Latest Odisha News

BREAKING NEWS

Yearly Archives

2021

ଭାରତୀୟ ମହିଳା ହକି ଟିମର କ୍ରମାଗତ ଦ୍ୱିତୀୟ ପରାଜୟ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଆଜି ଦିନ ଭାରତ ପାଇଁ ସମ୍ପୂର୍ଣ୍ଣ ନୈରାଶ୍ୟଜନକ ରହିଥିଲା । ମହିଳା ହକିରେ ଭାରତର କ୍ରମାଗତ ଦ୍ୱିତୀୟ ପରାଜୟବରଣ କରିଛି । ଜର୍ମାନୀ ଶୃଙ୍ଖଳିତ ପ୍ରଦର୍ଶନ କରି ଭାରତକୁ ୨-୦ ଗୋଲରେ ପରାସ୍ତ କରିଛି । ଗୁରଜିତ କୌରଙ୍କ ପେନାଲ୍ଟି ମିସ୍ ଭାରତ ପାଇଁ ମହଙ୍ଗା…

୨୦ଲକ୍ଷ ୫୦ହଜାର ଟଙ୍କାର ଗଞ୍ଜେଇ ଜବତ

ଗୁଣୁପୁର: ପୁଣି ଜବତ ହୋଇଛି ଗଞ୍ଜେଇ । କେନ୍ଦୁଗୁଡା ଫାଣ୍ଡି ନିକଟରେ ଗାଡ଼ି ଯାଂଚ କରିବା ସମୟରେ ଏକ ପିକ୍‌ଅପ୍ ଭ୍ୟାନରୁ ଜବତ ହୋଇଛି ଏହି ଗଞ୍ଜେଇ । ଓଡ଼ିଶାରୁ ଝାଡଖଣ୍ଡକୁ ଗଞ୍ଜେଇ ଚାଲାଣ କରାଯାଉଥିଲା । ପୁଲିସ ଚଢାଉ କରି ୨୦୫ କେଜି ୬୫୦ଗ୍ରାମ ଗଞ୍ଜେଇ ଜବତ କରିଛି । ଯାହାର ମୂଲ୍ୟ ୨୦ଲକ୍ଷ…

ମୋରମ ନେଇଗଲା ଜୀବନ, ଜଣେ ନାବାଳିକା ମୃତ ୨ ଗୁରୁତର

ରାୟଗଡା: ବିଷମକଟକ ଥାନା ଅନ୍ତର୍ଗତ ସାନ କାଚାପାଇ ଗାଁରୁ ଆସିଲା ଦୁଃଖଦ ଖବର । ମୋରମ ଖୋଳା ଚାଲିଥିଲାବେଳେ ମାଟି ଧସି ଜଣେ ନାବାଳିକାର ମୃତ୍ୟୁ ଘଟିଛି । ଅନ୍ୟପଟେ ଆଉ ଦୁଇଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଆଜି ଅପରାହ୍ନରେ ସାନ କାଚାପାଇ…

ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଲୋକାର୍ପିତ

ପୁରୀ: ପୁରୀ ବାସୀଙ୍କୁ ଟ୍ୟାପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଲୋକାର୍ପିତ ହୋଇଛି । ଏଣିକି ପ୍ରତ୍ୟେକ ପରିବାରକୁ ୨୪ ଘଣ୍ଟା ଟ୍ୟାପ୍‌ ଯୋଗେ ଉଚ୍ଚ ମାନର ବିଶୁଦ୍ଧ ପାନୀୟ ଜଳ ମିଳିବାରେ ଦେଶର ପ୍ରଥମ ସହରର ସ୍ଥାନ ନେଇଛି ପୁରୀ । ଆଜି ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି…

ରେଟିରୋ ପାର୍କକୁ ମିଳିଲା ବିଶ୍ୱ ଐତିହ୍ୟସ୍ଥଳର ମାନ୍ୟତା

ମାଡ୍ରିଡ୍‌: ୟୁନେସ୍କୋର ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ୍‌ ହେଲା ରେଟିରୋ ପାର୍କ। ମାଡ୍ରିଡ୍‌ର ରେଟିରୋ ପାର୍କକୁ ମିଳିଲା ବିଶ୍ୱ ଐତିହ୍ୟସ୍ଥଳର ମାନ୍ୟତା। ରେଟିରୋ ପାର୍କ ସ୍ପେନ୍‌ର ରାଜଧାନୀ ମାଡ୍ରିଡର ମଧ୍ୟ ଭାଗରେ ୧.୨ ବର୍ଗ କିଲୋମିଟରେ ପ୍ରସାରିତ ହୋଇ ରହିଛି। ବୁଲଭାର୍ଡ ୧୬ ଶହ…

ପେଗାସସ ଦୁର୍ନୀତିର ତଦନ୍ତ ପାଇଁ କମିଟି ଗଠନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

କୋଲକାତା: ସାରା ଦେଶରେ ପେଗାସସ ଦୁୂର୍ନୀତି ନେଇ ତାତି ଜୋର ଧରିଥିବା ବେଳେ ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ କମିଟି ଗଠନ କରିଛନ୍ତି । ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ନାମ ତଦନ୍ତ ତାଲିକାଭୁକ୍ତ ହେବାରୁ ଏହି କମିଟି ଗଠନ କରାଯାଇଛି । ପ୍ରଥମ ରାଜ୍ୟ ଭାବେ…

ବିଶ୍ୱ ପାଇଁ ଏବେ ସବୁଠୁ ବଡ଼ ବିପଦ ଡେଲ୍‌ଟା ପ୍ରଜାତି

ନୂଆଦିଲ୍ଲୀ: ଭାଇରୋଲୋଜିଷ୍ଟ ଏବଂ ଏପିଡେମୋଲୋଜିଷ୍ଟଙ୍କ ଅନୁଯାୟୀ ଡେଲଟା ଭାରିଆଣ୍ଟ ହେଉଛି କରୋନାର କ୍ଷୀପ୍ର ସଂକ୍ରମଣକାରୀ ଭୂତାଣୁ। ଏହା କରୋନାର ସବୁଠାରୁ ଭୟଙ୍କର ପ୍ରଜାତି। ଯାହାକୁ ଏବେ ବିଶ୍ବ ସାମ୍‌ନା କରୁଛି। ଅନେକ ଦେଶରେ ଡେଲ୍‌ଟା ପ୍ରଜାତି ଯୋଗୁ ଜଟିଳ ସ୍ଥିତି ମଧ୍ୟ ଉପୁଜିଛି।…

ଆସାମ-ମିଜୋରାମ ସୀମାରେ ହିଂସାକାଣ୍ଡ, ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଅମିତ ଶାହଙ୍କ ସହଯୋଗ ଲୋଡିଲେ

ଶିଲଂ: ଆସାମ-ମିଜୋରମରେ ସୀମା ବିବାଦ ନେଇ ହିଂସାକାଣ୍ଡ ଘଟିଛି । ସ୍ୱରାଷ୍ଟ୍ର୍ର ମନ୍ତ୍ରୀ ଅମିତ ଶାହ ଉତରପୂବାଂଚଳର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏକ ବୈଠକ ୨ ଦିନ ତଳେ ଆୟୋଜିତ କରିଥିଲେ । ସୀମା ବିବାଦ ନେଇ ଆଲୋଚନା ହୋଇଥିଲେ ମଧ୍ୟ କଣ ପାଇଁ ହିଂସାକାଣ୍ଡ ହେଉଛି ତାହା ଜଣାପଡି…

ଭାରତରୁ ବିମାନ ଚଳାଚଳ ଉପରେ କଟକଣା ବଢାଇଲା ଏହି ଦେଶ

ନୂଆଦିଲ୍ଲୀ: ଜାତୀୟ ପରିବହନକାରୀ ଇଥିହାଡ୍‌ ଏୟାରୱେଜ୍ ସୋମବାର ସୂଚନା ଦେଇଛି ଯେ ଭାରତରୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) କୁ ବିମାନଗୁଡ଼ିକ ଅଗଷ୍ଟ ୨ ପର୍ଯ୍ୟନ୍ତ ସ୍ଥଗିତ ରହିବ। ଅଗଷ୍ଟ ୨ ଯାଏ ୟୁଏଇକୁ ବିମାନ ଚଳାଚଳ ହୋଇପାରିବ ନାହିଁ। ତେବେ ଏହି ଅବଧି ଭିତରେ ଯେଉଁମାନେ ୟୁଏଇ…

ଅଭିନୟ ଦୁନିଆରେ ପାଦ ଦେବେ ଗୁରୁ

ନୂଆଦିଲ୍ଲୀ: ନିଆରା ଗୀତ ଶୈଳୀରେ ଲୋକଙ୍କୁ ମତୁଆଲା କରୁଥିବା ବଲିଉଡ୍‌ ସିଙ୍ଗର୍‌ ଗୁରୁ ରାନ୍ଧୱା ଏବେ ଫିଲ୍ମି ଦୁନିଆରେ ପଦାର୍ପଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ତାଙ୍କ ଗୀତ ଶୈଳୀରେ ଦର୍ଶକଙ୍କୁ ଆକର୍ଷିତ କରିବା ପରେ ସେ ଏବେ ଅଭିନୟ ଆରମ୍ଭ କରିବାକୁ ଯାଉଛନ୍ତି। ଏକ ବିବୃତ୍ତି…