ରାଜ୍ୟରେ ଦୁଇ ଗୁଣା ହୋଇଛି ସିଏସଆର ପାଣ୍ଠି; ଜଳବାୟୁ ଏବଂ ସବୁଜ ଶକ୍ତି ଉପରେ ଧ୍ୟାନ ଦିଆଯାଉ
ଭୁୁବନେଶ୍ୱର: ରାଜ୍ୟରେ ବଢୁଛି ସିଏସଆର(କର୍ପୋରେଟ ସୋସିଆଲ ରେସ୍ପନ୍ସିବିଲିଟି) ଅର୍ଥାତ୍ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ପାଣ୍ଠି । ୨୦୧୫ ଅପେକ୍ଷା ଦୁଇ ଗୁଣା ହୋଇଛି ୨୦୧୯ରେ । ରାଜ୍ୟରେ ବିକଶିତ ଶିଳ୍ପ ସଂସ୍ଥା ଗୁଡ଼ିକ ମଧ୍ୟ ସାମାଜିକ ମଙ୍ଗଳ ବା ବିକାଶ ସକାଶେ ଏକ ପ୍ରତିଦ୍ୱନ୍ଦିତା…