Latest Odisha News

BREAKING NEWS

Yearly Archives

2021

ଓଡ଼ିଶାର ୪ ପୋଲିସ ଅଫିସରଙ୍କୁ ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ମେଡାଲ୍

ଭୁବନେଶ୍ୱର: ତଦନ୍ତରେ ଉତ୍କର୍ଷତା ପାଇଁ ପୋଲିସ ଅଧିକାରୀଙ୍କୁ ମିଳିଲା କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ପକ୍ଷରୁ ମେଡାଲ୍ । ବର୍ଷ ୨୦୨୧ ପାଇଁ ମୋଟ୍ ୧୫୨ ଜଣଙ୍କୁ ପ୍ରଦାନ କରାଯାଇଛି  ପଦକ । ଏହି ତାଲିକାରେ ଅଛନ୍ତି ଓଡ଼ିଶାର ୪ ଜଣ ପୋଲିସ ଅଧିକାରୀ । ଏମାନଙ୍କ ଭିତରେ ଦୁଇ ଜଣ ଇନିସପେକ୍ଟର ଓ ଦୁଇ…

୧୩୦ତମ ଡୁରାଣ୍ଡ କପ ଫୁଟବଲ ସେପ୍ଟମ୍ବର ୫ରୁ

କୋଲକାତା: ୧୩୦ତମ ଡୁରାଣ୍ଡକପ ଫୁଟବଲ ସେପ୍ଟମ୍ବର ୫ରୁ ଅକ୍ଟୋବର ୨୧ ପର୍ଯ୍ୟନ୍ତ ଆୟୋଜିତ ହେବ । କରୋନା ମହାମାରୀ ଯୋଗୁ ଗତ ବର୍ଷ ଏହା ଆୟୋଜିତ ହୋଇପାରି ନ ଥିଲା । ବିଶ୍ୱର ତୃତୀୟ ଏବଂ ଏସିଆର ସର୍ବପୁରାତନ ଏହି ଟୁର୍ଣ୍ଣାମେଂଟ ୧୮୮୮ରେ ପ୍ରଥମେ ହିମାଚଳପ୍ରଦେଶରେ ଆରମ୍ଭ ହୋଇଥିଲା । ସର୍ବଭାରତୀୟ…

ଆସିଗଲାଣି କି କରୋନା ତୃତୀୟ ଲହର: ବେଙ୍ଗାଲୁରୁରେ ୬ ଦିନରେ ୩୦୦ ପିଲା ପଜିଟିଭ୍

ବେଙ୍ଗାଲୁରୁ: ଦେଶରେ କିଛି ରାଜ୍ୟ ଅନଲକ୍ ଆରମ୍ଭ କରିଥିବା ବେଳେ କିଛି ରାଜ୍ୟରେ ଗତ କିଛି ଦିନ ହେବ ଲଗାତାର ବଢୁଛି କରୋନା ସଂକ୍ରମଣ । ଏବେ ସ୍କୁଲ ଖୋଲିବା ପରେ ପିଲାଙ୍କ ପ୍ରତି ବିପଦ ବଢ଼ିଛି । ବେଙ୍ଗାଲୁରୁରୁ ଏମିତି ଚିତ୍ର ସାମନାକୁ ଆସିଛି ଯାହା ସାରା ଦେଶକୁ ଚିନ୍ତିତ କଲା ଭଳି ଖବର ।…

ହିମାଚଳ ଭୂସ୍ଖଳନ: ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି, ନିଖୋଜଙ୍କୁ ଉଦ୍ଧାରକାର୍ଯ୍ୟ ଜାରି

କିନ୍ନୋର: ହିମାଚଳପ୍ରଦେଶ ସିମଲା ହାଇଓ୍ୱେରେ ଭୟଙ୍କର ଭୂସ୍ଖଳନ ପରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ପାଖାପାଖି ୨୪ ଘଣ୍ଟା ବିତିବାକୁ ବସିଥିଲେ ବି ପାହଡ଼ା ଧସିବା ପରେ ଚାପି ହୋଇଥିବା ବସର ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ପାରିନି । ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କର ମୃତ୍ୟୁ ହୋଇଥିବା…

ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ମାସେ: ପୋଲିସ ହାତ ଖାଲି

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ଆଜି ମାସେ ପୂରିଛି । ତଥାପି ମୃତ୍ୟୁ ରହସ୍ୟ ଭେଦି ପାରିନି ପୋଲିସ । କେମିତି ଓ କେଉଁ ପରିସ୍ଥିତିରେ ସୌମ୍ୟରଞ୍ଜନଙ୍କ ଦେହରେ ନିଆଁ ଲାଗିଲା ତାହା ଜାଣି ପାରିନି । ଗଜପତିରୁ ତଦନ୍ତ ଆରମ୍ଭ ହୋଇ ଆଉ 3ଟି ଜିଲ୍ଲାରେ ବି…

ରାହୁଲ ଗାନ୍ଧିଙ୍କ ପରେ କଂଗ୍ରେସର ଟ୍ୱିଟର ଆକାଉଣ୍ଟ ସସପେଣ୍ଡ

ନୂଆଦିଲ୍ଲୀ: ଟ୍ୱିଟର ଓ କଂଗ୍ରେସ ଭିତରେ ଟକ୍କର । କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ଦଳର କିଛି ବରିଷ୍ଠ ନେତା ପରେ କଂଗ୍ରେସର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟକୁ ଲକ୍ ହୋଇଛି । ଏନେଇ ଦଳ ପକ୍ଷରୁ ଫେସବୁକ୍ ପୋଷ୍ଟ ଜରିଆରେ ସୂଚନା ଦିଆଯାଇଛି । ତେବେ ଏନେଇ ଲଢ଼େଇ ଜାରି ରହିବ ବୋଲି କଂଗ୍ରେସ ପକ୍ଷରୁ…

ଅଧୁରା ରହିଲା ଇସ୍ରୋ ମିଶନ୍: ଶେଷ ମୁହୂର୍ତ୍ତରେ ଫେଲ୍ ମାରିଲା ‘EOS-03’ ସାଟେଲାଇଟ୍ ଲଞ୍ଚ

ଶ୍ରୀହରିକୋଟା(ଆନ୍ଧ୍ରପ୍ରଦେଶ): ଇତିହାସ ରଚିବା ଆଗରୁ ଫେଲ୍ ମାରିଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥାର(ଇସ୍ରୋ) ମିଶନ । ଅଧୁରା ରହିଗଲା । ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ‘EOS-03’ ଉତକ୍ଷେପଣ ଶେଷ ମୁହୂର୍ତ୍ତରେ ଫେଲ ମାରିଛି । ଆଜି ଶ୍ରୀହରିକୋଟା ସ୍ଥିତ ସତୀଶ ଧଓ୍ୱନ ସ୍ପେଶ ସେଣ୍ଟରରୁ…

ଆଜିଠୁ +୨ ନାମଲେଖା ପାଇ ଆବେଦନ ପ୍ରକ୍ରିୟା ଆରମ୍ଭ, ଏମିତି କରିବେ ପଞ୍ଜିକରଣ

ଭୁବନେଶ୍ୱର: ଆଜିଠାରୁ ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମଲେଖା ପାଇଁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା । କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତି ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଏଥିପାଇଁ www.samsodisha.gov.in ଜରିଆରେ ଛାତ୍ରଛାତ୍ରୀ ଆବେଦନ…

ଆଜି ରାଜ୍ୟରୁ ୧୧୦୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଏବେ ସ୍ଥିର ରହିଛି । ହଜାରେରୁ ୧୫ ଶହ ଭିତରେ ରହୁଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଆଉ ୧୧ଶହ ୭ ପଜିଟିଭ୍ ବାହାରିଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୬୪୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୬୧ । ଖୋର୍ଦ୍ଧା ଜିଲ୍ଲାରୁ…

ପାଗଳ ପ୍ରେମିକର ଉନ୍ମତ୍ତକାଣ୍ଡ: ଯୁବତୀଙ୍କ ଉପରେ ଫିଙ୍ଗିଲା ଏସିଡ୍

ଭୁବନେଶ୍ୱର: ପ୍ରେମରେ ବିଫଳ ହେବା ପରେ ପ୍ରେମିକର ନରକୀୟକାଣ୍ଡ । ଯୁବତୀଙ୍କ ଉପରେ ଫିଙ୍ଗିଲା ଏସିଡ୍ । ଏଭଳି ଅଭିଯୋଗ ଆସିଛି ଭୁବନେଶ୍ୱର ଧୁଳି ଥାନା ଅନ୍ତର୍ଗତ ବାଲିଆପଡ଼ା ଗାଁରୁ । ତାଙ୍କ ଶରୀରର କିଛି ଅଂଶ ଜଳିଯାଇଛି । ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ପ୍ରଥମେ ଭୁବନେଶ୍ୱର କ୍ୟାପିଟାଲ୍…