ତେଲୁଗୁ ସୁପର୍ହିଟ୍ ‘ନନ୍ଦୀ’ର ହିନ୍ଦୀ ରିମେକ୍ ପାଇଁ ଅଜୟଙ୍କ ସ୍ୱତନ୍ତ୍ର ପ୍ରସ୍ତୁତି
ମୁମ୍ବାଇ: ତାନାଜୀ ପରେ ବଲିଉଡ୍ ଅଭିତେନା ଅଜୟ ଦେବଗନ୍ ଆଉ ଏକ ଫିଲ୍ମକୁ ନେଇ ଘୋଷଣା କରିଛନ୍ତି।ତେଲୁଗୁ ଫିଲ୍ମ 'ନନ୍ଦୀ'ର ହିନ୍ଦୀ ରିମେକ୍ରେ ଅଭିନୟ କରିବେ ଅଜୟ। ଏଥିପାଇଁ ଅଜୟ ଦେବନ୍ ଏବଂ ଦିଲ୍ ରାଜୁ ଏକ ଦଳ ଗଠନ କରିଛନ୍ତି।
ଖୁବ୍ ଶୀଘ୍ର ଫିଲ୍ମର ଟାଇଟଲ୍, କାଷ୍ଟ ଏବଂ କ୍ରୁ ବିଷୟରେ…