Latest Odisha News

BREAKING NEWS

Yearly Archives

2021

ରାସ୍ତା ମଝିରେ ମହିଳାଙ୍କୁ ଅସଦାଚରଣ କରିବା ଯୁବକକୁ ପଡିଲା ମହଙ୍ଗା

ଗୌହାଟୀ: ରାସ୍ତା ମଝିରେ ଅସଦାଚରଣ କରିବା ପଡିଲା ମହଙ୍ଗା। ଆସାମର ରାଜଧାନୀ ଗୌହାଟୀରେ ଜଣେ ସ୍କୁଟର ଆରୋହୀ ମଝି ରାସ୍ତାରେ ଜଣେ ମହିଳାଙ୍କୁ ବାଟ ଖୋଜିବା ବାହାନାରେ ମହିଳାଙ୍କ ସହ ଅସଦାଚରଣ କରିଥିଲା। ଯୁବକଙ୍କ ଜଣକର ହଠାତ୍ ଆକ୍ରମଣରେ ମହିଳା ଜଣକ ଭୟଭୀତ ହୋଇଯାଇଥିଲେ। ଏହାପରେ ମହିଳା…

ଦେଶରେ ୨୪ଟି ଠକ ବିଶ୍ୱବିଦ୍ୟାଳୟ, ଓଡ଼ିଶାରେ ଅଛି ୨ଟି

ନୂଆଦିଲ୍ଲୀ: ଦେଶରେ ଛତୁ ଫୁଟିଲା ଭଳି ଶିକ୍ଷାନୁଷ୍ଠାନ । ବଡ଼ ବଡ଼ ବିଶ୍ୱବିଦ୍ୟାଳୟ ବି ରହିଛି । କିନ୍ତୁ ନକଲି ବିଶ୍ୱବିଦ୍ୟାଳୟ ସଂଖ୍ୟା ବି କିଛି କମ୍ ନୁହେଁ । ଏବେ ଦେଶରେ ସେଭଳି ୨୪ଟି ଠକ ବିଶ୍ୱବିଦ୍ୟାଳୟ ରହିଛି । ସେଗୁଡ଼ିକୁ ଫେକ୍ ୟୁନିଭର୍ସିଟି ଭାବରେ ଘୋଷଣା କରିଛି ୟୁସିଜି । ଏନେଇ…

ଏଲୋନ୍ ମସ୍କଙ୍କୁ ବଡ ଝଟ୍‌କା; ନିରାଶ କଲେ ମୋଦୀ ସରକାର

ନୂଆଦିଲ୍ଲୀ: ଆମେରିକାର ବୈଦ୍ୟୁତିକ କାର ନିର୍ମାତା ଟେସଲାର ସିଇଓ ଏଲୋନ୍ ମସ୍କଙ୍କୁ ବଡ ଝଟ୍‌କା ଦେଇଛନ୍ତି ମୋଦୀ ସରକାର। ବାସ୍ତବରେ ଏଲୋନ୍ ମସ୍କ ଭାରତ ସରକାରଙ୍କ ଠାରୁ ବୈଦ୍ୟୁତିକ କାର ଉପରେ ଆମଦାନୀ ଶୁଳ୍କ ହ୍ରାସ କରିବାକୁ ଦାବି କରିଥିଲେ। ବର୍ତ୍ତମାନ ସରକାର ସ୍ପଷ୍ଟ ଭାବେ କହିଛନ୍ତି…

ACF ସୌମ୍ୟରଞ୍ଜନ ମୃତ୍ୟୁ ରହସ୍ୟ: କ୍ୱାର୍ଟର୍ସରେ ଡେମୋ ଦେଖାଇବେ ବିଦ୍ୟାଭାରତୀ !

ଭୁବନେଶ୍ୱର: ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ତଦନ୍ତ ପୁଣି ଥରେ ଜୋରଦାର ହୋଇଛି । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଜେରା ପାଇଁ କପ୍ତିପଦାରେ ପହଞ୍ଚିଛି ପାରଳାଖେମୁଣ୍ଡି ପୋଲିସର ୪ ଜଣିଆ ଟିମ୍ । ସେମାନେ…

ଉହାନର ପ୍ରତ୍ୟେକ ନାଗରିକଙ୍କର ହେବ କରୋନା ଟେଷ୍ଟ

ବେଜିଂ: ପୁଣି ଚୀନର ଉହାନ ସହରକୁ ଫେରିଛି ମହାମରୀ କରୋନା। ପ୍ରାୟ ଏକ ବର୍ଷର ବ୍ୟବଧାନ ପରେ ଉହାନକୁ ପୁଣି ଫେରିଛି କରୋନା। ଏ ନେଇ ଚୀନ୍‌ କର୍ତ୍ତୃପକ୍ଷ ଉହାନ ସହରର ସମସ୍ତ ନାଗରିକଙ୍କର କରୋନା ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ଉହାନର କର୍ତ୍ତୃପକ୍ଷ ଏ ନେଇ ସୂଚନା…

ରେସଲିଂରେ ସୋନମ, ଜ୍ୟାଭଲିନରେ ଅନ୍ନୁ ରାନୀ ବିଦା

ଟୋକିଓ:ଟୋକିଓ ଅଲିମ୍ପିକ୍ସରେ ମଙ୍ଗଳବାର ମହିଳା ରେସଲିଂ ୬୨ କିଗ୍ରା ବିଭାଗରେ ଭାରତର ସୋନମ ମଲିକ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି । ମଙ୍ଗୋଲିଆର ପହଲିମାନ ବୋଲୋରତୁୟା ଖୁରେଲଖୁ ତାଙ୍କୁ ପରାଜିତ କରିଛନ୍ତି । ଉଭୟଙ୍କ ସ୍କୋର ୨-୨ ରହିବା ପରେ ମଙ୍ଗୋଲିଆ ପହିଲିମାନଙ୍କୁ ୨ ଟେକ୍ନିକାଲ ପଂଏଟ…

୬ଥର ବିବାହ କରିଥିବା ୟୁପି ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କଲେ ତୃତୀୟ ପତ୍ନୀ

ନୂଆଦିଲ୍ଲୀ: ଛଅ ଥର ବିବାହ କରିବା ପରେ ୟୁପିର ପୂର୍ବତନ ମନ୍ତ୍ରୀ ଚୌଧୁରୀ ବଶୀର୍‌ଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ତୃତୀୟ ପତ୍ନୀ। ଛଅ ଥର ବିବାହ କରିବା ପରେ ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ବଶୀରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ତାଙ୍କ ତୃତୀୟ ପତ୍ନୀ ନଗମା ଏହି ମାମଲା ଦାୟର…

ଆଜି ଦିନ ୧୨ଟାରେ ବାହାରିବ CBSE ଦଶମ ରେଜଲ୍ଟ,

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାଫଳ । ଦିନ ୧୨ଟାରେ ଘୋଷଣା ହେବ ରେଜଲ୍ଟ । ଏନେଇ ସିବିଏସଇ ପକ୍,ରୁ ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀ cbseresults.nic.in ଓ cbse.gov.inରୁ ନିଜ ପରୀକ୍ଷାଫଳ ଜାଣି ପାରିବେ । ଚଳିତବର୍ଷ କରୋନା ଯୋଗୁ ଦଶମ ଶ୍ରେଣୀ ପରୀକ୍ଷା…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କୁ ଜେରା ପାଇଁ ପହଞ୍ଚିଥିଲା ପାରଳା ପୋଲିସ

ଭୁବନେଶ୍ୱର: ପାରଳାଖେମୁଣ୍ଡି ଇଉୠ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଉପରୁ ଏଯାଏ ପରଦା ହିଟିନି । ଘଟଣାର ୨୨ ଦିନ ପରେ ବି ପୋଲିସ କୌଣସି ନଷ୍କର୍ଷରେ ପହଞ୍ଚି ପାରିନି । ତଦନ୍ତ ଏବେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଉପରେ କେନ୍ଦ୍ରୀଭୂତ ଅଛି । ଦ୍ୱିତୀୟ ପର୍ୟ୍ୟାୟ ଜେରା ବିଦ୍ୟାଭାରତୀଙ୍କ…

ଜୋଭାନଙ୍କ ଜନ୍ମ ପୂର୍ବରୁ ୨ଥର ଗର୍ଭପାତର ଶିକାର ହୋଇଥିଲେ ଗୀତା

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂଙ୍କ ପତ୍ନୀ ତଥା ଅଭିନେତ୍ରୀ ଗୀତା ବାସ୍ରା ଜୁଲାଇ ୧୦ରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଯାହା ଫଳରେ ଉଭୟ ଦମ୍ପତି ପୁଣି ଥରେ ପିତାମାତା ହେବାର ସୌଭାଗ୍ୟ ଲାଭ କରିଥିଲେ। ତାଙ୍କ ଶିଶୁ ପୁତ୍ର ନାଁ ରଖିଥିଲେ ଜୋଭାନ। ତେବେ ଜୋଭାନଙ୍କୁ…