Latest Odisha News

BREAKING NEWS

Yearly Archives

2021

ପୁନଶ୍ଚ ରସଗୋଲା

 ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ଓଡ଼ିଆ ତ ପଶୁ । ପଶୁର ଦୁଃଖ କଣ? - ହା’ ଅନ୍ନ, କାହ୍ନୁଚରଣ -ଯେତେବେଳେ ଦୁର୍ଭିକ୍ଷ ପଡ଼ିଛି, ଏ ଜାତି ଭୋକ ଉପାସରେ ଖାଇବା ପାଇଁ ମଶାଣିରୁ ଶବର ମାଉଁସ ଖାଇଛି, ଜମିଦାର ପୁଅର ବାନ୍ତିରୁ ଭାତ ଖୁଣ୍ଟି ଖାଇଛି-…

ଇସ୍ତଫା ଦେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

ନୂଆଦିଲ୍ଲୀ: ଆଜି ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ଇସ୍ତଫା ଦେଇଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ। ସେ ୨୦୧୯ରେ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ପଶୁପାଳନ, ଦୁଗ୍ଧ ଏବଂ ମତ୍ସ୍ୟ ଏବଂ ଏମଏସ୍‌ଏମଇ ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ। ଲୋକସଭା ନିର୍ବାଚନରେ ବାଲେଶ୍ୱରରୁ ଜିତିବା ପରେ…

ଇସ୍ତଫା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ। ମହାମାରୀ କରୋନାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଅଭିଯୋଗକୁ ନେଇ ଚାପରେ ଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଇସ୍ତଫା ଦେଇଛନ୍ତି। ଆଜି କେନ୍ଦ୍ର…

ଟିମ୍ ମୋଦିରୁ ବାଦ ପଡ଼ିବେ ଏହି ସବୁ ହେଭିଓ୍ୱେଟ୍ ମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ୬ଟାରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବ । ଶପଥ ନେବେ ନୂଆ ମନ୍ତ୍ରୀ । ରାଷ୍ଟ୍ରପତି ଭବନରେ ଶପଥଗ୍ରହଣ ସମାରୋହ ସନ୍ଧ୍ୟା ୬ଟାରେ ଅନୁଷ୍ଠିତ ହେବ । ତାପୂର୍ବରୁ କିଏ ଟିମ୍ ମୋଦିରେ ରହିବେ, କିଏ ବାଦ ପଡ଼ିବେ ଓ କାହାକୁ ମିଳିବ ସୁଯୋଗ ତାକୁ ନେଇ ଦିଲ୍ଲୀ…

ଅଜୟ ଦେବଗନଙ୍କ ସହ ଡିଜିଟାଲ୍‌ ଡେବ୍ୟୁ କରିବେ ଇଶା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଇଶା ଦେଓଲ ଖୁବ୍‌ ଶୀଘ୍ର ଡିଜିଟାଲ୍‌ ଡେବ୍ୟୁ କରିବେ। ସେ ପୁଣି ଆଙ୍ଗ୍ରି ମ୍ୟାନ୍‌ ଅଜୟ ଦେବଗନଙ୍କ ସହ। ତାଖତାନିଙ୍କ ଆଗାମୀ କ୍ରାଇମ-ଡ୍ରାମା ଧାରାବାହିକ ରୁଦ୍ର - ଏଜ୍ ଅଫ୍ ଡାର୍କନେସ୍‌ରେ ପ୍ରଥମ କରି ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ପାଦ ଦେବେ ଇଶା। ଏଥିରେ ସେ…

ଜୀବନକୁ ବିପଦରେ ପକାଇ ଜୀବିକା; ତଥାପି ଖଣି ଓ ଇସ୍ପାତ କର୍ମଚାରୀଙ୍କୁ ନାହିଁ କୋଭିଡ୍ ସହାୟତା

ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ମହଲରେ ଭୟ ପ୍ରଭାବୀ ଢଙ୍ଗରେ ପ୍ରତିବାଦ କରୁନାହାନ୍ତି ଶ୍ରମିକ ସଂଗଠନ ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ପ୍ରତିଷ୍ଠା ଉପରେ ପ୍ରଶ୍ନବାଚୀ କର୍ମଚାରୀଙ୍କ ଆସ୍ଥା ଫେରିବା ଜରୁରୀ ରାଉରକେଲା: କରୋନାର ପ୍ରଥମ ଲହର ହେଉ କି ଏବେ ଚାଲିଥିବା ଦ୍ଵିତୀୟ ଲହର; …

ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଆସିଲା ସାଧାରଣ ଉଦ୍ୟୋଗ ବିଭାଗ

ନୂଆଦିଲ୍ଲୀ: ଏକ ନୂତନ ବିଭାଗ - ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ବିଭାଗ (ଡିପିଇ) ଅର୍ଥ ମନ୍ତ୍ରଣାଳୟ ସହିତ ମିଶିଛି। ଏହି ବିଭାଗ ଏବେ ଅର୍ଥ ମନ୍ତ୍ରଣାଳୟ ଅଧୀନରେ ରହିବ। ଏହା ଏପର୍ଯ୍ୟନ୍ତ ଭାରୀ ଶିଳ୍ପ ଏବଂ ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ମନ୍ତ୍ରଣାଳୟର ଅଂଶ ଥିଲା। ଏହା ସହିତ ଅର୍ଥ ମନ୍ତ୍ରଣାଳୟର…

ଶ୍ରୀନଗର ପରେ ଏବେ କୁପୱାରାରେ ଡ୍ରୋନ୍‌ ବ୍ୟବହାର ମନା

କୁପୱାରା: ଶ୍ରୀନଗର ପରେ ଏବେ ଜମ୍ମୁକଶ୍ମୀରର କୁପୱାରାରେ ଡ୍ରୋନ୍‌ ବ୍ୟବହାରକୁ ବାରଣ କରାଯାଇଛି। ବିସ୍ଫୋରକ ଲୋଡ୍ ଡ୍ରୋନ୍ ଜାମ୍ମୁ ଏୟାରବେସ୍ ଉପରେ ଆକ୍ରମଣ କରିବାର କିଛି ଦିନ ପରେ ଶ୍ରୀନଗରରେ ଡ୍ରୋନ୍‌ ବ୍ୟବହାରକୁ ନି‌ଷେଧ କରାଯାଇଥିଲା। ଏହାପରେ ଏବେ କୁପୱାରା ଜିଲ୍ଲା ପ୍ରଶାସନ…

ନାବାଳକକୁ ଗୋଇଠା ମାରି ଚାକିରିରୁ ବିଦା ହେଲେ ୩ ପୋଲିସ କର୍ମଚାରୀ, ୨ ସସପେଣ୍ଡ

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ନାବାଳକଙ୍କ ପୋଲିସ କର୍ମଚାରୀ ଗୋଇଠା ମାରିବା । ରାଜଧାନୀର କେସୁରା ଛକରେ ନାବାଳକକୁ ଗୋଇଠା ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଗୋଇଠା ମାରିଥିବା ହୋମ ଗାର୍ଡ ଚାକିରିରୁ ବହିଷ୍କୃତ ହୋଇଛନ୍ତି । ସେହିପରି ପିସିଆର୍ ଇନଚାର୍ଜଙ୍କ ସହ ଆଉ ଜଣେ…

କୋପା ଆମେରିକା ଫୁଟବଲ : ଆର୍ଜେଂଟିନା-ବ୍ରାଜିଲ ଫାଇନାଲ ମୁକାବିଲା

ନୂଆଦିଲ୍ଲୀ: ବ୍ରାଜିଲରେ ଚାଲିଥିବା କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଂଟର ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ଶନିବାର ହେବାକୁ ଥିବା ଫାଇନାଲରେ ବିଶ୍ୱ ଫୁଟବଲ ଦୁଇ ଶକ୍ତିଶାଳୀ ଟିମ୍ ଆର୍ଜେଂଟିନା ଓ ବ୍ରାଜିଲ ମଧ୍ୟରେ ମୁକାବିଲା ହେବ । ମଙ୍ଗଳବାର ବିଳମ୍ବିତ ରାତିରେ ଅନୁଷ୍ଠିତ ଦ୍ୱିତୀୟ…