Latest Odisha News

BREAKING NEWS

Yearly Archives

2021

କେତେ ଘାତକ ଡେଲଟା ପ୍ଲସ ? ଗୁରୁତ୍ୱପୂର୍ଣ୍ଣ କଥା କହିଲେ ILS ନିର୍ଦ୍ଦେଶକ

ଭୁବନେଶ୍ୱର: ଦେଶରେ ଏବେ ଡେଲଟା ପ୍ଲସ ଭାରିଆଣ୍ଟକୁ ନେି ଚର୍ଚ୍ଚା । ଓଡ଼ିଶାରୁ ଗୋଟିଏ କେସ୍ ଚିହ୍ନଟ ପରେ ଲୋକଙ୍କ ଭିତରେ ଆଶଙ୍କା ବଢ଼ିଛି । ନୂଆ ଭାଇରସ୍ କେତେ ମାରାତ୍ମକ । ଆଇଏଲଏସ୍ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ା ଆଶ୍ୱସ୍ତିକର ସୂଚନା ଦେଇଛନ୍ତି । ସେ କହିଛନ୍ତି, ଡେଲଟା ପ୍ଲସ୍…

ବେଆଇନ ସାର ତିଆର ଯୋଗୁଁ ଚାଷ ଜମି ନଷ୍ଟ

ପାଟଣାଗଡ: ବେଆଇନ ସାର ତିଆର ଯୋଗୁଁ ଚାଷ ଜମି ନଷ୍ଟ ଅଭିଯୋଗ । ବେଆଇନ ଭାବେ ସାର ପ୍ରସ୍ତୁତ ଏବଂ ମଂଜି ବିଶୋଧନ ପାଇଁ କେମିକାଲ ବ୍ୟବହାର କରାଯାଉଛି । ପାଖରେ ଥିବା ଚାଷ ଜମି ଗୁଡିକ ନଷ୍ଟ ହେବା ସହ ଅଂଚଳ ଦୂଷିତ ହେଉଥିବା ନେଇ ପାଟଣାଗଡ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । ପାଟଣାଗଡ ଥାନା…

ଶନି ଦେବଙ୍କୁ ପସନ୍ଦ କଳା ରଙ୍ଗ ଓ କଳା ବସ୍ତୁ, ଜାଣନ୍ତୁ କାହିଁକି…

ଶନି ଦେବଙ୍କୁ ପ୍ରସନ୍ନ କରିବା ପାଇଁ କଳା କପଡା, କଳା ରାଶି, କଳା ଚଣା, କିମ୍ବା ଲୁହା ଦିଆଯାଇଥାଏ। ଶନି ଦେବ କେବଳ କଳା ଜିନିଷକୁ ପସନ୍ଦ କରନ୍ତି। ତାଙ୍କ ପୂଜାରେ କେବଳ କଳା ଜିନିଷ ବ୍ୟବହାର କରାଯାଏ କିମ୍ବା କେବଳ କଳା ଜିନିଷ ଦାନ କରାଯାଇଥାଏ ବୋଲି ବିଶ୍ୱାସ କରାଯାଏ। କିମ୍ବଦନ୍ତୀ…

୬ ନେତାଙ୍କୁ ୩୦ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର: ବରିଷ୍ଠ ନେତାଙ୍କୁ ବିଜେଡି ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ୬ ଜଣ ନେତାଙ୍କୁ ବିଭିନ୍ନ ଜିଲ୍ଲା ପାଇଁ ସିନିୟର ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ଦେଇଛି ଦଳ । ବିକ୍ରମ କେଶରୀ ଆରୁଖଙ୍କୁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାର ବରିଷ୍ଠ…

‘ଟିକା ମିଶ୍ରଣ’ ରୋଗ ପ୍ରତିରୋଧକ ଶକ୍ତିରେ ଉନ୍ନତି ଆଣିପାରେ, କିନ୍ତୁ ଅଧିକ ତଥ୍ୟର ଆବଶ୍ୟକ ରହିଛି;…

ନୂଆଦିଲ୍ଲୀ: ଭାରତରେ କୋଭିଡ ସଂକ୍ରମଣର ତୃତୀୟ ତରଙ୍ଗ ଦ୍ବିତୀୟ ଭଳି ଭୟଙ୍କର ହେବାର ସମ୍ଭାବନା ନାହିଁ ବୋଲି ଏମ୍‌ସ ମୁଖ୍ୟ ଡ. ରଣଦୀପ ଗୁଲେରିଆ ଆଜି କହିଛନ୍ତି। କିନ୍ତୁ ଭୂତାଣୁ କବଳକରୁ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି ଏମ୍ସ ମୁଖ୍ୟ। ଡ ଗୁଲେରିଆ କହିଛନ୍ତି ଯେ ଅନ୍ୟ ଦେଶରେ ଅଧ୍ୟୟନ…

ଶିଘ୍ର କରାଇ ନିଅନ୍ତୁ ଆଧାର ଲିଙ୍କ୍; ନହଲେ ଅକ୍ଟୋବରରୁ ପ୍ୟାନ୍ ଅଚଳ

ନୂଆଦିଲ୍ଲୀ: ଆଧାର ସହ ପ୍ୟାନ୍ କାର୍ଡ୍ ଲିଙ୍କର ଅବଧ୍ ଶେଷ ତାରିଖକୁ ଜୁନ୍ ୩୦ରୁ ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି କରିଛନ୍ତି। କରୋନା ମହାମାରୀ ସମୟରେ ଅପଡେଟ୍ କରିବା ପାଇଁ ହିତାଧିକାରୀମାନେ ହଇରାଣ ହେଉଥିବାରୁ ଏହାର ଶେଷ ତାରିଖକୁ ଆଉ ୩ ମାସ ଘୁଞ୍ଚଇ ଦେଇଛନ୍ତି କେନ୍ଦ୍ର ସରକାର। ତେବେ ଏହି…

‘ତାଜ୍‌’କୁ ମିଳିଲା ବିଶ୍ୱର ସବୁଠାରୁ ମୂଲ୍ୟବାନ ଓ ଶକ୍ତିଶାଳୀ ହୋଟେଲ ବ୍ରାଣ୍ଡ୍‌ର ମାନ୍ୟତା

ନୂଆଦିଲ୍ଲୀ: ଦକ୍ଷିଣ ଏସିଆର ବୃହତ୍ତମ ଇଣ୍ଡିଆନ୍ ହୋଟେଲ୍‌ସ କମ୍ପାନୀ (ଆଇଏଚ୍‌ସିଏଲ୍‌) ବିଶ୍ବର ସବୁଠାରୁ ଶକ୍ତିଶାଳୀ ହୋଟେଲ୍‌ର ତାଲିକା ପ୍ରକାଶ କରିଛି। ବ୍ରାଣ୍ଡ୍‌ ଫାଇନାନ୍ସ ଦ୍ବାରା ମୁମ୍ବାଇ ତାଜ୍‌ ହୋଟେଲ୍‌କୁ ଦୁନିଆର ସବୁଠାରୁ ଶକ୍ତିଶାଳୀ ହୋଟେଲ୍‌ର ମାନ୍ୟତା ମିଳିଛି।…

ବିଜେଡିର ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ, କାହାକୁ କେଉଁ ଜିଲ୍ଲା ଦାୟିତ୍ୱ ?

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ତୃଣମୂଳସ୍ତରରେ ସଂଗଠନ ସଜାଡ଼ିବାକୁ ବିଜେଡିର କସରତ । ବିଭିନ୍ନ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ଦଳ । ଏନେଇ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି ହୋଇଛି । ବରିଷ୍ଠ ନେତାଙ୍କୁ ୩୦ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । କିଛି ନେତାଙ୍କୁ…

କରୋନା ଦ୍ୱିତୀୟ ତରଙ୍ଗରେ ପ୍ରାଣ ହରାଇଛନ୍ତି ୩୧ ପୋଲିସ କର୍ମଚାରୀ

ଚେନ୍ନାଇ: ଇଣ୍ଡିଆନ୍ ଜର୍ନାଲ୍ ଅଫ୍ ମେଡିକାଲରେ ପ୍ରକାଶିତ ତଥ୍ୟ ଅନୁଯାୟୀ କରୋନା ଦ୍ୱିତୀୟ ତରଙ୍ଗ ସମୟରେ ପ୍ରାୟ ୩୧ ଜଣ ପୋଲିସ୍‌ କର୍ମଚାରୀ ପ୍ରାଣ ହରାଇଛନ୍ତି। ସୂଚନା ଅନୁଯାୟୀ ଏପ୍ରିଲ ୧୩ ରୁ ମେ ୧୪ ମଧ୍ୟରେ ୩୧ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ତାମିଲନାଡୁ…

ଡେଲଟା ପ୍ଲସ୍ ଚିହ୍ନଟ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଦେବଗଡ଼ ଗଲା ଏପିଡୋମିଲୋଜି ଟିମ୍

ଭୁବନେଶ୍ୱର: ରାଜ୍ୟରୁ ଚିହ୍ନଟ ହୋଇଛି ଗୋଟିଏ ଡେଲଟା ପ୍ଲସ କେସ୍ । ଦେବଗଡ଼ରୁ ଚିହ୍ନଟ ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଦେବଗଡ଼ ଯାଇଛି ଏପିଡୋମିଲୋଡି ଟିମ୍ । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ସହ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନେ…