ଜାଭେଦ୍ ଅଖତରଙ୍କ ମାନହାନି ମାମଲା ଶୁଣାଣିରେ ହାଜର ହେଲେନି କଙ୍ଗନା
ନୂଆଦିଲ୍ଲୀ: ଜାଭେଦ ଅଖତରଙ୍କ ଦ୍ବାରା କରାଯାଇଥିବା ମାନହାନି ମକଦ୍ଦମାରେ ହାଜର ଉପସ୍ଥିତ ରହିବାକୁ ମନା କରିନେଲେ କଙ୍ଗନା। କୋର୍ଟରେ ଶୁଣାଣି ବେଳେ କଙ୍ଗନା ବ୍ୟକ୍ତିଗତ ଭାବେ ଏକ ଆବେଦନ କରିଥିଲେ।
ଏହି ଆବେଦନରେ ଦର୍ଶାଯାଇଛି ଯେ ବ୍ୟସ୍ତତା ଯୋଗୁ କଙ୍ଗନା ଏହି ଶୁଣାଣିରେ ହାଜର…