Latest Odisha News

BREAKING NEWS

Yearly Archives

2021

କାନପୁରରୁ ବିଶ୍ୱର ପ୍ରଥମ ଅପ୍ଟିକ୍ ନ୍ୟୁରାଇଟିସ୍‌ ରୋଗୀ ଚିହ୍ନଟ

କାନପୁର: ବ୍ଲାକ୍‌ ଫଙ୍ଗସରୁ ଅପ୍ଟିକ୍ ନ୍ୟୁରାଇଟିସ୍‌ର ପ୍ରଥମ ରୋଗୀ କାନପୁର ସହରରୁ ଚିହ୍ନଟ ହୋଇଛନ୍ତି। ଏ ନେଇ ହାଲେଟ୍ ହସ୍ପିଟାଲ ପକ୍ଷରୁ ରିପୋର୍ଟ କରାଯାଇଛି। ଏହି ଅପ୍ଟିକ୍ ନ୍ୟୁରାଇଟିସ୍ କାରଣରୁ ରୋଗୀଙ୍କ ଆଖିର ସ୍ନାୟୁକୁ କ୍ଷତି ପହଞ୍ଚାଇଥାଏ। ଯାହା ଫଳରେ ରୋଗୀର ଆଖି ନଷ୍ଟ ହୋଇଯାଏ।…

ଟିକା ନେଇ ନଥିଲେ ଗଞ୍ଜାମ ଜିଲ୍ଲାରେ ଦୋକାନ ଖୋଲିବା ମନା

ବ୍ରହ୍ମପୁର: କରୋନା ମହାମାରୀ ବିରୋଧୀ ଲଢ଼େଇରେ ଲକଡାଉନ୍, ସଟଡାଉନ୍ ହେଉଛି ଟିକାକରଣ ସବୁବେଳେ ମୁକାବିଲାରେ କିଛି ନା କିଛି ନୂଆ କରିଥାଏ ଗଞ୍ଜାମ ଜିଲ୍ଲା ପ୍ରଶାସନ । ଏବେ ଟିକାକରଣକୁ ଗୁରୁତ୍ୱ ଦେଇ ଅଭିନବ ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ । ତାଲାବନ୍ଦ କଟକଣା ଭିତରେ ଯେତିକି ବ୍ୟବସାୟିକ…

ମୁମ୍ବାଇ ମନ୍ତ୍ରାଳୟ ଉପରକୁ ବୋମା ମାଡ ଧମକ

ପୁଣେ: ସୋମବାର ଦିନ ପୁଣେରେ ଜଣେ ବ୍ୟକ୍ତିଙ୍କୁ ମୁମ୍ବାଇ ମନ୍ତ୍ରାଳୟରେ ବୋମା ବିସ୍ଫୋରଣ କରିବାକୁ ଧମକ ଦେବଇଥିବା ଅଭିଯୋଗରେ ଗିରଫ କରାଯାଇଛି। ଏହି ଧମକ ଇମେଲ ମାଧ୍ୟମରେ ପଠାଯାଇଥିଲା। ମୁମ୍ବାଇ ପୋଲିସର ସୂଚନାନୁସାରେ, ଇମେଲ ମାଧ୍ୟମରେ ଧମକ ପାଇବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ଏହି…

ମନ୍ତ୍ରୀଙ୍କ ନୂଆ ଘୋଷଣା; ଅଧିକ ସନ୍ତାନ ଥିଲେ ମିଳିବ ଲକ୍ଷେ ଟଙ୍କା

ଆଇଜଲ୍: ସର୍ବାଧିକ ପିଲା ଥିବା ପିତାମାତାଙ୍କୁ ୧ ଲକ୍ଷ ଟଙ୍କା ନଗଦ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି ମିଜୋରାମ ମନ୍ତ୍ରୀ। ବିଭିନ୍ନ ରାଜ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଶିଶୁ ପଲିସି କରାଯାଉଥିବା ବେଳେ ମିଜୋରାମର ଜଣେ ମନ୍ତ୍ରୀଙ୍କର ଏହି ପଦକ୍ଷେପର ଚର୍ଚ୍ଚାରେ ରହିଛି। କ୍ରୀଡା…

‘ଯୋଗ’ ଭାରତର ନୁହେଁ ନେପାଳର; ପିଏମ୍‌ କେ.ପି ଓଲି

ନୂଆଦିଲ୍ଲୀ: ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଦାବି କରିଛନ୍ତି ଯେ ଯୋଗ ଭାରତରେ ନୁହେଁ ବରଂ ନେପାଳରୁ ଆସିଛି। ସେ କହିଥିଲେ ଯେ ଭାରତ ପୂର୍ବରୁ ତାଙ୍କ ଦେଶରେ ପ୍ରଥମେ ଯୋଗ ଅଭ୍ୟାସ ଆରମ୍ଭ କରାଯାଇଥିଲା। ଏହାପୂର୍ବରୁ ସେ ଏହାପୂର୍ବରୁ ପିଏମ୍‌ ଅଲି କହିଥିଲେ ଯେ ହିନ୍ଦୁ ଦେବତା ରାମ…

ଚିନ୍ତା ବଢାଉଛି କରୋନାର ନୂଆ ରୂପ ; ଏହି ରାଜ୍ୟରୁ ଆସିଲା ଡେଲ୍‌ଟା ପ୍ଲସ୍‌ର ନୂଆ ମାମଲା

ନୂଆଦିଲ୍ଲୀ: ଦେଶ କୋଭିଡ-୧୯ ର ଦ୍ୱିତୀୟ ତରଙ୍ଗ ସହିତ ଲଢେଇ ଜାରି ରହିଥିବା ବେଳେ ଆଉ ଏକ ଭାରିଆଣ୍ଟ ଏବେ ଚିନ୍ତା ବଢାଇଲାଣି। ଡେଲଟା ଭାରିଆଣ୍ଟର ବିସ୍ତାର ହ୍ରାସ ପାଉଥିବା ବେଳେ ଡେଲଟା ପ୍ଲସ୍ ନାମକ ଅନ୍ୟ ଏକ ଷ୍ଟ୍ରେନ୍‌ ଦେଶରେ କାୟା ବିସ୍ତାର କଲାଣି। ଏହି ଡେଲ୍‌ଟା ପ୍ଲସ୍‌…

ଆକ୍ରାନ୍ତଙ୍କ ତୁଳନାରେ ବଢୁଛି ଦୈନିକ ସୁସ୍ଥତା ମାମଲା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୨ ହଜାର ୬୪୦ ନୂଆ ଆକ୍ରାନ୍ତ। ଦୀର୍ଘ ୯୧ ଦିନ ପରେ ଦେଶରେ ଦୈନିକ ଆକ୍ରାନ୍ତ ମାମଲା ୪୨ ହଜାରକୁ ହ୍ରାସ ପାଇଛି। ଦିନକରେ ୧ ହଜାର ୧୬୭ ଆକ୍ରାନ୍ତ ମୃତ୍ୟୁବରଣ କରିଥିବା ବେଳେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩ ଲକ୍ଷ ୮୯…

ଡେଲଟା ପ୍ଲସ୍ ଭାରିଆଣ୍ଟ ଉପରେ କାମ ଦେବନି ଭ୍ୟାକସିନ୍ କି ଆଣ୍ଟିବଡି !

ନୂଆଦିଲ୍ଲୀ: ରୂପ ବଦଳାଉଛି କରୋନା । ଚିନ୍ତା ବଢ଼ାଇଲାଣି କରୋନାର ଡେଲଟା ଭାରିଆଣ୍ଟ । ସେକେଣ୍ଡ ଓ୍ୱେଭରେ ଡେଲଟା ଭାରିଆଣ୍ଟ୍ (B.1.617.2) ମାରାତ୍ମକ ହୋଇଥିଲା । ଏବେ ଡେଲଟା ପ୍ଲସ ଭାରିଆଣ୍ଟ(AY.01.) ବଡ଼ ଟେନସନ୍ ଆଣିଛି । ନୂଆ ନୂଆ ତଥ୍ୟ ଦେଉଛନ୍ତି ବିଶେଷଜ୍ଞ । ଏବେ ଚାଞ୍ଚଲ୍ୟକର ଓ…

ଦିଲ୍ଲୀ ଗସ୍ତରେ ଯିବେ ନୀତୀଶ କୁମାର

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ଦିନ ଦିଲ୍ଲୀ ଗସ୍ତ କରିବେ। ଏସମ୍ପର୍କରେ ଲୋକସଭାର ଜେଡି (ୟୁ) ସଂସଦୀୟ ଦଳର ନେତା ତଥା ମୁଙ୍ଗେର ସାଂସଦ ଲଲନ ସିଂ କହିଛନ୍ତି ଯେ ନୀତୀଶ କୁମାରଙ୍କ ଏହି ପ୍ରସ୍ତାବିତ ଦିଲ୍ଲୀ ଗସ୍ତର କ୍ୟାବିନେଟ ବିସ୍ତାର ସହିତ କୌଣସି ସମ୍ପର୍କ ନାହିଁ।…

ଆଜି ରାଜ୍ୟରୁ କରୋନା ନେଲା ୩୮ ଜୀବନ

ଭୁବନେଶ୍ୱର: ତିନି ଦିନ ପରେ ରାଜ୍ୟରେ ୪୦ ତଳକୁ ଖସିଲା ଦୈନିକ କରୋନା ମୃତ୍ୟୁସଂଖ୍ୟା । ୨୪ ଘଣ୍ଚାରେ ରାଜ୍ୟରୁ କରୋୱା ନେଇଛି ଆଉ ୩୮ ଜୀବନ । ୧୫ ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣଙ୍କର ଜୀବନ ନେଇଛି କରୋନା ।…