Latest Odisha News

BREAKING NEWS

Yearly Archives

2021

ଆରଟେମିିନ କଳା ସଂସ୍ଥାର ଅନଲାଇନ ଆଲୋଚନା ଚକ୍ର

ଭୁବନେଶ୍ୱର : ବିଶିଷ୍ଟ କଳା ଅନୁଷ୍ଠାନ 'ଆରଟେମିିନ କଳା ସଂସ୍ଥା' ଆନୁକୂଲ୍ୟରେ "ରସ ଉପରେ ରଙ୍ଗର ପ୍ରଭାବ" ଶୀର୍ଷକରେ ଏକ ଭର୍ଚୁଆଲ କଳା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଦିତ୍ୟ କୁମାର ଜେନା ଓ ଶତ୍ରୁଘ୍ନ ସାହୁଙ୍କ ଉପସ୍ଥାପନା ଏବଂ କବିତା ମଞ୍ଜରୀଙ୍କ ପରିଚାଳନାରେ ଆୟୋଜିତ ଏହି…

ଗଳ୍ପ : ମୋ ନାନୀ ସୁପର ଓମ୍ୟାନ

ପ୍ରତିମା ଦାସ   ମୁଁ ଆଜି ଖୁସି, ଅତ୍ୟଧିକ ଖୁସି । ମୋ ନାନୀ ନୀତା ତା' ଝିଅ କଣ୍ଢେଇ ସହ ଆସିବ। ନାନୀ ସହିତ କଣ୍ଢେଇ, କଣ୍ଢେଇ ସହ କଣ୍ଢେଇର ଖାଇବା , ଅମୁଲ ଡବା ଆସିବ। ତିନିହେଁ ମୋ ପ୍ରିୟ। ଏପରି କୋମଳମତି ବୟସ କଣ ଆଉ ପାଇବାକୁ ଚାହେଁ ଯେ?  କିଛି ଖେଳକୁଦ, ଛୋଟ ଛୋଟ ଖୁସି ଛଡା? ମନ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୧୮-୬-୨୦୨୧ ଶୁକ୍ରବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁନ ତା ୧୮ ରିଖ ଶୁକ୍ରବାର ମିଥୁନ ୪ ଦିନ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ଉତ୍ତର ଫାଲଗୁନୀ ନକ୍ଷତ୍ର କନ୍ୟା ଚନ୍ଦ୍ର ଘାତ ବାର-: ବିଛା, ଧନୁ ଓ ମୀନ ରାଶିର ଘାତ ଚନ୍ଦ୍ର-: ବୃଷ ରାଶିର ଆଜିର…

ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ିଲା ଗାଡ଼ି ଫିଟନେସ୍, ପରମିଟ୍ ଓ ଲାଇସେନ୍ସ ବୈଧତା

ଭୁବନେଶ୍ବର : ପୁଣି ବଢ଼ିଲା ମୋଟରଯାନ ସମ୍ପର୍କିତ ନଥିପତ୍ରର ବୈଧତା । ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ନଥିପତ୍ରର ଅବଧିକୁ ବଢ଼ାଇଛି ପରିବହନ ବିଭାଗ । ପୂର୍ବରୁ ଏ ସଂକ୍ରମୀୟ ମାର୍ଗଦର୍ଶିକା ଜାରି କରିଥିଲା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ । ଆଜି ରାଜ୍ୟ ପରିବହନ…

ଦୁଇଟି ଡୋଜ ଟିକା ନେବା ପରେ ସଂକ୍ରମଣର ଅନୁଧ୍ୟାନ ପାଇଁ ବୈଷୟିକ କମିଟି ଗଠନ

ଭୁବନେଶ୍ବର: କୋଭିଡ୍ ଟିକାର ଦୁଇଟି ଡୋଜ ନେବା ପରେ ବି କିଛି ସଂକ୍ରମିତ ହେଉଛନ୍ତି। ଏଭଳି କିଛି କେସ ଆସିବା ପରେ ଏହାର ଅନୁଧ୍ୟାନ ପାଇଁ ରାଜ୍ୟ ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଆଇଏଲଏସ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ାଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି। ଦ୍ୱିତୀୟ ଡୋଜ…

କେବୁଲ ଟିଭି ନେଟୱର୍କ ନିୟମାବଳୀରେ ସଂଶୋଧନ

ନୂଆଦିଲ୍ଲୀ : କେବୁଲ ଟେଲିଭିଜନ ନେଟୱର୍କ ନିୟମାବଳୀ, ୧୯୯୪ରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର । ଏ ସଂକ୍ରାନ୍ତରେ ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । କେବୁଲ ଟେଲିଭିଜନ ନେଟୱର୍କ ଆଇନ, ୧୯୯୫ ଅନୁଯାୟୀ ଟେଲିଭିଜନ ଚ୍ୟାନେଲଗୁଡ଼ିକ ଦ୍ୱାରା ପ୍ରସାରଣ କରାଯାଉଥିବା ବିଷୟବସ୍ତୁ ସଂକ୍ରାନ୍ତରେ…

ଛାତ୍ରଛାତ୍ରୀଙ୍କ ପାଇଁ ଲଞ୍ଚ ହେଲା ଇ-ପାଠଶାଳା ଓ ଇ-ମୂଲ୍ୟାଙ୍କନ ପୋର୍ଟାଲ

ଭୁବନେଶ୍ୱର: ଓଡ଼ିଶା ସରକାର ଗୁରୁବାର ଦିନ ପ୍ରଥମ ଶ୍ରେଣୀରୁ ୧୦ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଇ-ପାଠଶାଳା ଓ ଇ-ମୂଲ୍ୟାଙ୍କନ ପୋର୍ଟାଲ ଲଞ୍ଚ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ରାଜ୍ୟରେ ଅନଲାଇନ୍ ଶିକ୍ଷା ବ୍ୟବସ୍ଥାକୁ ଅଧିକ…

କରୋନା ସାଜିଲା କାଳ, ଆପଣାର ହେଲେ ପର

ଭଦ୍ରକ: କରୋନା ମହମାରୀ କେବଳ ମୃତ୍ୟୁର ନୂତନ ସଂଜ୍ଞା ଦେଇନାହିଁ । ଆପଣାର ହୋଇଛନ୍ତି ପର, ପର ସାଜିଛନ୍ତି ସତେ ଅବା ଦେବଦୂତ । ଏପରି ଅନେକ ଉଦାହରଣ ନଜରକୁ ଆସିଛି । ଏହି ଧାରାରେ ଚର୍ଚ୍ଚାକୁ ଆସିଛି ଭଦ୍ରକ ଧାମନଗର ବ୍ଲକ ଅନ୍ତର୍ଗତ ବଡତରଣି ଗାଁ । ଏହି ଗାଁରେ ଜଣେ ବର୍ଷିୟାନ୍ କଳାକାର…

ଜାମିନ ଆବେଦନର ଶୁଣାଣି ଲାଗି କୋର୍ଟଙ୍କ ଅଗ୍ରାହ୍ୟ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ

ନୂଆଦିଲ୍ଲୀ : ଜାମିନ ଆବେଦନର ଶୁଣାଣି ଲାଗି କୋର୍ଟଙ୍କ ଅଗ୍ରାହ୍ୟ ନେଇ କ୍ଷୁବ୍ଧ ସୁପ୍ରିମକୋର୍ଟ । ଏହା ଦ୍ବାରା ଅଭିଯୁକ୍ତଙ୍କ ଅଧିକାରର ଉଲ୍ଲଂଘନ ହେଉଥିବା କହିଛନ୍ତି ସୁପ୍ରିମକୋର୍ଟ । ବ୍ୟକ୍ତିଗତ ସ୍ବାଧୀନତା ସହ ସହ ଜଡିତ ଜରୁରୀ ମାମଲାର ଶୁଣାଣିକୁ ଗୁରୁତର ସହ ନେବା ଉଚିତ । ଏଥିରେ କୌଣସି…

କୋଭିଡ ନିୟମ ଉଲ୍ଲଂଘନ; ରାଜ୍ୟରେ ୧୬ କୋଟି ଟଙ୍କାର ଜୋରିମାନା ଆଦାୟ

ଭୁବନେଶ୍ୱର: କୋଭିଡ ଗାଇଡଲାଇନ ଉଲ୍ଲଂଘନକାରୀଙ୍କଠାରୁ ଓଡିଶା ପୋଲିସ ଗତ ଅଢେଇ ମାସ ମଧ୍ୟରେ ୧୬ କୋଟି ଟଙ୍କା ଜରିମାନା ଆଦାୟ କରିଥିବା ନେଇ ଓଡିଶା ଡିଜିପି ଅଭୟ କହିଛନ୍ତି। ଗୁରୁବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ ଅଭୟ କହିଛନ୍ତି ଯେ ୧,୪୮୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜୋରିମାନା…