Latest Odisha News

BREAKING NEWS

Yearly Archives

2022

ମଣିଷଙ୍କୁ ପଶୁ ଇଂଜେକ୍ସନ୍ ଦେବା ଘଟଣା: ମହୁଲଡ଼ିହା ଥାନା ASI ନିଲମ୍ବିତ

ମୟୂରଭଞ୍ଜ: ମଣିଷଙ୍କୁ ପଶୁ ଇଂଜେକ୍ସନ୍ ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାଯାଇଛି । କ୍ୱାକ ବିଶ୍ବନାଥ ବେହେରାଙ୍କୁ ଲୋକେ ଜିମା ଦେବା ପରେ ପୁଲିସ ଛାଡ଼ିଦେଇଥିବା ଅଭିଯୋଗ ଆସିବାପରେ ମହୁଲଡ଼ିହା ଥାନା ଏଏସଆଇ…

୩୪ ଦିନରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ, ୨୪ ଘଣ୍ଟାରେ କରୋନା ନେଲା ୫୬ ଜୀବନ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨,୩୮୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୪୩୩ରେ ପହଞ୍ଚିଛି। ମାର୍ଚ୍ଚ ୧୮ ତାରିଖରେ ୨୦୭୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ…

ବିବାଦ ପରେ ଗୁଟଖା କମ୍ପାନୀର ବିଜ୍ଞାପନ ଛାଡିଲେ ବଲିଉଡ ଅଭିନେତା ଅକ୍ଷୟ କୁମାର

 ଦିଲ୍ଲୀ: ଗୁଟଖା କମ୍ପାନୀର ବିଜ୍ଞାପନ କରିବାକୁ ନେଇ ଚାରିଆଡୁ ସମାଲୋଚନାର ଶିକାର ହେବା ପରେ ବିମଳ ଇଲାଇଚିର ବିଜ୍ଞାପନ ନ କରିବାକୁ ନିଷ୍ପତି ନେଇଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର । ଏଥିପାଇଁ ଅକ୍ଷୟ ସମସ୍ତ ପ୍ରସଂଶକ ଏବଂ ଶୁଭଚିନ୍ତକଙ୍କ ଠାରୁ କ୍ଷମା ମାଗିଛନ୍ତି । ଅକ୍ଷୟ କହିଛନ୍ତି,…

ଆଜିଠୁ ଲାଗୁ ହେଲା ଓମଫେଡ କ୍ଷୀରର ବର୍ଦ୍ଧିତ ଦର , ଲିଟର ପିଛା ୨ଟଙ୍କା ବୃଦ୍ଧି

 ଭୁବନେଶ୍ୱର : ଆଜିଠୁ ଲାଗୁ ହେଲା ଓମଫେଡ କ୍ଷୀରର ବର୍ଦ୍ଧିତ ଦର । ଓମଫେଡ କ୍ଷୀରର ଦର ବଢିଛି । ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି କମ୍ପାନୀ । ଚାଷୀଙ୍କ ଲାଭକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଓମଫେଡ ଗୋଲ୍ଡ ମୂଲ୍ୟ ୫ମିଲି ଲିଟିର ପ୍ରତି ୨୪ ଟଙ୍କା ଏବଂ ଓମଫେଡ ପ୍ରିମିୟମ…

ଆଠ ବର୍ଷ ସରକାରର ସଫଳତା ତାଲିକା ଜାରି କରିବ ବିଜେପି

ନୂଆଦିଲ୍ଲୀ: ମେ ୨୬ରେ ମୋଦୀ ସରକାର ତାଙ୍କ ଆଠ ବର୍ଷର ଶାସନରେ ସଫଳତାର ଏକ ତାଲିକା ଜାରି କରିବ। ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହେବ ବୋଲି ସୂଚନା ରହିଛି । ୨୦୧୪ ମେ ୨୬ରେ ଦେଶର ୧୪ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ନରେନ୍ଦ୍ର…

ଦିଲ୍ଲୀରେ ବଢୁଛି କରୋନା ସଂକ୍ରମଣ ,ଫେରିଲା କଟକଣା

ଦିଲ୍ଳୀ  : ପ୍ରାୟ ଦୁଇ ବର୍ଷର ହନ୍ତସନ୍ତ ପରେ ସ୍ୱାଭାବିକ ହୋଇ ଆସୁଥିବା ଜନଜୀବନ ପୁଣି ଥରେ ଆତଙ୍କିତ ହୋଇପଡିଛି । ଚୀନ, ୟୁରୋପିୟ ଦେଶ ଭଳି ଆମ ଦେଶରେ ପୁଣି ଥରେ କରୋନା ତାର କୋପ ଦେଖାଇବା ଆରମ୍ଭ କରିଛି । ଦେଶରେ ଦୈନିକ ସଂକ୍ରମଣ ପୁଣି ୨ହଜାର ପାର କରିଛି । ବୁଧବାର ୨୦୬୭ ନୂଆ ସଂକ୍ରମିତ…

ଆଜି ଆସିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ:ମାଲକାନଗିରିରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କରିବେ ସମୀକ୍ଷା

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲା ଗସ୍ତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ । ଆଜି ଆସିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସଂଧ୍ୟାରେ କୋରାପୁଟରେ ପହଂଚିବା ପରେ କରିବେ ରାତ୍ରି ଯାପନ । ଶୁକ୍ରବାର ସକାଳେ ମାଲକାନଗିରି ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କରିବେ ସମୀକ୍ଷା । ସେପଟେ,…

କଟକ ଚଣ୍ଡୀ ମନ୍ଦିରରେ ୫- ଟି ସଚିବ: ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା

କଟକ  : କଟକ ଚଣ୍ଡି ମନ୍ଦିର ବୁଲି ଦେଖିଲେ ୫-ଟି ସଚିବ ଭିକେ ପାଣ୍ଡିଆନ । ଆଜି ସକାଳୁ ପହଂଚି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଏହି ସମୟରେ ଜିଲ୍ଲାପାଳଙ୍କ ସହ କଟକ ଡିସିପି ଓ ମହାନଗର ନିଗମ କମିଶନ ଉପସ୍ଥିତ ଥିଲେ । ମାଆ କଟକ ଚଣ୍ଡିଙ୍କ ଦର୍ଶନ କରିବା ପରେ ମନ୍ଦିରର…

ଧାରାବାହିକ ଉପନ୍ୟାସ : ଚୋରାବାଲି (୭୫)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭୫ ସେମିତି ଅନ୍ୟମନସ୍କ ଭାବରେ ରଙ୍ଗ ଭରି ଚାଲିଛି । ସବୁ ରଙ୍ଗ ଆଜି କାନଭାସ୍ ଉପରେ ଅଜାଡି ଦେଇ ଆଙ୍କୁଛି କଣ! ବାସ୍‌...ଶେଷ ସ୍ପର୍ଶ ଦେଇ ଦୂରକୁ ଘୁଞ୍ଚି ଆସିଲା । ଚିତ୍ରଟିକୁ ଆଖି ଭରିଦେଖିନେଲା ।…

ଅନୁବାଦ କବିତା : ନଗ୍ନ ନିର୍ଜନ ହାତ

ମୂଳ ବଙ୍ଗଳା : ଜୀବନାନନ୍ଦ ଦାଶ  ଆକାଶରେ ପୁଣିଥରେ ଅନ୍ଧକାର ଘନ ହୋଇ ଉଠିଛି। ଆଲୁଅର ରହସ୍ୟମୟୀ ଯମଜ ଭଳି ଏଇ ଅନ୍ଧକାର ଯେ ମତେ ଚିରଦିନ ଭଲ ପାଇଛି ଅଥଚ ଯା'ର ମୁହଁ ମୁଁ କେବେବି ଦେଖି ନାହିଁ ସେଇ ନାରୀ ପରି ଫାଲଗୁନ ଆକାଶରେ ଅନ୍ଧକାର ନିବିଡ଼ ହୋଇ ଉଠିଛି। ମନେ ପଡ଼ୁଛି କେଉଁ…