Latest Odisha News

BREAKING NEWS

Yearly Archives

2021

କଟକ ରେଳ ଷ୍ଟେସନର ଉନ୍ନତି ପାଇଁ ରେଳମନ୍ତ୍ରୀଙ୍କୁ ବିଜେପିର ଦାବିପତ୍ର

କଟକ : କଟକ ରେଳ ଷ୍ଟେସନର ଉନ୍ନତି ଏବଂ ଭିତ୍ତିଭୂମିର ବିକାଶ ପାଇଁ ବିଜେପି ପକ୍ଷରୁ ଦିଆଯାଇଥିବା ଦାବିକୁ ଗ୍ରହଣ କରିଛନ୍ତି ରେଳରାଷ୍ଟ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏ ନେଇ ନଗର ବିଜେପି ପକ୍ଷରୁ କଟକ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଦଳ ପକ୍ଷରୁ କୁହାଯାଇଛି…

ଉଦଘାଟିତ ହଲା ଷ୍ଟେଟ୍ ଫରେନସିକ ଲ୍ୟାବର ନୂଆ ବିଲ୍ଡିଂ

ଭୁବନେଶ୍ବର : ଉଦଘାଟିତ ହୋଇଛି ଷ୍ଟେଟ୍ ଫରେନସିକ ଲ୍ୟାବର ନୂଆ ବିଲ୍ଡିଂ । ପୋଲିସ ଡିଜି ଅଭୟ ଏହି ନୂଆ ବିଲ୍ଡିଂକୁ ଉଦଘାଟନ କରିଛନ୍ତି । ଏଣିକି ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଏହା ବେଶ ସହାୟକ ହେବ ବୋଲି କହିଛନ୍ତି ପୋଲିସ ଡିଜି । ତଦନ୍ତ ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟ କରିବ…

କେନ୍ଦ୍ର ସରକାର ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ପ୍ରତ୍ୟାହାର ନ କଲେ ବଢ଼ି ଚାଲିଥିବ ଦରଦାମ

ଭୁବନେଶ୍ବର : ଦିନକୁ ଦିନ ବଢ଼ି ଚାଲିଛି ଦରଦାମ । ବର୍ଦ୍ଧିତ ଦରଦାମକୁ ନେଇ ଲୋକେ ଅତିଷ୍ଠ ହୋଇପଡିଲେଣି । ତେଣୁ କେନ୍ଦ୍ର ସରକାର ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ପ୍ରତ୍ୟାହାର ନ କଲେ ଏମିତି ବଢ଼ି ଚାଲିଥିବ ଦରଦାମ । ଯେପର୍ଯ୍ୟନ୍ତ ଜରୁରୀ ସାମଗ୍ରୀ ଉପରୁ ସଂଶୋଧିତ ନୂଆ ଆଇନ ଓ ନୂତନ କୃଷି ନୀତିକୁ…

ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର

ଭୁବନେଶ୍ବର : ମହାମାରୀ କରୋନାରେ ସୁଧାର ଆସୁଥିବା ବେଳେ, ଆଗକୁ ଆସୁଛି ସମ୍ଭାବ୍ୟ ତୃତୀୟ ଲହରୀ । ତେଣୁ ଏହାର ମୁକାବିଲା ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି ରାଜ୍ୟ ସରକାର । ଏହା ପୂର୍ବରୁ ଶିଶୁଙ୍କ ପାଇଁ ୬୦୦ ବେଡ୍ ମହଜୁଦ୍ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଏହାଠାରୁ ଯଥେଷ୍ଟ…

ଗ୍ରାମାଞ୍ଚଳରେ ଜୋରଦାର ହେବ ଟିକାକରଣ

ଭୁବନେଶ୍ବର : ରାଜ୍ୟରେ ହ୍ରାସ ପାଉଛି ସଂକ୍ରମଣ । ସ୍ଥିତି ନିୟନ୍ତ୍ରଣକୁ ଆସୁଛି । ତେଣୁ ଏବେ ଗ୍ରାମାଞ୍ଚଳରେ ଜୋରଦାର ହେବ ଟିକାକରଣ । ଗାଁ ଗାଁରେ ଅଧିକ ଟିକାକରଣ ଉପରେ ଫୋକସ୍ କରୁଛନ୍ତି ରାଜ୍ୟ ସରକାର । ମୋବାଇଲ ଭ୍ୟାନ ଜରିଆରେ ଗ୍ରାମାଞ୍ଚଳରେ ହେବ ଟିକାକରଣ । ଆବଶ୍ୟକ ପଡ଼ିଲେ…

ଭାରତ ବିପକ୍ଷ ସିରିଜ ଆୟୋଜନ କରି ଶ୍ରୀଲଙ୍କା ଲାଭ ପାଇଛି ୧୦୭ କୋଟି !

କଲମ୍ବୋ: ଭାରତ ବିପକ୍ଷ କ୍ରିକେଟ ସିରିଜ ଆୟୋଜନ କରି ଶ୍ରୀଲଙ୍କା ବୋର୍ଡ ୧୪.୫ ନିୟୁତ ଡଲାର (୧୦୭ କୋଟି ଟଙ୍କା) ଲାଭ କରିଛି । କରୋନା ମହାମାରୀ ସତ୍ୱେ ଏହି ଦ୍ୱିପାକ୍ଷିକ ସିରିଜ ଆୟୋଜନ ହୋଇଥିଲା । ଉଭୟ ଦେଶ ମଧ୍ୟରେ ୩ଟି ଦିନିକିଆ ଓ ୩ଟି ଟି୨୦ କ୍ରିକେଟ ମ୍ୟାଚ ଆୟୋଜିତ ହୋଇଥିଲା । ଏସଏଲସି…

ଇଣ୍ଡୋନେସିଆ ସେନାରୁ ହଟିଲା ବିବାଦୀୟ କୁମାରୀତ୍ୱ ଯାଂଚ ପ୍ରକ୍ରିୟା

ଜାକର୍ତା: ବିଭିନ୍ନ ମହଲରେ ବିରୋଧ ହେବା ପରେ ଶେଷରେ ଇଣ୍ଡୋନେସିଆ ବିବାଦୀୟ କୁମାରୀତ୍ୱ ଯାଂଚ ପ୍ରକ୍ରିୟାକୁ ହଟେଇ ଦେଇଛି । ଇଣ୍ଡୋନେସିଆ ସେନାରେ ମହିଳାମାନେ ଯୋଗ ଦେବା ପୂର୍ବରୁ ସେମାନଙ୍କ କୁମାରୀତ୍ୱ ପରୀକ୍ଷା କରାଯାଉଥିଲା । ଏବେ ଏହାକୁ ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଆଯାଇଛି ବୋଲି…

ଟାଇମ ସ୍କୋୟାରରେ ଉଡିବ ଭାରତର ସବୁଠାରୁ ବଡ ଜାତୀୟ ପତାକା

ୱାଶିଂଟନ: ଅଗଷ୍ଟ ୧୫ରେ ଭାରତରେ ସ୍ୱାଧୀନତାର ୭୫ତମ ଦିବସ ଧୂମଧାମରେ ପାଳନ କରାଯିବ । ଏହି ଅବସରରେ ଟାଇମ ସ୍କୋୟାରରେ ଭାରତର ସବୁଠାରୁ ବଡ ଜାତୀୟ ପତାକା ଉଡାଯିବ । ଆମେରିକାରେ ଫେଡେରେଶନ ଅଫ ଇଣ୍ଡିଆ ଆସୋସିଏଶନ ନ୍ୟୁୟର୍କ, ନ୍ୟୁଜର୍ସି ଓ କନେକ୍ଟିକଟ ଟାଇମ୍ସ ସ୍କୋୟାରରେ ତ୍ରିରଙ୍ଗା ପତାକା…

୨୦ ହଜାର ଲାଞ୍ଚ ନେଇ ଧରା ପଡିଲେ ଆକାଉଣ୍ଟାଣ୍ଟ

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ଆକାଉଟାଣ୍ଟ । ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ । ସେ ହେଉଛନ୍ତି ନବରଙ୍ଗପୁର ଆରଡବ୍ଲୁଏସଏସ ଅଫିସର ଆକାଉଣ୍ଟାଣ୍ଟ ସୁମିତ କୁମାର। ଏକ କାମର ଏଗ୍ରିମେଣ୍ଟ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ଜଣେ ବ୍ୟକ୍ତିଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ…

ପାରମ୍ପରିକ ଚିତ୍ର ଜଗତର ନୂଆ ସମ୍ଭାବନା : ପଟ୍ଟଚିତ୍ର ଶିଳ୍ପୀ ସସ୍ମିତା ମହାରଣା

 କଳା ଓ କାରିଗରୀକୁ ନେଇ ପ୍ରିୟରଞ୍ଜନ କରଙ୍କ ସ୍ୱତନ୍ତ୍ର ଉପସ୍ଥାପନା  ପରିବାର କୌଳିକ ବୃତ୍ତିକୁ ବଞ୍ଚାଇବା ପାଇଁ ଦିନେ ଅଣ୍ଟା ଭିଡ଼ିଥିବା ସସ୍ମିତା ମହାରଣା ଆଜି ରାଜ୍ୟ ହସ୍ତକଳା ଜଗତରେ ସୃଷ୍ଟି କରିପାରିଛନ୍ତି ନିଜର ଭିନ୍ନ ଏକ ପରିଚୟ । ଖୁବ୍ କମ୍ ସମୟ ମଧ୍ୟରେ ସାଉଁଟିଛନ୍ତି ଅନେକ…