Latest Odisha News

BREAKING NEWS

Yearly Archives

2021

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର: ଆଜି ବସୁଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ସନ୍ଧ୍ୟା ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଭର୍ଚୁଆରେ ନବୀନ ନିବାସରୁ ଯୋଗ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ । ଆଜିର ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା…

ଅନୁଭୂତିରେ ରଥଯାତ୍ରା : ସୁଷମା ପରିଜା

ଦୟାନିଧି - କରୁଣାସାଗର  ଶ୍ରୀ ଜଗନ୍ନାଥ ଆମ ହୃଦୟର ଠାକୁର। ସେ କୈବଲ୍ୟଦାତା, ପରମ କରୁଣାମୟ । କେହି ଭକ୍ତି ସହକାରେ ମନେ ମନେ ଯାହା ମାଗିଲେ ସେ ଅବଶ୍ୟ ଭକ୍ତର ମନୋକାମନା ପୂରଣ କରନ୍ତି। ଦୁଇ ହଜାର ଅଠର ମସିହାରେ ମୋ’ ଜୀବନର ସେମିତି ଗୋଟିଏ ଅନୁଭୂତି ହୋଇଥିଲା । ପୁରୀର ରଥଯାତ୍ରା…

ଗଳ୍ପ : ଅଳି

ସେଦିନ ଥିଲା ଜ୍ୟେଷ୍ଠ ଶୁକ୍ଳ (ନୃସିଂହ ଜନ୍ମ) ଚତୁର୍ଦ୍ଦଶୀ । ବଡ଼ଦାଣ୍ଡରେ ଚଳଚଞ୍ଚଳ ରଥଖଳା । ଏହିି ଦିନ ରୂପକାରମାନେ ରଥ ସେବାରେ ସାମିଲ ହୁଅନ୍ତି । ମହାରଣାମାନେ କାଠ ସବୁ ମାପ ଅନୁସାରେ ଚଉରସ କରି ସେମାନଙ୍କୁ କୋଣ ଗୁଜରେ ଗଜସିଂହର ରୂପ ଖୋଦେଇ ଆରମ୍ଭ କରିବାପାଇଁ ଯୋଗାଇ ଦେବେ ।…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ  ତା ୧୭-୭-୨୦୨୧ ଶନିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁଲାଇ ତା ୧୭ ରିଖ ଶନିବାର କର୍କଟ ୨ ଦିନ ଆଷାଢ଼ ମାସ ଶୁକ୍ଳ ପକ୍ଷ ସପ୍ତମୀ ଭୁକ୍ତ ଅଷ୍ଟମୀ ତିଥି ଚିତ୍ରା ନକ୍ଷତ୍ର କନ୍ୟା ଚନ୍ଦ୍ର ଘାତ ବାର-: ବୃଷ ସିଂହ ଓ କନ୍ୟା ରାଶିର ଘାତ ଚନ୍ଦ୍ର-: ବୃଷ ରାଶି…

ଟୋକିଓ ଅଲିମ୍ପିକ୍ସ: ଉଗାଣ୍ଡାର ଜଣେ ଆଥଲେଟ ନିଖୋଜ

ଟୋକିଓ: କରୋନା ମହାମାରୀକୁ ଚ୍ୟାଲେଞ୍ଜ କରି ସମସ୍ତ ପ୍ରସ୍ତୁତି ସହ ଜାପାନ ଟୋକିଓ ଅଲିମ୍ପିକ୍ସ ପାଇଁ ଅଂଟା ଭିଡିଥିଲେ ମଧ୍ୟ ବାରମ୍ବାର ଅସୁବିଧାର ସମ୍ମୁଖୀନ ହେଉଛି । ଇତି ମଧ୍ୟରେ ରିପୋର୍ଟ ମୁତାବକ ଉଗାଣ୍ଡର ଜଣେ ୨୦ ବର୍ଷୀୟ ଆଥଲେଟଙ୍କ ଟ୍ରେନିଂ କ୍ୟାମ୍ପରୁ ନିଖୋଜ ହୋଇ ଯାଇଛନ୍ତି ।…

ମିଶନ ଶକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ୪୫୩.୫୦ କୋଟି ଟଙ୍କାର କୋଭିଡ୍ ପ୍ୟାକେଜ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ମିଶନ ଶକ୍ତିର ମହିଳା ମାନଙ୍କ ପାଇଁ ୪୫୩.୫୦ କୋଟି ଟଙ୍କାର କୋଭିଡ୍ ସହାୟତା ଘୋଷଣା କରିଛନ୍ତି । ଏହି ଘୋଷଣା ଅନୁଯାୟୀ ରାଜ୍ୟର ୩୩୮ଟି ବ୍ଲକସ୍ତରୀୟ ମିଶନ ଶକ୍ତି ମହାସଂଘର ନିଜସ୍ୱ ଘର ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ୫୦ ଲକ୍ଷ…

ପ୍ରଦୀପ୍ତ ମହାପାତ୍ରଙ୍କ ଗଳ୍ପ ସଂକଳନ ‘ମାଟି ଘୋଡା’କୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଲୋକାର୍ପିତ ହୋଇଛି ଅବସରପ୍ରାପ୍ତ ପ୍ରଶାସକ ତଥା କଥାକାର ପ୍ରଦୀପ୍ତ ମହାପାତ୍ରଙ୍କ ଗଳ୍ପ ସଙ୍କଳନ ‘ମାଟି ଘୋଡା’ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଗଳ୍ପ ସଙ୍କଳନ ‘ମାଟି ଘୋଡା’କୁ ଲୋକାର୍ପଣ କରିଛନ୍ତି । ମାଟିର ମହକରେ ନିଜକୁ ହଜାଇ ଦେଇଥିବା ପ୍ରଦୀପ୍ତ…

ପୁରୀର ଶ୍ରୀକ୍ଷେତ୍ର ଲଜ ସିଲ

ପୁରୀ: ଶ୍ରୀଗୁଣ୍ଡିଚା ଯାତ୍ରା ଦିନ SOP ଉଲଂଘନ ଅଭିଯୋଗ |  ପୁରୀର ପୁଣି ଏକ ଲଜକୁ ସିଲ କଲା ପ୍ରଶାସନ | ବଳଗଣ୍ଡି ଛକରେ ଥିବା ଶ୍ରୀକ୍ଷେତ୍ର ଲଜକୁ ସିଲ କରାଯାଇଛି | ତେବେ ପୂର୍ବରୁ ଗଙ୍ଗା ଲଜ, ଅକ୍ଷୟପାତ୍ର ଫାଉଣ୍ଡେସନ ଓ ସାଗର ଇନ ଲଜ ସିଲ କରାଯାଇଥିବା ବେଳେ ଆଜି ଶ୍ରୀକ୍ଷେତ୍ର ଲଜକୁ ସିଲ…

କାହାକୁ ଓ କଣ ପାଇଁ ରାହୁଲ ଗାନ୍ଧୀ କହିଲେ, ଜାଓ ଭାଗୋ..ମଜେ ଲୋ!

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ନିଜ ଦଳର ନେତାମାନଙ୍କୁ କଡା ସନ୍ଦେଶ ମାଧ୍ୟମରେ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । କଂଗ୍ରେସ ଡରକୁଳା ଲୋକଙ୍କୁ ଚାହୁଁ ନାହିଁ । ଯେଉଁମାନେ ଦଳରେ ରହି ଡରୁଛନ୍ତି ସେମାନେ ବାହାର କରି ଦିଆଯାଉ । ଦେଶରେ ଅନେକ ନେତା ଅଛନ୍ତି ଯେଉଁମାନେ ସାହାସୀ,…

ମାଆ ଦୁର୍ଗାଙ୍କ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର : ପବିତ୍ର ହେରାପଞ୍ଚମୀରେ ଶହୀଦ ନଗର ଦୁର୍ଗାପୂଜା ମଣ୍ଡପରେ ସମିତି ପକ୍ଷରୁ" ମା ଦୁର୍ଗା" ଙ୍କ ପ୍ରତିଷ୍ଠା ଦିବସ ଆରମ୍ଭ କରାଯାଉଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଯଜ୍ଞ, ଓ ପୂଜା ତିନି ଦିନ ଧରି କରାଯିବ । ଆସନ୍ତା ୧୮.୭.୨୧ ଦିନ ସନ୍ଧ୍ୟାରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ…