Latest Odisha News

BREAKING NEWS

Yearly Archives

2021

ଗଞ୍ଜାମରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ‘ମୋ ନିବେଦନ’ କାର୍ଯ୍ୟକ୍ରମ

ବ୍ରହ୍ମପୁର : ଗଞ୍ଜାମରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ‘ମୋ ନିବେଦନ’ କାର୍ଯ୍ୟକ୍ରମ । ଗଞ୍ଜାମ ଜିଲ୍ଲା ପ୍ରଶାସନ ଏହି କାର୍ଯ୍ୟକ୍ରମକୁ ହାତକୁ ନେଇଛି । ଭର୍ଚୁଆଲରେ ଗ୍ରାମବାସୀଙ୍କ ସମସ୍ୟା ସମାଧାନ ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଗ୍ରାମପଞ୍ଚାୟତ ଅଧିକାରୀମାନେ ଲୋକଙ୍କ ପାଖକୁ ଯାଇ…

ରାଜ୍ୟରେ ସ୍ଥିର ରହିଛି ସଂକ୍ରମଣ, 4T ଉପରେ ଗୁରୁତ୍ବ

ଭୁବନେଶ୍ବର : ରାଜ୍ୟରେ ସ୍ଥିର ରହିଛି ସଂକ୍ରମଣ । ରୋଗୀ ସଂଖ୍ୟା କମୁଛି, ଆକ୍ଟିଭ ରୋଗୀଙ୍କ ସଂଖ୍ୟା ବି କମୁଛି । ଯେଉଁ ପଦ୍ଧତିରେ କାର୍ଯ୍ୟ ହେଉଥିଲା ସେହିପରି କିଛି ଷ୍ଟ୍ରାଟେଜି ଆପଣାଯିବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସଂକ୍ରମଣକୁ ଦୃଷ୍ଟିରେ ରଖି 4T…

ରାଜ୍ୟରେ ଲକଡାଉନ୍ ଉଠିବ ନା ରହିବ, କଣ କହିଲେ ଡିଏମଇଟି ଜାଣନ୍ତୁ

ଭୁବନେଶ୍ବର : ରାଜ୍ୟର କିଛି ଜିଲ୍ଲାରେ ବଢୁଛି ସଂକ୍ରମଣ । ଅନ୍ୟ କିଛି ଜିଲ୍ଲା କମୁଛି ପଜିଟିଭିଟି । ଚାରି ପାଞ୍ଚଟି ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ସେହି ସବୁ ଜିଲ୍ଲା ଉପରେ ରଖାଯାଇଛି କଡ଼ା ନଜର । ମୋଟାମୋଟି ଭାବେ ରାଜ୍ୟରେ ସଂକ୍ରମଣ କରିବାରେ ଲାଗିଛିବୋଲି କହିଛନ୍ତି ଡିଏମଇଟି ସିବିକେ…

ପଞ୍ଚାୟତ ନିର୍ବାଚନ ଲଢିବନି ବିଏସପି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଜିଲ୍ଲା ପଞ୍ଚାୟତ ନିର୍ବାଚନ ବିଏସପି ଲଢିବନି ବୋଲି କହିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ। ଏନେଇ ମାୟାବତୀ ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆମେ ଉତ୍ତରପ୍ରଦେଶରେ ଜିଲ୍ଲା ପଞ୍ଚାୟତ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ…

ଆଉ ଚାଲିବନି ୧୦ ବର୍ଷ ପୁରୁଣା ପେଟ୍ରୋଲ ଏବଂ ଡିଜେଲ ଗାଡି

ନୂଆଦିଲ୍ଲୀ: ଆଉ ଚାଲିବନି ୧୦ ବର୍ଷ ପୁରୁଣା ପେଟ୍ରୋଲ ଏବଂ ଡିଜେଲ ଗାଡି। ନୋଏଡା କର୍ତ୍ତୃପକ୍ଷ ୧୨,୦୦୦ ରୁ ଅଧିକ ଦଶ ବର୍ଷ ପୁରୁଣା ଡିଜେଲ ଏବଂ ପେଟ୍ରୋଲ ଗାଡିର ପଞ୍ଜୀକରଣ ପ୍ରମାଣପତ୍ରକୁ ବାତିଲ କରିଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୧୨,୨୦୦ ଯାନର ଆରସିର ବୈଧତା…

କୋଭିଡ୍‌ ନିୟମ ଉଲ୍ଲଂଘନ; ରାଜଧାନୀର ୪୨ଟି ଦୋକାନ ସିଲ୍‌

ଭୁବନେଶ୍ୱର: ‌କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିବାରୁ ରାଜଧାନୀର ୪୨ଟି ଦୋକାନକୁ ସିଲ୍‌ କରାଯାଇଛି। ସୋମବାର ଦିନ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଅଧିକାରୀ ଏବଂ ପୋଲିସର ଏକ ମିଳିତ ଟିମ୍ ରାଜଧାନୀ ୪୨ ଟି ଦୋକାନକୁ ସିଲ୍ କରିଥିବା ସୂଚନା ମିଳିଛି। ଏଥିପାଇଁ ଦୋକାନ…

ଆଦିବାସୀ ଘରୁ ସମ୍ଭ୍ରାନ୍ତ ଡ୍ରଇଁ ରୁମ୍; ଦେଶବିଦେଶରେ ଚମକୁଛି ଲାଉ ତୁମ୍ବାର କଳାକୃତି

ଆଦିବାସୀଙ୍କୁ ମିଳିଛି ବିକଳ୍ପ ରୋଜଗାରର ସୁଯୋଗ ଅବିଭକ୍ତ କୋରାପୁଟରୁ ମେଟ୍ରୋସହରରେ ଲାଉତୁମ୍ବା ରାୟଗଡ଼ା( ମୋନାଲିସା ରଥ): ଆଦିବାସୀ ଘରେ ଲାଉତୁମ୍ବା ଖାଲି ଜିନିଷ ରଖିବାର ସାମଗ୍ରୀ ଭାବେ ବ୍ୟବହୃତ ହେଉଥିଲା; ନହେଲେ ଆଦିବାସୀ ମହିଳା ପୁରୁଷ ଖାଦ୍ୟପାନୀୟ ନେଇ କାମକୁ…

ଏହି ରାଜ୍ୟରେ ବାତିଲ ହେଲା ସମସ୍ତ ଟିକାକରଣ କେନ୍ଦ୍ର

କୋଲକାତା: ବେସରକାରୀ ତଥା ସରକାରୀ ଡାକ୍ତରଖାନାଗୁଡ଼ିକରେ ଥିବା ସମସ୍ତ କରୋନା ଟିକାକରଣ କେନ୍ଦ୍ରଗୁଡିକୁ ବାତିଲ୍‌ କରାଯାଇଛି। ନକଲି ଟିକାକରଣ ସ୍କାମ୍‌ ପରେ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ଅନେକ ଲୋକ ଏହି ସ୍କାମ୍‌ର ଶୀକାର ହୋଇଥିଲେ। ଟିଏମ୍‌ସି ସାଂସଦ ମଧ୍ୟ ଏହି ଠକାମିର…

ବିହାରରେ ନିଆରା ବାହାଘର; ଧନୁଶର ଭାଙ୍ଗି ବିବାହ କଲେ ବର

ଛାପ୍ରା: ତ୍ରେତୟା ଯୁଗରେ ଭଗବାନ ରାମ ଶିବଙ୍କ ଧନୁ ଭାଙ୍ଗି ଦେବୀ ସୀତାଙ୍କୁ ବିବାହ କରିଥିଲେ। ଠିକ୍ ସେହିପରି କଳି ଯୁଗରେ ବିହାରର ଛାପ୍ରା ଅଞ୍ଚଳରେ ସମାନ ଘଟଣା ଦେଖିବାକୁ ମିଳିଛି। ​​ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ଭିଡିଓ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁଯାୟୀ,…

କରୋନା ଔଷଧ ବଦଳରେ ବିଷ ଔଷଧ ଦେଇ ପରିବାରର ୩ ସଦସ୍ୟଙ୍କୁ ହତ୍ୟା

ନୂଆଦିଲ୍ଲୀ: କରୋନା ଔଷଧ ବଦଳରେ ବିଷ ଔଷଧ ଖାଇ ଗୋଟିଏ ପରିବାରର ତିନି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏଭଳି ଏକ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ତାମିଲନାଡୁର ଏରୋଡରେ। ଏହି ମାମଲାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଅନୁସନ୍ଧାନରୁ ଜଣାପଡିଛି ଯେ କିଜଭାନୀ ଗାଁର ମୁଖ୍ୟ…