ବିଦ୍ୟାଳୟ ନିର୍ମାଣ ଲାଗି ୧ କୋଟି ଦେଲେ ଅଭିନେତା ଅକ୍ଷୟ କୁମାର
ନୂଆଦିଲ୍ଲୀ: ଅଭିନେତା ଅକ୍ଷୟ କୁମାର ଗୁରୁବାର ଦିନ ଜାମ୍ମୁ କାଶ୍ମୀରର ବନ୍ଦିପୋରା ଜିଲ୍ଲାର ଲାଇନ୍ ଅଫ୍ କଣ୍ଟ୍ରୋଲ୍ ଏଲ୍ଓସି ନିକଟରେ ଥିବା ଏକ ସୁଦୂର ଗ୍ରାମ ପରିଦର୍ଶନ କରିଥିଲେ। ଏହାସହିତ ସେଠାରେ ଥିବା ଏକ ସ୍କୁଲ୍ ନିର୍ମାଣ ଲାଗି ୧ କୋଟି ଟଙ୍କା ଦାନ ମଧ୍ୟ କରିଛନ୍ତି।
ଏ ନେଇ ସେ…