Latest Odisha News

BREAKING NEWS

Yearly Archives

2021

ଏହି ରାଜ୍ୟରେ ଅଗଷ୍ଟ ୧୦ ଯାଏ ବଢିଲା କରୋନା କର୍ଫ୍ୟୁ

‌ଡେରାଡୁନ୍‌: ଅଗଷ୍ଟ ୧୦ ପର୍ଯ୍ୟନ୍ତ ଉତ୍ତରାଖଣ୍ଡରେ ପୁଣି ବଢିଲା କରୋନା କର୍ଫ୍ୟୁ। ଏ ନେଇ ଉତ୍ତରାଖଣ୍ଡ ସରକାର ଘୋଷଣା କରିଛନ୍ତି। ଏହି ଅବଧିରେ ରାଜ୍ୟରେ ଟିକାକରଣ ଅଭିଯାନ ଜାରି ରହିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ଅନ୍ତିମ ସଂସ୍କାରରେ ସର୍ବାଧିକ ୫୦ ଜଣଙ୍କୁ  ଯୋଗ ଦେବାକୁ…

ଭାରତୀୟ ହକି ଟିମର ମନୋବଳ ବଢ଼ାଇଲେ ପ୍ରଧାନମନ୍ତ୍ରୀ, କ୍ୟାପଟେନ୍ ମନପ୍ରୀତଙ୍କ ସହ କଥା ହେଲେ

ନୂଆଦିଲ୍ଲୀ: ଅଲିମ୍ପିକ୍ସ ହକିରେ ଭାରତ ସ୍ୱର୍ଣ୍ଣିମ ସଫଳତା ଦୋହରାଇ ପାରିଲା ନାହିଁ । କିନ୍ତୁ ସେମିଫାଇନାଲରେ ବେଲଜିୟମ୍ ବିପକ୍ଷ ମ୍ୟାଚରେ କଡ଼ା ମୁକାବିଲା କରି ହାରି ଗଲା । ହାରିଥିଲେ ବି ଦେଶବାସୀଙ୍କ ଦିଲ୍ ଜିତିଛି ଟିମ୍ ଇଣ୍ଡିଆ । ହାରିବା ପରେ ଖେଳାଳିଙ୍କ ମନୋବଳ ବଢ଼ାଇଛନ୍ତି…

ଆଜିଠୁ ଖୋଲିଲା ମା’ ସମଲେଶ୍ୱରୀଙ୍କ ମନ୍ଦିର

ସମ୍ୱଲପୁର: କରୋନା ସଂକ୍ରମଣ କମିବା ପରେ ଭକ୍ତଙ୍କ ପାଇଁ ଖୋଲିଛି ଭଗବାନଙ୍କ ଦୁଆର । ଆଜିଠୁ ଖୋଲିଲା ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର । କୋଭିଡ୍ କଟକଣାରେ ସକାଳ ୬ଟାରେ ସର୍ବସାଧାରଣ ଦର୍ଶ ପାଇଁ ମନ୍ଦିର ଖୋଲିଛି । ଦିନରେ ଦୁଇଟି ପର୍ଯ୍ୟାୟରେ ମା’ଙ୍କ ଦର୍ଶନ…

କାଣ୍ଟେ କା ଟକ୍କରରେ ବେଲଜିୟମଠାରୁ ହାରିଲା ଭାରତୀୟ ପୁରୁଷ ହକି ଟିମ୍, ବ୍ରୋଞ୍ଜ ପାଇଁ ଲଢ଼ିବ

ଟୋକିଓ: ଅଲିମ୍ପିକ୍ସ ହକିରେ ଭାରତର ସ୍ୱର୍ଣ୍ଣ ଆଶା ଧୂଳିସାତ ହୋଇଛି । ସେମିଫାଇନାଲରେ ଓ୍ୱାର୍ଲଡ ଚାମ୍ପିଅନ୍ ବେଲଜିୟଠାରୁ ୫-୨ ଗୋଲରେ ହାରିଯାଇଛି ଭାରତୀୟ ପୁରୁଷ ହକି ଟିମ୍ । ଆଜିର ମ୍ୟାଚରେ କାଣ୍ଟେ କା ଟକ୍କର ହୋଇଥିଲା । ମ୍ୟାଚ୍ ହାରିଥିଲେ ବି ଭାରତ ପାଖରେ ପଦକ ଜିତିବାର ସୁଯୋଗ ରହିଛି ।…

ଆଜି ରାଜ୍ୟରୁ ୧୧୨୯ କରୋନା ପଜିଟିଭ୍, ୧୮ ଜିଲ୍ଲାରେ ନୂଆ ଆକ୍ରାନ୍ତ ସଂଖ୍ୟା ୧୦ରୁ କମ୍

ଭୁବନେଶ୍ୱର: ରାଜ୍ୟରେ ହଜାରେକୁ ଖସିଛି କରୋନାର ଦୈନିକ ସଂକ୍ରମଣ । ଗତକାଲି ଅପେକ୍ଷା ଆଜି ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ବଢିଥିଲେ ବି ସ୍ଥିତି ନିୟନ୍ତ୍ରଣରେ ରହିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୧ଶହ ୨୯ ପଜିଟିଭ୍ । ଗତକାଲି ଏହି ସଂଖ୍ୟା ଥିଲା ୧ହଜାର ୩ । ୨୪ ଘଣ୍ଟାରେ…

ଆଜିଠୁ ଖୋଲିଲା ନନ୍ଦନକାନନ

ଭୁବନେଶ୍ୱର: ତିନି ମାସ ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ପୁଣି ଚିଡିଆଖାନାରେ ବିଭିନ୍ନ ପଶୁପକ୍ଷୀ ବୁଲି ଦେଖିବାର ମଜା ଉଠାଇବେ ପର୍ଯ୍ୟଟକ । ଅଗଷ୍ଟରେ ଅନଲକ୍ ଗାଇଡଲାଇନ୍ ଓ କୋଭିଡ୍ କଟକଣା ଭିତରେ ଚିଡିଆଖାନା ଖୋଲିଛି । ମାସ୍କ ପିନ୍ଧିବା ବାଧ୍ୟତାମୂଳକ…

କେଦାରନାଥ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ‘ଫୋକଲୋର ଅଫ ଓଡ଼ିଶା’

ଭୁବନେଶ୍ୱର : କେଦାରନାଥ ଗବେଷଣା ପ୍ରତିଷ୍ଠାନ ଆନୁକୂଲ୍ୟରେ ଅନଲାଇନ ମାଧ୍ୟମରେ "ଫୋକଲୋର ଅଫ ଓଡ଼ିଶା" ଶୀର୍ଷକରେ , 'କେଦାରନାଥ ସ୍ମାରକୀ ବକ୍ତୃତାମାଳା' ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ସଭାପତି ରଘୁନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ବିଶିଷ୍ଟ ଲୋକ ସଂସ୍କୃତି…

ଜାଣନ୍ତୁ, କେମିତି କଟିବ ଆଜି ଦିନ

ଆଜିର ରାଶିଫଳ ତା ୩-୮-୨୦୨୧ ମଙ୍ଗଳବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଅଗଷ୍ଟ ତା ୩ ରିଖ ମଙ୍ଗଳବାର କର୍କଟ ୧୯ ଦିନ ଶ୍ରାବଣ ମାସ କୃଷ୍ଣପକ୍ଷ ଦଶମୀ ତିଥି ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର ଘାତ ବାର-: ମକର ରାଶିର ଘାତ ଚନ୍ଦ୍ର-: ବିଛା ରାଶି ପୁରୁଷଙ୍କର ଆଜିର ନିଷେଧ…

ପୁସ୍ତକ ପରିଚୟ : ସମ୍ପର୍କର ବାଲିରାଜା ଏବଂ ମର୍ତ୍ତ୍ୟପୁର

ସମ୍ପର୍କର ବାଲିରାଜା ଏବଂ ମର୍ତ୍ତ୍ୟପୁର କବି : ଡକ୍ଟର ଶମ୍ବୁନାଥ ରାଉତ ପ୍ରକାଶକ : ବୁକମେଟ ପବ୍ଲିଶର କଟକ ଓଡ଼ିଶା ପୃଷ୍ଠା : ୧୪୨ ମୂଲ୍ୟ : ୧୫୦ କବି ଶମ୍ବୁନାଥ ରାଉତଙ୍କ କବିତା ସଙ୍କଳନ " ସମ୍ପର୍କର ବାଲିରାଜା ଏବଂ ମର୍ତ୍ତ୍ୟପୁର " ଏକ ସ୍ୱତନ୍ତ୍ର ସୃଷ୍ଟି । ବାଉନଟି କବିତା…

ଗଳ୍ପ : ଝିଅ

ଦେବଜ୍ଯୋତି ଅବିନାଶ  ଖଟ ଉପରେ ସେମିତି ଶୋଇ ରହିଥାନ୍ତି ହରିହର ବାବୁ। ବୟସ ୮୦ ଉପରେ । ୨ ବର୍ଷ ହେଲା ଶରୀର ଅଚଳ। ତାଙ୍କୁ ଖୁଆଇ ଦେଇ ସାରି ଅରୁଣିମା ଯାଇଛି ରୋଷେଇ ଘରକୁ, କ୍ଷୀର ଗରମ କରି ଆଣିବ ବୋଲି। ଅରୁଣିମା ତାଙ୍କର ଗୋଟିଏ ବୋଲି ଝିଅ, ତିନି ଭାଇ ଭଉଣୀ ଭିତରୁ ସବୁଠୁ ସାନ।…