Latest Odisha News

BREAKING NEWS

Yearly Archives

2022

ଭୁବନେଶ୍ୱରରେ ନୂତନ ରାଜଧାନୀ ପ୍ରତିଷ୍ଠା ଦିଗରେ ହରେକୃଷ୍ଣ ମହତାବଙ୍କ ଅବଦାନ

ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ ଉପଲକ୍ଷେ ନୃସିଂହ ଚରଣ ସାହୁ (ଜହୁରୀ ଭାଇ)ଙ୍କ  ଆଲେଖ୍ୟ  ବୃହତ୍ତର ଓଡ଼ିଶା ପ୍ରଦେଶକୁ ନୂଆ କରି ଗଢ଼ିବା ଦିଗରେ ହରେକୃଷ୍ଣ ମହତାବଙ୍କର ଅବଦାନ ଅବିସ୍ମରଣୀୟ। ସେ ଯେଉଁ ଆଠବର୍ଷ ( ୧୯୪୬-୫୦, ୫୬-୬୦) କ୍ଷମତାରେ ରହିଲେ , ଓଡ଼ିଶାକୁ ସମୃଦ୍ଧ, ସୁନ୍ଦର ଓ…

ଆଧୁନିକତାର କାବ୍ୟ ପରମ୍ପରା ଓ କବି ଭୋଇ

ପଞ୍ଚାନନ ମିଶ୍ରଙ୍କ ସ୍ୱତନ୍ତ୍ର ପ୍ରବନ୍ଧ ‘ ପଞ୍ଚମ ଭାଗ’ କବି ଭୀମ ଭୋଇଙ୍କର ମୌଳିକତା ସମ୍ପର୍କରେ ଯୁକ୍ତି କଲାବେଳେ ହର ପ୍ରସାଦ ଉଲ୍ଲେଖ କରନ୍ତି କେତେ ମାତ୍ରାରେ ଆଧୁନିକତାର କାବ୍ୟ ପରମ୍ପରା ସହ ଭୀମ ଭୋଇ ସମ୍ପର୍କିତ । ଏ ପ୍ରସଙ୍ଗରେ ଆଲୋଚନା କଲା ବେଳେ ସେ କବିବର ରାଧାନାଥ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୬୭ )

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୬୭  ଚିତ୍ର ଭିତରେ ଆରାଧ୍ୟା ଜୀବନ ଦେଖେ । ଅନୁଭବ କରେ । ଭୋଗେ । ବୈଭବଙ୍କୁ ବୁଝେଇ ପାରେନା ତା'ର ମାନେ କ'ଣ, ବା ବୁଝେଇବା ଆଉ ଜରୁରୀ ଭବେନା । କୁମାର କିନ୍ତୁ ସେ ବାବଦରେ ଟିକେ ଅଲଗା । ସେ ଦିନ ଫେରିବା ବେଳେ,…

ଭାଷା ଭାଗବତ : ଭାଷା ସମନ୍ବୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୮୩  ପ୍ରାଚୀନ ସହିତ ନୂତନ ଭାଷାରେ କରେ ଅବସ୍ଥାନ କିଛି ବି ହୁଏନି ନିଶ୍ଚିହ୍ନ ଏହା ହିଁ ଅକ୍ଷରର ଗୁଣ ସବୁ କାଳର ସମନ୍ବୟ ଭାଷାରେ ଚଳେ ଅହରହଃ କାଳୋତ୍ତୀର୍ଣ ଓ ସ୍ଥଳୋତ୍ତୀର୍ଣ ହୋଇ ବଢ଼େ ଲିପିର ମାନ ଯା ଥିଲା,…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୪୧ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ତ୍ରିମୁର୍ତ୍ତୀ ରୁପ, ଚତୁବୃହ୍ୟ ରୁପ ଅବା ରତ୍ନବେଦିରେ ପୂଜିତ ସପ୍ତବରଣ ସ୍ୱରୂପ ଆମେ ଆଲୋଚନା କରିଲେ। ମୁଖ୍ୟତଃ ଏହି ମୂର୍ତ୍ତି ତତ୍ତ୍ୱର ପୌରାଣିକ ବିଶ୍ଲେଷଣ…

ନ୍ୟୁୟର୍କରେ ଫୁଟିଲା ଗୁଳି, ୧୬ ଆହତ

ନ୍ୟୁୟର୍କ: ମଙ୍ଗଳବାର ଆମେରିକାର ନ୍ୟୁୟର୍କର ଏକ ମେଟ୍ରୋ ଷ୍ଟେସନରେ ଗୁଳିକାଣ୍ଡ ଘଟିଛି । ଏଥିରେ ୧୬ ଜଣ ଆହତ ହୋଇଛନ୍ତି। ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବ୍ରୁକଲିନ୍ ଷ୍ଟେସନରେ ଏହି ଘଟଣା ଘଟିଛି । ଘଟଣା ପରେ ଯେତେବେଳେ ସେଠାରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା ସେତେବେଳେ କିଛି…

ଉଦ୍ଦେଶ୍ୟ ପୂରଣ ନହେବା ଯାଏ ରୁଷ ସାମରିକ ଆକ୍ରମଣ ଜାରି ରଖିବ: ପୁଟିନ

ମସ୍କୋ: ଗୋଟିଏ ପଟେ ରୁଷ ବିରୋଧରେ ବିଭିନ୍ନ ପ୍ରତିବନ୍ଧକ ଲଗାଇ ଦୁର୍ବଳ କରିବାରୁ ଆମେରିକା ସମେତ ଅନେକ ଦେଶ ପ୍ରୟାସ କରୁଛନ୍ତି । ଅନ୍ୟପଟେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏହା ଯେମିତି କୌଣସି ପ୍ରଭାବ ପକାଉନି । ମଙ୍ଗଳବାର ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ,…

ଜଣେ ୫ ଜଣଙ୍କୁ ହତ୍ୟା କରିବା ସମ୍ଭବ ? ତଦନ୍ତ ବେଳେ ଏହି ସବୁ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ

ମାହାଙ୍ଗା: କଟକ ମାହାଙ୍ଗାରେ ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରାଇ ଦେଇଛି ।ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ଶିବ ସାହୁ ନିଜ ବଡ଼ ଭାଇର ପୁରା ପରିବାରକୁ ହତ୍ୟା କରିଥିବା ଜଣାପଡିଛି। କିନ୍ତୁ ଜଣେ ଲୋକ କେମିତି ଏକା…

କେଉଁଝର ଜିଲ୍ଲାପାଳଙ୍କ ନାଁରେ ଗିରଫ ୱାରେଣ୍ଟ

ଭୁବନେଶ୍ୱର: ବାରମ୍ବାର ହାଜର ନୋଟିସ ଜାରି ହେବା ସତ୍ତେ୍ୱ ହାଜର ହେଲେନି ଜିଲ୍ଲାପାଳ । କେଉଁଝର ଜିଲ୍ଲାପାଳଙ୍କୁ ଗିରଫ କରି ଜାତୀୟ ଜନଜାତି କମିଶନଙ୍କ ନିକଟରେ ହାଜର କରିବାକୁ ୱାରେଣ୍ଟ ଜାରି ହୋଇଛି । ବିଭିନ୍ନ ଜନଜାତି ଉତ୍ପୀଡ଼ନ ସଂପର୍କିତ ମାମଲାରେ କମିଶନ ଜିଲ୍ଲାପାଳ ଆଶିଷ ଠାକରେଙ୍କୁ…

ଦେଓଘର ରୋପୱେ ଦୁର୍ଘଟଣା ପରେ ଚେତା ପଶିଲା, ଏସଓପି ପାଇଁ ରାଜ୍ୟକୁ ଚିଠି ଲେଖିଲେ କେନ୍ଦ୍ର ଗୃହ ସଚିବ

ଭୁବନେଶ୍ୱର: ଦେଓଘର ରୋପୱେ ଦୁର୍ଘଟଣା ପରେ ଚେତି ଗଲେ କେନ୍ଦ୍ର ସରକାର । ଗୃହ ସଚିବ ଏନେଇ ସମସ୍ତ ରାଜ୍ୟ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ମାନଙ୍କୁ ଚିଠି ଲେଖି ଚିନ୍ତା ଜତାଇଛନ୍ତି । ରାଜ୍ୟରେ ଥିବା ବିଭିନ୍ନ ରୋପୱେ ଗୁଡ଼ିକର ତୁରନ୍ତ ସ୍ଥିତି ସମୀକ୍ଷା କରିବାକୁ ନିର୍ଦ୍ଦେଶ…