Latest Odisha News

BREAKING NEWS

Yearly Archives

2021

ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ସେବାୟତଙ୍କ ପରିବାର

ପୁରୀ: ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଦର୍ଶନ । ଆଜି ଓ ଆସନ୍ତାକାଲି ସେବାୟତଙ୍କ ପରିବାର ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ଆଜି ସକାଳ ୭ଟାରୁ ଦର୍ଶନ ଆରମ୍ଭ ହୋଇଛି । ସେବାୟତଙ୍କ ପରିବାର ସଦସ୍ୟ ଯେକୌଣସି ଦ୍ୱାର ଦେଇ ମନ୍ଦିର ଭିତରେ ପ୍ରବେଶ କରିପାରୁଛନ୍ତି । ଏଥିପାଇଁ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୩)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩ ଫୁଲଫୁଲକା ଟି-ସାର୍ଟପିନ୍ଧା ନହନହକା ଡେଙ୍ଗୀ ଜବାର ସମୟ ଏଇଟା। ଚନ୍ଦ୍ରାର ଯିବାକୁ ଚାହିଁଲା ଟିକିଏ। ବାହାରେ ଆଜି ଭାରି ଗୁଳୁଗୁଳି। ଘର ଭିତରକୁ ପଶି ଗଲେ ଆରାମ। ୱେଟଟିସୁରେ ହାତ ପୋଛିଲା। ତା'ପରେ ଉଦ୍ଦିଷ୍ଟ ୱାସରୁମ୍…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୧୨-୮-୨୦୨୧ ଗୁରୁବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଅଗଷ୍ଟ ତା ୧୨ ରିଖ ଗୁରୁବାର କର୍କଟ ୨୮ ଦିନ ଶ୍ରାବଣ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥି ଉତ୍ତରା ଫାଲଗୁନୀ ନକ୍ଷତ୍ର କନ୍ୟା ଚନ୍ଦ୍ର ଘାତ ବାର-: ତୁଳା ଓ କୁମ୍ଭ ରାଶିର ଘାତ ଚନ୍ଦ୍ର-: ବୃଷ ରାଶି ପୁରୁଷ ଓ ଧନୁ…

କବିତା : ପୁଣି ଥରେ ଶୀଲୁ

ଶୈଳବାଳା ମହାପାତ୍ର ଏବେ ବୁହାଟେ କାନ୍ଦିବାକୁ ହେବ ଶୀଲୁକୁ ଲୁହମାନେ ଅନେକ ବେଳୁ ଅପେକ୍ଷା କଲେଣି ଆଖି କୋଣରେ ଠସ୍ ଠସ୍ ଖସି ପଡ଼ିବ ବରକୋଳିଆ ଟୋପା ପତା ଟିକେ ହଲ୍ ଚଲ୍ ହେଇଗଲେ l ଶୀଲୁ ମୁହଁ ଢାଙ୍କି ଦେଲା ପାପୁଲିରେ ପରାଜିତ ପୃଥ୍ବୀ ଟିକକୁ ଆଣ୍ଠୁ ଉପରେ ଆଶ୍ଵାସିଲା…

ବ୍ରହ୍ମପୁରରେ ଗୁଟଖା ଗୋଦାମରେ ଚଢ଼ାଉ, ବିପୁଳ ପରମାଣର ଗୁଟଖା ଜବତ

ବ୍ରହ୍ମପୁର : ବ୍ରହ୍ମପୁର ବଡ଼ବଜାର ଥାନା ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ଥିବା ଏକ ଗୁଟଖା ଗୋଦାମରେ ପୋଲିସର ଚଢ଼ାଉ । ଚଢ଼ାଉ ବେଳେ ଜବତ ହୋଇଛି ବିପୁଳ ପରିମାଣର ଗୁଟଖା । ବେଆଇନ ଗୁଟଖା କାରବାର କରୁଥିବା ଅଭିଯୋଗରେ ଗୋଦାମ ମାଲିକ ପଙ୍କଜ ଚୌଧୁରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।…

ସଚିନଙ୍କୁ ଭେଟିଲେ ରୌପ୍ୟ ବିଜୟନୀ ମୀରାବାଇ

ମୁମ୍ବାଇ: ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିବା ଭାରୋତୋଳିକା ମୀରାବାଇ ଚାନୁ ଆଜି କ୍ରିକେଟର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କୁ ଭେଟିଛନ୍ତି । ସେ ଏହି ସାକ୍ଷାତର ଫଟୋ ସୋସିଆଲ ସାଇଟରେ ଶେୟାର କରିଛନ୍ତି । ଯାହାକି କ୍ରୀଡାପ୍ରେମୀଙ୍କୁ ବେଶ ପସନ୍ଦ ଆସିଛି । ସଚିନ…

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ବାରା ସହିଦ ସ୍ମାରକୀ ଉନ୍ମୋଚନ

ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ରେଳବାଇ ଅଡିଟୋରିୟମ ନିକଟରେ ଉନ୍ମୋଚିତ ହୋଇଛି ସହିଦ ସ୍ମାରକୀ । ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ଏହି ସହିଦ ସ୍ମାରକକୁ ଉନ୍ମୋଚନ କରିବା ସହ ସହିଦ ବଳିଦାନ ପାଇଁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସହିଦଙ୍କ ବଳିଦାନକୁ ସ୍ମରଣ କରିବା ପାଇଁ…

ହ୍ୟାକର ଚୋରି କରି ନେଲେ ୪୪୬୮ କୋଟିର କ୍ରିପ୍ଟୋକରେନ୍ସି

ନୂଆଦିଲ୍ଲୀ: ହ୍ୟାକର୍ସମାନେ ୪୪୬୮ କୋଟି ଟଙ୍କାର କ୍ରିପ୍ଟୋକରେନ୍ସି ଚୋରି କରି ହଇଚଇ ସୃଷ୍ଟି କରି ଦେଇଛନ୍ତି । କ୍ରିପ୍ଟୋ କରେନ୍ସି ଟ୍ରାନ୍ସଫର କରୁଥିବା ପ୍ରସିଦ୍ଧ କମ୍ପାନୀ ପଲି ନେଟୱାର୍କ ମଧ୍ୟ ଏହି ଘଟଣା ସତ୍ୟ ବୋଲି ସ୍ୱୀକାର କରିଛି । ପଲି ନେଟୱର୍କ ଇଥୋରିୟମ, ୱାଇନେଂସଚେନ ଓ…

ଟପ ଟେନକୁ ଫେରିଲେ ବୁମରାହ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପେସ ବୋଲର ଯଶପ୍ରୀତ ବୁମରାହ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଚମତ୍କାର ବୋଲିଂ କରିଥିଲେ । ଏହାର ଫାଇଦା ତାଙ୍କୁ ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗରେ ମିଳିଛି । ସେ ୧୦ଟି ସ୍ଥାନ ଉପରକୁ ଓଭରାଲ ୯ମ ସ୍ଥାନ ହାସଲ କରିଛନ୍ତି । ୨୦୧୯ ସେପ୍ଟେମ୍ବରରେ ସେ ତୃତୀୟ…

ରଙ୍ଗ ଦେଖାଉଛି ତାଲିବାନ, ମହିଳାଙ୍କୁ କରୁଛି ସେକ୍ସ ଗୁଲାମ

କାବୁଲ: ଆଫଗାନିସ୍ତାନରେ ତାଲିବାନ ତାର ପ୍ରଭୂତ୍ୱ ବଢ଼ାଇବାରେ ଲାଗିଛି । ଏଥିସହ ପୁରୁଣା ରଙ୍ଗ ଦେଖାଇବା ଆରମ୍ଭ କରିଛି । ରିପୋର୍ଟ ମୁତାବକ ତାଲିବାନ ଯୁବକମାନେ ମହିଳାମାନଙ୍କୁ ଅପହରଣ କରିନେଇ ସେକ୍ସ ଗୁଲାମ କରି ରଖୁଛନ୍ତି । ପ୍ରମୁଖ ତାଲିବାନ ନେତା ୧୨ ବର୍ଷରୁ ୪୫ ବର୍ଷ ପର୍ଯ୍ୟନ୍ତ…