Latest Odisha News

BREAKING NEWS

Yearly Archives

2021

ଟିକା ଯୋଗାଣ ଅନୁପାତ ପରିବର୍ତ୍ତନ ପାଇଁ ଚିଠି ଲେଖିଲେ ସ୍ଵାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟକୁ କେନ୍ଦ୍ର ଦେଉଥିବା ଟିକା ଯୋଗାଣର ନିୟମ ବଦଳାଇବା ପାଇଁ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି। ବର୍ତ୍ତମାନର ନିୟମ ଅନୁସାରେ ରାଜ୍ୟ ପାଇଁ ଧାର୍ଯ୍ୟ ହୋଇଥିବା ଟିକାରୁ ରାଜ୍ୟ ସରକାର ସିଧାସଳଖ ୭୫…

ଚୋରା ଚାଲାଣ ବେଳେ ବିପୁଳ କଫ ସିରଫ ଜବତ

ବରଗଡ଼ : ବେଆଇନ ଚୋରା ଚାଲାଣ ବେଳେ ବିପୁଳ କଫ ସିରଫ ଜବତ । ଜଣେ ମହିଳା ସମେତ ୪ ଗିରଫ । ପ୍ରେସ ଲେଖାଥିବା କାରରେ ହେଉଥିଲା ଚୋରା ଚାଲାଣ । ଜିଲ୍ଲାରେ ଦିନକୁ ଦିନ ନିଶା କାରବାର ବଢି ଚାଲିଥିବା ବେଳେ ବରଗଡ଼ ପୋଲିସକୁ ମିଳିଛି ବଡ଼ ସଫଳତା । ଗତ ରାତିରେ ବିପୁଳ ପରିମାଣର କଫ ସିରପ ଏସକଫ ଓ…

ପୁଣି ଭାରତକୁ ଫେରିବ ଟିକ୍‌ଟକ୍‌!

ନୂଆଦିଲ୍ଲୀ: ପୁଣି ଭାରତକୁ ଫେରିପାରେ ଟିକ୍‌ଟକ୍‌। ବ୍ୟାଟେଲ୍‌ଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ ଭାବରେ ଭାରତରେ ପବ୍‌ଜିର ପୁନଃ ଆରମ୍ଭ ପରେ ଏବେ ଦେଶରେ ଟିକ୍‌ଟକ୍‌ର ପ୍ରତ୍ୟାବର୍ତ୍ତନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଟିକଟକ୍ ଦେଶରେ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ ଥିବା…

ଜୁଲାଇରେ କରୋନା ମୁକାବିଲା ବେଳେ ଫୋକସରେ ରହିବ ଓଡ଼ିଶାର ଏହି ୬ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ ଲକଡାଉନକୁ ୫୦ ଦିନ ପୂରିଛି । ଆଉ ୪ ଦିନ ପରେ ସରୁଛି ଆଂଶିକ ଲକଡାଉନ୍ । ଜୁଲାଇ ୧ରୁ କଣ ହେବ ? ଅଧିକ ପଜିଟିଭ୍ ହାର ଥିବା ଜିଲ୍ଲାରୁ କଟକଣା କୋହଳ ହେବ ନା ବଳବତ୍ତର ରହିବ ଲକଡାଉନ୍ କଟକଣା । ବର୍ତ୍ତମାନ ଓଡ଼ିଶାର କରୋନା ଗ୍ରାଫ ଦର୍ଶାଉଛି ପଜିଟିଭିଟି ରେଡ୍ ଜୋନରେ ଅଛି…

ଗରିବ ଦେଶଙ୍କୁ ଟିକା ଦିଅ: ‘ହୁ’ ମୁଖ୍ୟ

ଗରିବ ଦେଶରେ ଟିକା ଅଭାବ; ବଢୁଛି ସଂକ୍ରମଣ ଡେଲଟା ଭାଇରସ ସହ ମୁକାବିଲା ପ୍ରଭାବିତ ହେବ ଜେନେଭା: ଧନୀ ଦେଶଗୁଡ଼ିକ ଟିକାକରଣ ପାଇଁ କିଛି ଅସୁବିଧା ନାହିଁ। କାରଣ ତାଙ୍କ ପାଖରେ ଟିକା ଅଛି, ଅନ୍ୟାନ୍ୟ ସାଧନ ରହିଛି। ହେଲେ ଏମିତି ପରିସ୍ଥିତିରେ ଗରିବ ଦେଶଗୁଡ଼ିକ ସେମାନଙ୍କ…

ଜୁଲାଇରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ…

ନୂଆଦିଲ୍ଲୀ: ଆରବିଆଇ ପକ୍ଷରୁ ବ୍ୟାଙ୍କ ଛୁଟି ତାଲିକା ଜାରି କରାଯାଇଛି। ଜୁଲାଇ ମାସ କ୍ୟାଲେଣ୍ଡର ଅନୁଯାୟୀ ଜୁଲାଇରେ ୯ ଦିନ ବ୍ୟାଙ୍କ ଛୁଟି ରହିବ। ତେବେ ଏହି ଛୁଟିଦିନ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ହେବ। ଏହା ବ୍ୟତୀତ ରବିବାର ଏବଂ ଦ୍ୱିତୀୟ ଶନିବାର ଓ ଚତୁର୍ଥ ଶନିବାର ପାଇଁ ବ୍ୟାଙ୍କରେ…

ନାଗ ସାପକୁ ଗିଳିଲା ନାଗ

ଭୁବନେଶ୍ୱର:  ନାଗ ସାପ ଉଦ୍ଧାର ପାଇଁ ଅନୁରୋଧ । ଏନେଇ ସ୍ନେକ ହେଲ୍ପ ଲାଇନକୁ ଖବର ଦିଆଯାଇଥିଲା । ଭୁବନେଶ୍ୱର ଉପକଣ୍ଠ ବାଳକାଟି ନିକଟ ଯଶୁଆପୁର ଗ୍ରାମରେ ଏକ ନିର୍ମାଣାଧୀନ ଆପାର୍ଟମେଂଟରେ ନାଗ ସାପ ସାପକୁ ଦେଖି ଉଦ୍ଧାର କରିବା ପାଇଁ ସ୍ନେକ ହେଲ୍ପ ଲାଇନକୁ ଖବର ଦିଆଯାଇଥିଲା । ସ୍ନେକ ହେଲ୍ପ…

ନକଲି ଟିକା ନେଇ ସାଂସଦ ମିମି ଚକ୍ରବର୍ତ୍ତୀ ଅସୁସ୍ଥ

କୋଲକାତା: ନକଲି ଟିକା ଟିଏମ୍‌ସି ସାଂସଦ ମିମି ଚକ୍ରବର୍ତ୍ତୀ ଅସୁସ୍ଥ। ଏକ ଶିବିରରେ ନକଲି କରୋନା ଟିକା ନେବା ପରେ ସାଂସଦ ମିମି ଚକ୍ରବର୍ତ୍ତୀ ଅସୁସ୍ଥ ହୋଇପଡିଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ନକଲି ଟିକାକରଣର ଚାରି ଦିନ ପରେ ସାଂସଦ ଅସହଜ ଅନୁଭବ କରିଥିଲେ। ଏହାପରେ ତାଙ୍କୁ…

କରୋନା ଚିକିତ୍ସା ଓ ମୃତ୍ୟୁର ସହାୟତା ରାଶି ଉପରେ ଆୟକର ଛାଡ଼

ନୂଆଦିଲ୍ଲୀ: କରୋନା ଚିକିତ୍ସାରେ ମିଳିଥିବା ସହାୟତା ରାଶି ଉପରେ କୌଣସି ଟିକସ ଆଦାୟ ନକରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇ ଥିବା ପ୍ରକାଶ କରିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ଅନୁରାଗ ଠାକୁର। ଏପରି ପରିସ୍ଥିତିରେ ଯଦି କୌଣସି ନିଯୁକ୍ତିଦାତା କିମ୍ବା ଶୁଭେଚ୍ଛୁ କାହାକୁ କରୋନାର…

ଶାହାରୁଖ୍‌ ଫିଲ୍ମରେ ବଲିଉଡ୍‌ରେ ଡେବ୍ୟୁ କରିବେ ଅଭିନେତ୍ରୀ ନୟନତାରା!

ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତ୍ରୀ ନୟନତାରା ଖୁବ୍‌ ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବେ ବୋଲି ଚର୍ଚ୍ଚା ହେଉଛି। ସୂଚନା ଅନୁଯାୟୀ ସେ ପୁଣି ବଲିଉଡ୍‌ ଅଭିନେତା ଶାହାରୁଖ୍‌ଙ୍କ ବିପକ୍ଷରେ ପ୍ରମୁଖ ଭୂମିକାରେ ନଜର ଆସିବେ। ରିପୋର୍ଟ ଅନୁଯାୟୀ ନିର୍ଦ୍ଦେଶକ…