Latest Odisha News

BREAKING NEWS

Yearly Archives

2021

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ସର୍ବଦଳୀୟ ବୈଠକରେ ଯୋଗଦେବେ ଗୁପକାର ସଙ୍ଗଠନ ନେତା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ସର୍ବଦଳୀୟ ବୈଠକରେ ଯୋଗଦେବେ ଗୁପକାର ସଂଗଠନ ନେତା । ଜାମ୍ମୁ-କାଶ୍ମୀରର ରାଜନୈତିକ ଦଳ ଗୁଡ଼ିକର ଗୁପକାର ସଙ୍ଗଠନ ସର୍ବଦଳୀୟ ବୈଠକରେ ସାମିଲ ହେବେ । ଏନେଇ ସୂଚନା ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା…

ଦେବସ୍ନାନ ପୂର୍ଣ୍ଣିମା ଶୃଙ୍ଖଳିତ କରିବାକୁ ବୈଠକ

ପୁରୀ : ଦେବସ୍ନାନ ପୂର୍ଣ୍ଣିମା କିଭଳି ଶାନ୍ତି ଶୃଙ୍ଖଳାରେ ଅୟୋଜନ କରାଯିବ ସେ ନେଇ ହୋଇଛି ଆଲୋଚନା । ପୁରୀ ଏସପି କେ ବିଶାଳ ସିଂ ଆଜି ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଏକ ବୈଠକରେ ଆଲୋଚନା କରିଛନ୍ତି। ସେହିପରି କିଭଳି ସୁରକ୍ଷା ବ୍ୟବସ୍ଥା ରହିବ , କେଉଁ ଅଫିସର କେଉଁଠି ଡ୍ୟୁଟିରେ ରହିବେ,…

କେରଳରେ କରୋନାରେ ଅନାଥ ହୋଇଥିବା ଶିଶୁଙ୍କୁ ମିଳିବ ଆର୍ଥିକ ସହାୟତା

କେରଳ : ଓଡ଼ିଶା ପରେ କେରଳରେ କରୋନାରେ ଅନାଥ ହୋଇଥିବା ଶିଶୁଙ୍କୁ ଦିଆଯିବ ଆର୍ଥିକ ସହାୟତା । ଏନେଇ ନିଷ୍ପତ୍ତି ନେଇଛନ୍ତି କେରଳ ସରକାର । ମହାମାରୀ କରୋନରେ ବାପା ମାଆ କିମ୍ବା ସିଙ୍ଗଲ ପ୍ୟାରେଣ୍ଟଙ୍କ ମୃତ୍ୟୁ ହୋଇଥିଲେ ପିଲାଙ୍କୁ ମାସିକ ୨ ହଜାର ଟଙ୍କାର ଆର୍ଥିକ ସହାୟତା ଦେବେ କେରଳ…

କରୋନାରେ ପ୍ରାଣ ହରାଇଲା ଆଉ ଜଣେ ମାଓନେତା

ମାଲକାନଗିରି : ମାଓ ସଙ୍ଗଠନକୁ ଘାରିଛି କରୋନା ସଂକ୍ରମଣ ଚିନ୍ତା । ଏଭଳି ସ୍ଥିତିରେ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛି ଆଉ ଜଣେ ମାଓନେତା । ଉତ୍ତର ତେଲେଙ୍ଗାନା ଏରିଆ କମିଟି ଚିଫ୍ ହରିଭୂଷଣ କରୋନାରେ ଆକ୍ରାନ୍ତ ହେବା ପରେ ପ୍ରାଣ ହରାଇଥିବା ନେଇ ସୂଚନା ଦେଇଛନ୍ତି ବସ୍ତର ଆଇଜି…

ଖୁବଶୀଘ୍ର ପୁଣି ଉଡ଼ିବ ଜେଟ୍ ଏୟାରଓ୍ଵେଜ୍

-ପୁନରୁଦ୍ଧାର ଯୋଜନାକୁ ଏନସିଏଲଟିର ମଞ୍ଜୁରୀ ନୂଆଦିଲ୍ଲୀ: ଖୁବ ଶୀଘ୍ର ପୁଣି ଆକାଶରେ ଉଡ଼ିବ ଜେଟ୍ ଏୟାରଓ୍ଵେଜ ବିମାନ। ଏହାର ପୁନରୁଦ୍ଧାର ଯୋଜନାକୁ ନ୍ୟାସନାଲ କମ୍ପାନିଜ୍ ଲ ଟ୍ରିବ୍ୟୁନାଲ ମଞ୍ଜୁରୀ ଦେବା ପରେ ପୁଣି ଜେଟ୍ ଏୟାରଓ୍ଵେଜର ବିମାନ ସେବା ଆରମ୍ଭ ହେବା ନେଇ ସମ୍ଭାବନା ସୃଷ୍ଟି…

କନ୍ଧମାଳ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳି ବିନିମୟ

-ବନ୍ଧୁକ, ଗୁଳି ଓ ମାଓସାମଗ୍ରୀ ଜବତ କନ୍ଧମାଳ: କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା କୁମ୍ଭହାରୁ ନିକଟ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ପୁଲିସ ଗୁଳିର ସାମ୍ନା କରି ନ ପାରି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। କନ୍ଧମାଳ ଏସପିଙ୍କ ସୂଚନା ଅନୁସାରେ ଏସଓଜି ଓ…

ରାହୁଲ ପରାସ୍ତ: ଆଜାଦ ପୁନର୍ବାର ରାଜ୍ୟସଭା ଆସନ ପାଇବେ !

ଗତ ଏକ ଦଶନ୍ଧି ମଧ୍ୟରେ, ଯେତେବେଳେ ବି କଂଗ୍ରେସ ଦଳର ପୁରୁଣା ଏବଂ ଯୁବ ନେତାଙ୍କ ମଧ୍ୟରେ କ୍ଷମତା ହାସଲପାଇଁ ସଂଘର୍ଷ ହୋଇଛି, ରାହୁଲ ଗାନ୍ଧୀଙ୍କ ଅପାରଗ ନେତୃତ୍ୱ ଯୋଗୁଁ ପୁରୁଣା ନେତାମାନେ ବିଜୟୀ ହେଉଛନ୍ତି । ରାହୁଲ ଗାନ୍ଧୀଙ୍କ ଦୋଷ ଯାହା ବି ହୋଇପାରେ, ଅନ୍ତତଃ ପକ୍ଷେ ପୁରୁଣା ନେତାମାନେ…

ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ଅନୁଷ୍ଠିତ

ପୁରୀ: ଦିନେ ପରେ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ତାପୂର୍ବରୁ ଆଜି ଦଇତା ସେବକମାନେ ମଙ୍ଗଳ ଆଳତୀ ପରେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି । ପରମ୍ପରା ଅନୁସାରେ, ସ୍ନାନଯାତ୍ରା ପୂର୍ବରୁ ତ୍ରୟୋଦାଶୀ ତିଥିରେ ଦଇତାପତିମାନେ ଶ୍ରୀମନ୍ଦିର ପ୍ରବେଶ କରିଥାନ୍ତି ।…

ଜମ୍ମୁ ଓ କଶ୍ମୀର ପାଇଁ ପୂର୍ଣ୍ଣାଙ୍ଗ ରାଜ୍ୟ ମାନ୍ୟତା ଦାବି କରିବ କଂଗ୍ରେସ

-୨୪ରେ ରାଜ୍ୟ ନେତାଙ୍କୁ ଭେଟିବେ ମୋଦୀ -ନିର୍ବାଚନ ନେଇ ମଧ୍ୟ ଆଲୋଚନାର ସମ୍ଭାବନା ନୂଆଦିଲ୍ଲୀ: ଆସନ୍ତା ୨୪ ତାରିଖରେ ଜମ୍ମୁ ଓ କଶ୍ମୀର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ସବୁ ଦଳର ନେତାଙ୍କୁ ଭେଟିବେ। ଜମ୍ମୁ ଓ କଶ୍ମୀର ବିଭାଜନ ହୋଇ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ…

କଟକ ଓ ଭୁବନେଶ୍ବର ସମେତ ଏସବୁ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଓଡିଶାର ପାଞ୍ଚଟି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା (ଭୁବନେଶ୍ୱର), କଟକ (କଟକ ସହର), ଜଗତସିଂହପୁର, କେନ୍ଦ୍ରାପଡା ଏବଂ ନୟାଗଡ଼ରେ ଘଡଘଡି ସହ…