Latest Odisha News

BREAKING NEWS

Yearly Archives

2021

ଜଗତପୁର କଣିବାଟି ନିକଟ କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ : ଜଗତପୁର କଣିବାଟି ନିକଟ କେନାଲରୁ ଉଦ୍ଧାର ହୋଇଛି ଯୁବକଙ୍କ ମୃତଦେହ । ମୃତ ଯୁବକ ହେଲେ ରମେଶ ଭୋଇ । ସେ ଜଣେ ଦିନ ମଜୁରିଆ ହୋଇଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ରମେଶ ନିଜ ଘରୁ ବାହାରି କେନାଲ ପାଖକୁ ଆସିଥିଲେ । କିନ୍ତୁ ତାପରେ ଆଉ ଘରକୁ ଫେରି ନଥିଲେ । ଏବଂ ସକାଳୁ…

ରାଉରକେଲା ଇସ୍ପାତ କାରଖାନାର ସିସିଡି ବିଭାଗରେ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ

ରାଉରକେଲା : ରାଉରକେଲା ଇସ୍ପାତ କାରଖାନାର ସିସିଡି ବିଭାଗରେ ହୋଇଥିବା ଦୁର୍ଘଟଣାର ଆରମ୍ଭ ହୋଇଛି ଉଚ୍ଚସ୍ତରୀୟ ତଦନ୍ତ । ଏନଜିଟିଙ୍କ ନିର୍ଦ୍ଦେଶରେ ଗଠନ ହୋଇଥିବା ଉଚ୍ଚସ୍ତରୀୟ କମିଟି ଆଜି ଦ୍ୱିତୀୟ ଦିନରେ କାରଖାନାରେ ତଦନ୍ତ ଆରମ୍ଭ କରିଛି । ଏହି ରାଉରକେଲା ଇସ୍ପାତ କାରଖାନା ଗସ୍ତ କରି…

ଅଗଷ୍ଟ ୧୫ରୁ ଏସ୍‌ସିବିରେ କାର୍ଯ୍ୟକ୍ଷମ ହେବ ଏକମୋ ଚିକିତ୍ସା

ଭୁବନେଶ୍ବର : କଟକ ବଡ଼ ମେଡିକାଲ୍‌ରେ ଲାଗିବ ଏକ୍‌ମୋ ମେସିନ । ଏସସିବି ମେଡିକାଲରେ ୯ଟି ଏକମୋ ମେସିନ୍ ଲାଗିବ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ରାଜ୍ୟକୁ ପ୍ରଥମ ପର୍ଯ୍ୟାୟରେ ଆସବାକୁ ଥିବା ୯ଟି ,କମୋ ମେସିନକୁ ଏସ୍‌ସିବି…

ଭାରତ ବିପକ୍ଷ କ୍ରିକେଟ ସିରିଜ ପୂର୍ବରୁ ଅବସର ଘୋଷଣା କରିବେ ଆଞ୍ଜେଲା ମାଥ୍ୟୁସ !

କଲମ୍ବୋ: ଭାରତ ବିପକ୍ଷ ସିରିଜ ପୂର୍ବରୁ ଶ୍ରୀଲଙ୍କା କ୍ରିକେଟକୁ ଏକ ବଡ ଝଟକା ଲାଗିବାକୁ ଯାଉଛି । ରିପୋର୍ଟ ମୁତାବକ ଏହି ସିରିଜ ପୂର୍ବରୁ ଶ୍ରୀଲଙ୍କାର ମହାନ ଅଲରାଉଣ୍ଡର ଆଞ୍ଜେଲା ମାଥ୍ୟୁସ କ୍ରିକେଟକୁ ଅଲବିଦା କହିବାକୁ ଯାଉଛନ୍ତି । ଏଥିନେଇ ସେ ଶ୍ରୀଲଙ୍କା ବୋର୍ଡକୁ ଜଣାଇ ସାରିଛନ୍ତି ।…

ହାଇତି ରାଷ୍ଟ୍ରପତି ମୋଇସଙ୍କୁ ହତ୍ୟା, କମାଣ୍ଡରଙ୍କ ଉପରେ ସନ୍ଦେହ

ପୋର୍ଟ ଅଫ ପ୍ରିନ୍ସ: ହାଇତି ରାଷ୍ଟ୍ରପତି ଜୋଭେନେଲ ମୋଇସଙ୍କୁ ଆଜି କେତେକ ଆତତାୟୀ ଘରେ ପଶି ହତ୍ୟା କରିଛନ୍ତି । ଦେଶରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି ଆକ୍ରମଣ ହୋଇଥିବା ଅନୁମାନ କରାଯାଇଛି । ପ୍ରଧାନ ମନ୍ତ୍ରୀ ଦାୟିତ୍ୱ ତୁଲାଉଥିବା କ୍ଲାଉଡ ଜୋସେଫ ଏବେ ଦେଶର ମୁଖ୍ୟ…

କୋଭିଡ୍ ଟିକା ହେରଫେର୍ ସହ ଅନିୟମିତତା ଅଭିଯୋଗ

କଟକ : ସରକାରଙ୍କ ନିୟମର ଖୁଲମଖୁଲା ଉଲ୍ଲଘଂନ । ସକାଳରୁ ଅପରାହ୍ନ ଯାଏଁ ଟିକା କେନ୍ଦ୍ରରେ ଟିକା ଦେବା ପାଇଁ ନିୟମ କରିଛନ୍ତି ସରକାର । ମାତ୍ର କଟକର ତିନିଘରିଆ ଠାରେ ଥିବା ନୂଆବଜାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରାତିରେ ଟିକା ଦିଆଯାଉଥିବାର ଦୃଶ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି। ରାତି…

ଚମକିବ ବାଉଁଶରେ ତିଆରି ଗହଣା

ରାୟଗଡା :: ଦେଶ ବିଦେଶରେ ଚମକିବ ଏବେ ବାଉଁଶରେ ତିଆରି ଗହଣା । ଆଧୁନିକ ଯୁଗରେ ଆଧୁନିକ ପସନ୍ଦ୍ । ତେବେ ଆଜିକାଲି ଫ୍ୟାସନ କୁ ନେଇ ଆଦିବାସୀ ମୂଳକର ଝିଅ ତିଆରି କରିଛନ୍ତି ଗହଣା । ତା ପୁଣି ବାଉଁଶରେ । ପ୍ରକୃତିର ଉପାଦାନ ବାଉଁଶ ରେ ଅଳଙ୍କାର ପ୍ରସ୍ତୁତ କରି ଆଦିବାସୀ ଏବେ ସ୍ଵାବଲମ୍ବୀ…

କାହିଁକି ନିଜ ନାଁ ବଦଳାଇଥିଲେ ଦିଲୀପ କୁମାର

ନୂଆଦିଲ୍ଲୀ: ଆଜି ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରୂପେଲି ପରଦାର ଟ୍ରାଜେଡି କିଙ୍ଗ୍‌ ଦିଲୀପ କୁମାର ଆଉ ଆମ ଗହଣରେ ନାହାନ୍ତି ସତ କିନ୍ତୁ ସେ ତାଙ୍କ ଅଭିନୟର ଛାପ ସମସ୍ତଙ୍କ ହୃଦୟରେ ଛାଡିଯାଇଛନ୍ତି। କାହା ପାଇଁ ସେ ସଲିମ୍‌ ଥିଲେ ତ ଆଉ କାହା ପାଇଁ…

ଆସିଲା ମୋଦୀଙ୍କ ନୂଆ ମନ୍ତ୍ରୀମଣ୍ଡଳ ତାଲିକା; ୪୩ ମନ୍ତ୍ରୀ ନେବେ ଶପଥ

ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର କ୍ୟାବିନେଟରେ ୪୩ ଜଣ ନୂଆ ମନ୍ତ୍ରୀ ଶପଥ ନେବେ। ପଦୋନ୍ନତି ପାଇଥିବା ଏହି ୪୩ ନେତା ଆଜି ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି। ଏହି ମନ୍ତ୍ରୀମାନଙ୍କ ଶପଥ ଗ୍ରହଣ ସମାରୋହ ରାତି ୬ ଟାରେ ରାଷ୍ଟ୍ରିୟ ଭବନରେ ଅନୁଷ୍ଠିତ…

ଜଣେ ଥିଲେ ଦିଲ୍ଲୀପ କୁମାର; ସ୍ଵତନ୍ତ୍ରତାର ଅନନ୍ୟ ସ୍ଵାକ୍ଷର

ମୁମ୍ବାଇ: ଦିଲ୍ଲୀପ କୁମାର; ନାଁ ହିଁ ଯଥେଷ୍ଟ। ବଲିଉଡର ଅନ୍ୟନାମ। ହିନ୍ଦୀ ସିନେମାର କ୍ରମବିକାଶରେ ତାଙ୍କର ଅବଦାନ ବହୁତ ଅଧିକ। ସମାଲୋଚନାରୁ ସେ ସବୁବେଳେ ଉର୍ଦ୍ଧ୍ଵରେ ଥିଲେ। ଅନେକ ତାଙ୍କୁ ଅଭିନୟର ପ୍ରତିଷ୍ଠାନ ବୋଲି କହୁଥିଲେ। ଅଭିନୟ ଏତେ ନିଖୁଣ, ଅଭିନୟ ବୋଲି ବି ଜଣାପଡ଼େନି। ଅଭିନୟର…