲାନ୍ସ ଓ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା ଘଟିଛି । ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୨ ଜଣ ଗୁରୁତର ଅଛନ୍ତି । ଦୁର୍ଘଟଣାସ୍ଥଳରେ ଆମ୍ବୁଲାନ୍ସରେ ଥିବା ୩ ଜଣଙ୍କର ମୃତ୍ୟୁ…

ଆସନ୍ତା ଦିନରେ ଅଧିକ ସଂକ୍ରମିତ ହୋଇପାରନ୍ତି ଶିଶୁ ଓ କିଶୋର

ନୂଆଦିଲ୍ଲୀ : କୋଭିଡ ନେଇ ପୁଣି ଆସିଲା ଚିନ୍ତାଜନକ ତଥ୍ୟ । ସାଧାରଣ ଥଣ୍ଡାର କାରଣ ପାଲଟୁଥିବା କିଛି କରୋନା ଭାଇରସ ପରି କୋଭିଡ 19 ନିଜର ଧାରା ବଦଳାଇବ । ଆସନ୍ତା ଦିନରେ ବିଶେଷ କରି ଶିଶୁ ଓ କିଶୋରଙ୍କୁ ସଂକ୍ରମିତ କରିବ । ଟିକା ନେଇ ନଥିବା କିମ୍ବା ଭାଇରସ ସଂସ୍ପର୍ଶରେ ଆସିଥିବା ଶିଶୁ ଓ…